ଦେଖନ୍ତୁ Live ଭିଡିଓ : ବସିଥିଲେ ରାଷ୍ଟ୍ରପତି Draupadi Murmu ନାଚିଲେ Mamata Banerjee

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଷ୍ଟ୍ରପତି ଅତିଥି ହୋଇ ବସିଥିବା କାର୍ଯ୍ୟକ୍ରମରେ ନୃତ୍ୟ ପଦର୍ଶନ କରିଲେ ମମତା ବାନାର୍ଜୀ ! ତେବେ ଆମ ଦେଶର ମହାମୟୀ ରାଷ୍ଟ୍ରପତି ହେଉଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ! ତେବେ ମାର୍ଚ ୨୭ ତାରିଖରେ ୱେଷ୍ଟ ବେଙ୍ଗଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରଯାଇଥିଲା । ଯେଉଁଠାରେ ମୁଖ୍ୟ ଅତିଥି ରୂପେ ମହାମୟୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରଯାଇଥିଲା ।

ଏହା ସହ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରଯାଇଥିଲା । ତେବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି । ଆମ ରାଜ୍ୟ ଓଡିଶାର ଝିଅ । ତେଣୁ ତାଙ୍କ ପାଇଁ ଖାଲି ଆମ ଓଡିଶା କାହିଁକି ସାରା ଭାରତ ବର୍ଷ ପାଇଁ ସେ ହେଉଛନ୍ତି ଆମ ଗର୍ବ ଓ ଗୌରବ । ହେହେତୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ଆମ ଓଡିଶା ପ୍ରଦେଶ ରାଜ୍ୟର ଆଦିବାସୀ ଅଞ୍ଚଳରେ ଝିଅ ଅଟନ୍ତି ।

ତେଣୁ ତାଙ୍କ ଉଦ୍ଧେଶ୍ୟରେ ଆୟୋଜିତ କରଜିଥିବା କାର୍ଯ୍ୟକ୍ରମରେ ଆଦିବାସୀ ଅଞ୍ଚଳ ତଥା ସେହି ସମ୍ପ୍ରଦାୟର ନୃତ୍ୟ ଗୀତ ମଧ୍ୟ ଆୟୋଜନ କରଯାଇଥିଲା । ତେବେ ସେଠାରେ ନୃତ୍ୟ ପଦର୍ଶନ କରିବା ପାଇଁ ଅନେକ ଯୁବକ ଓ ଯୁବତୀ ଆସିଥିଲେ । ତେବେ ସେମାନେ ନିଜ ନିଜର ଅତି ସୁନ୍ଦର ଭାବରେ କଳା ପଦର୍ଶନ ମଧ୍ୟ କରିଥିଲେ ।

ତେବେ ଖାଲି ସେତିକି ନୁହେଁ । ସେହି ଆଦିବାସୀ ନୃତ୍ୟରେ କଳା ପଦର୍ଶନ କରୁଥିବା ଯୁବକ ଯୁବତୀଙ୍କ ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ । ତେବେ ତାଙ୍କ ନୃତ୍ୟରେ ସାମିଲ ହୋଇ ତାଙ୍କ ସହ ଗୀତର ତାଳେ ତାଳେ ତାଙ୍କ ସହ ପାଦ ମିଶାଇ ମଧ୍ୟ ନାଚିଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମରେ ତାଙ୍କ ସମ୍ମୁଖରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦିବାସୀ ଗୀତରେ ନାଚିଥିଲେ । ତେବେ ସେହି ନୃତ୍ୟ ପଦର୍ଶନ ଦେଖି ମହାମୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବହୁତ ଆନନ୍ଦିତ ହୋଇଯାଇଥିଲେ ।

ଏହା ସହିତ ଅତି ନିଖୁଣ ଭାବରେ ମମତା ବାନାର୍ଜୀ ଓ ତାଙ୍କ ସହ ନାଚୁଥିବା ନୃତ୍ୟ କଳାକାର ମାନଙ୍କ ନୃତ୍ୟଙ୍କୁ ଆନନ୍ଦଙ୍କ ସହ ଦେଖି ମନୋରଞ୍ଜନ କରିଥିଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *