ହେଲମେଟ ଚେକିଂ ସମୟରେ ରାସ୍ତା ମଝିରେ ହାଇଡ୍ରାମା ! ଦେଖନ୍ତୁ ଏହି ଭିଜୁଆଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦାଦାଗିରି ଦେଖାଉଛି ୟାକୁ ଆ-ର-ଏ-ଷ୍ଟ କର ! ତେବେ କଟକର ସ୍ଥାନେ ସ୍ଥାନେ ଆଜି ଟ୍ରାଫିକ ଚେକିଙ୍ଗ କରାଯାଉଥିଲା । ତେବେ ଯେଉଁ ମାନେ ଟ୍ରାଫିକ ନିୟମର ଯଥାବିଧି ପାଳନ କରୁଥିଲେ । ସେମାନଙ୍କ ରାସ୍ତାରେ ଟ୍ରାଫିକ ପୋଲିସ କୌଣସି ବାଧକ ସାଯୁ ନଥିଲେ । ଯାହା ଦ୍ଵାରା ସେହି ବାଇକ ଚାଳକ ମାନେ ଆରାମର ସହ ରାସ୍ତାରେ ଗାଡି ଚଳାଇ ଯାଉଥିଲେ ।

ହେଲେ ଯେଉଁ ଅମାନିଆ ମାନେ ରାସ୍ତାରେ ଗାଡି ଚଳାଇ ଯାଉଥିବା ସମୟରେ ଟ୍ରାଫିକ ନିୟମର ଧଜିଆ ଉଡାଇ ନିଜ ମନ ମୁତାବକ ରାସ୍ତାରେ ଗାଡି ଚାଳନା କରୁଥାନ୍ତି । ଟ୍ରାଫିକ ପୋଲିସ ସେମାନଙ୍କୁ ଅଟକାଇ ରାସ୍ତାରେ ରଖୁଥିଲା । ଏହା ସହ ତାଙ୍କ ମାନଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରୁଥିଲା । ହେଲେ ଆଜି କଟକ ଠାରେ ଟ୍ରାଫିକ ଚେକିଙ୍ଗ ସମୟରେ ଜଣେ ଯୁବକ ବିନା ହେଲମେଟ ପିନ୍ଧି ବାଇକ ଚାଳନା କରୁଥିଲା ।

ତେବେ ରାସ୍ତାରେ ପୋଲିସଙ୍କ ନଜର ସେହି ବୀନା ହେଲମେଟରେ ଯାଉଥିବା ଚାଳକଙ୍କ ଉପରେ ପଡିଥିଲା । ତାପରେ ହେଲମେଟ ନପିନ୍ଧିକି ଆସିଥିବାରୁ ଯୁବକ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିବା ସହ ତାଙ୍କ ଠାରୁ ଫାଇନ ମଧ୍ୟ ମାଗିଥିଲା । ହେଲେ ନିଜର ଭୁଲକୁ ତିଳେ ମାତ୍ର ଖାତିରନକରି ଓଲଟି ପୋଲିସ ମାନଙ୍କ ସହ ଯୁବକ ଜଣଙ୍କ ଯୁକ୍ତି ତର୍କ କରିଥିଲେ ।

ଏହା ଦେଖି ସେଠାକାର ସ୍ଥାନୀୟ ଜନତା ମଧ୍ୟ ସେଠାରେ ରୁଣ୍ଡ ହୋଇଯାଇଥିଲେ । ହେଲେ ଯୁବକ ଜଣଙ୍କ ଟ୍ରାଫିକ ନିୟମର ଉଲଂଘନ କରିବା ହେଲମେଟ ପିନ୍ଧିକି ଆସିନାହିଁ । ହେଲେ ନିଜର ଭୁଲ ପାଇଁ ପୋଲିସଙ୍କୁ କ୍ଷମା ପ୍ରାଥନା କରିବା ବଦଳରେ ପୋଲିସଙ୍କ ସହ ଯୁକ୍ତିତର୍କ କଇଥିଲା । ତେବେ ଏହା ଦେଖି ପୋଲିସ ମଧ୍ୟ ବାଧ୍ୟ ହୋଇ କହିଥିଲେ ।

ଏପରି ଅମାନିଆଙ୍କ ଠାରୁ ଫାଇନ ନୁହେଁ, ବଂର ଏମାନଙ୍କୁ ସିଧାସଳଖ ଆ-ର-ଏ-ଷ୍ଟ କରି ହାଜତରେ ରଖିଦେବା ଏମାନଙ୍କ ପାଇଁ ଉଚିତ ଦଣ୍ଡ ହେବ । ତେବେ ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧିବା ସହ ଟ୍ରାଫିକ ନିୟମର ପାଳନ କରିବା ଆମ ସମସ୍ତଙ୍କର ପ୍ରଧାନ କର୍ତ୍ତବ୍ୟ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଲାଟେଷ୍ଟ ଧରଣର ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *