ଗର୍ଜିଲେ ସଫେଇ କର୍ମଚାରୀ ମା’ ‘ନବୀନ ଖାଲି ହାବୁଡେ ପଡନ୍ତେ ମୋର…ମାଗଣା ଚାଉଳ ଦେଇ ଦେଇ ଲୋକ ଅଳସୁଆ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବୀନ ଖାଲି ଯଦି ମୋର ହାବୁଡେ ପଡିଯାଆନ୍ତେ ! ତେବେ ଏପରି କିଛି ମନ୍ତବ୍ୟ ଜଣେ ସଫେଇ କର୍ମଚାରୀ ମାଉସୀଙ୍କ ମୁହଁରୁ ମାନ୍ୟବର ରାଜ୍ୟ ସରକାର ନବୀନ ପଟ୍ଟନାୟକଙ୍କ ପାଇଁ ଶୁଣିବାକୁ ମିଳିଛି । ଯେଉଁଠାରେ କିଛି ମହିଳା ସଂଗଠିତ ହୋଇ ଏକ ଆନ୍ଦୋଳନକୁ ଆସିଛନ୍ତି । ସେଠାରେ ଜଣେ ମହିଳା ଗଣ ମାଧ୍ୟମ ସାମ୍ନାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏପରି କିଛି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଖାଲି ଖାଲି ମାଗଣା ଚାଉଳ ସରକାର ଦେଉଅଛନ୍ତି ବୋଲି ଡେଙ୍ଗୁରା ପିଟି ପିଟି କହୁଛନ୍ତି । ହେଲେ ଏହି ୧ ଟଙ୍କା, ୨ ଟଙ୍କାରୁ କଣ ହେବ । ମାଗଣା ଚାଉଳ ଖାଇ ଲୋକେ ତ ଅଳସୁଆ ହେଇଗଲେଣି ବୋଲି ଅଭିଯୋଗ ଆଣି ସଫେଇ କର୍ମଚାରୀ ମହିଳା ଜଣଙ୍କ ଗର୍ଜୁଛନ୍ତି । ଗ୍ଯାସ, ପରିବା, ସଉଦା ସାମଗ୍ରୀର ଦର ତ ହୁତୁ ହୁତୁ ହୋଇ ବଢି ଚାଲିଛି ।  ଖାଲି ଏଇ ଚାଉଳ ଦେଇ ନବୀନ ସରକାର କଣ ଅଧିକ ଆମ ପାଇଁ କରିଦେଉଛି ବୋଲି କହି ମହିଳା ଜଣଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ନବୀନ ସରକାର ତ ଖାଲି ହାତୀ, ଘୋଡା ଝୁଲଣାରେ ଝୁଳୁଛି ହେଲେ ଆମ ଦୁଃଖ ଅଧିକ କଣ ଟା ନବୀନ ସରକାର ବୁଝିଦେଉଛି କି ! ଆମେ ଯେ ମଳିମୁଣ୍ଡିଆ ଲୋକ ଖଟି ଖଟି ହନ୍ତସନ୍ତ ହେଉଛି । ଆଉ କୋଊ ଖୁସିରେ ଏଥର ନବୀନ ସରକାରଙ୍କୁ ଭୋଟ ଦେବୁ । ନୋଟ ନା ଭୋଟ ଏଥର ଆଉ ନବୀନ ପଟ୍ଟନାୟକଙ୍କୁ ଭୋଟ ଆମେ ଦେବୁ ନାହିଁ । ଆମେ ସବୁ ନୀତିଦିନିଆ ଦିନରେ ଯେଉଁ ସବୁ ସମସ୍ଯାର ସାମ୍ନା କରୁଛୁ ।

ନବୀନ ସରକାର ଖାଲି ଭୋଟ ନେଇ ଆମଠୁ ଚୁପ ହୋଇ ବସିଯାଉଛି ।ହେଲେ ଆମ ସାଧାରଣ ଲୋକଙ୍କର ଦୁଃଖ, ଦୁର୍ଦ୍ଧଶା ତ କିଛି ମଧ୍ୟ ବୁଝୁ ନାହିଁ । ନବୀନ ସରକାର ଯଦି ମୋର ହାବୁଡରେ ପଡିଜାଆନ୍ତି । ତାହେଲେ ମୁଁ ତାଙ୍କୁ ଆମ ପାଇଁ କଣ ଟା କରିଦେଇଛ ବୋଲି ପଚରି ପକାନ୍ତି ।

ତେବେ କିଛି ସଫେଇ କର୍ମଚାରୀ ମହିଳା ଦଳ ହୋଇ ମାନ୍ୟବର ନବୀନ ପଟ୍ଟନାୟକନ୍କ ବିରୁଦ୍ଧରେ ଏପରି ଅଭିଯୋଗ ଆଣିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *