ଦୀର୍ଘ 6 ବର୍ଷ ପରେ ରାମା ନବମୀ ରେ ଜନ୍ମ ହେଲେ ଏକା ସହିତ 3 ଶିଶୁ, ଲୋକେ କହିଲେ ଇଏ ତ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି ପବିତ୍ର ରାମ ନବମୀ ଉପଲକ୍ଷେ ଆପଣ ସମସ୍ତଙ୍କୁ ଆମ ତରଫରୁ ହାର୍ଦ୍ଧିକ ହାର୍ଦ୍ଧିକ ଶୁଭେଛା ଓ ଅଭିନନ୍ଦନ ! ତେବେ ପବିତ୍ର ରାମ ନବମୀ ଉପଲକ୍ଷେ ସାରା ରାଜ୍ୟ ତଥା ଭାରତ ବର୍ଷ ଉତ୍ସବମୁଖୀ ହୋଇଯାଇଛି । ତେବେ ଏହି ରାମା ନବମୀ ପବିତ୍ର ଅବସରରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ଜନ୍ମ ଗ୍ରହଣ କରିଛନ୍ତି ବୋଲି ଚର୍ଚା ହେଉଛି । ତେବେ ଜଣେ ମହିଳା ଆଜି ରାମ ନବମୀର ପର୍ବରେ ୩ ଟି ସନ୍ତାନ ଜନ୍ମ କରିଛନ୍ତି ।

ବାଲେଶ୍ଵର ଜିଲ୍ଲା ଅଁଳା ପଂଚାୟତ ବଡଗୁମା ଗ୍ରାମର ଗୌତମ ନାୟକଙ୍କ ଧର୍ମପତ୍ନୀ ଦେବଯାନୀ ନାୟକ ଆଜି ୩ ଟି ସନ୍ତାନ ଜନ୍ମ କରିଛନ୍ତି । ତେବେ ଗୌତମ ନାୟକ ଓ ତାଙ୍କ ଧର୍ମପତ୍ନୀ ଦେବଯାନୀଙ୍କର ବାହାଘରକୁ ଗତ ୬ ବର୍ଷ ବିତିଯାଇଥିଲେ । ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କର କିଛି ମଧ୍ୟ ପିଲାପିଲି ହୋଇନଥିଲା । ଯାହା ଫଳରେ ଦମ୍ପତ୍ତି ବହୁ ମନ କଷ୍ଟରେ ରହୁଥିଲେ । ତେବେ ହଟାତ ପ୍ରଭୁଙ୍କ କୃପାରୁ ଗୋଟିଏ କିମ୍ବା ୨ ଟି ନୁହେଁ ।

ଏକା ବେଳକରେ ୩ ଟି ସନ୍ତାନର ଜନନୀ ହୋଇଛନ୍ତି ଦେବଯାନୀ । ଯାହାକୁ ନେଇ ସାରା ପରିବାରରେ ଖୁସିର ମାହୋଲ ଦେଖା ଦେଇଛି । ତେବେ ରାମ ନବମୀ ଭଳି ପବିତ୍ର ଅବସରରେ ଏହି ୩ ଟି ସନ୍ତାନ ଜନ୍ମିତ ହୋଇଥିବାରୁ କେହି କେହି ଏପରି କିଛି ମଧ୍ୟ ପ୍ରତିକ୍ରିୟା ଏଠାରେ ରଖୁଛନ୍ତି । ଯେଉଁଠାରେ କିଛି ଲୋକ କହୁଛନ୍ତି । ଯେ ରାମ ନବମୀରେ ସ୍ଵୟଂ ପ୍ରଭୁ ରାମ, ଲକ୍ଷ୍ମଣ ଓ ମା’  ସୀତା ଏହି ଧରା ପୃଷ୍ଠରେ ଜନ୍ମ ଗ୍ରହଣ କରିଛନ୍ତି ।

ହେଲେ ବୁଦ୍ଧିଜୀବିଙ୍କର ଏଠାରେ ମତ ରହୁଛି । କି ଗୋଟିଏ ମା’ ର କୋଳରେ ୩ ଟି ସନ୍ତାନ ଜନ୍ମ ଗ୍ରହଣ କରିଛନ୍ତି । ତେବେ ସେଥିରୁ ୨ ଜଣ ସ୍ଵାମୀ ଓ ସ୍ତ୍ରୀ ଭଳି ରାମ ଓ ସୀତା କିପରି ହୋଇପାରିବେ । ତେଣୁ ଯଦି ଆମେ ଏଠାରେ ପ୍ରଭୁଙ୍କର ଅଲୌକିକ କଥା ବିଷୟରେ ଆଲୋଚନା କରିବବା ।

ତେବେ ଆଜି ରାମ ନବମୀରେ ପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଜନ୍ମ ଗ୍ରହଣ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *