ଚାରିପଟେ ଲହଡି ଭାଙ୍ଗୁଛି ପାଣି, ଜୀବନ ବଞ୍ଚେଇବା ପାଇଁ ମଝି ଦରିଆରୁ କରୁଛନ୍ତି ଆକୁଳ ନିବେଦନ, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ରବିବାର ରାତି ରୁ ସୋମବାର ଦିନ ତମାମ ଯାକ ବର୍ଷା ଲାଗି ରହିଛି ଏବଂ ବନ୍ଦ ହେବାର ନାମ ମଧ୍ୟ ନେଉ ନାହିଁ । ତେବେ ଏହି ବର୍ଷା ଯୋଗୁଁ ରାସ୍ତା ଘାଟ ଘର ଦ୍ୱାର ସବୁଠାରେ ପାଣି ଭରି ରହିଛି । ନାଳ ଏବଂ ରାସ୍ତା ଏକ ସମାନ ହୋଇ ଯାଇଛି । ତେବେ ଏହି ଲାଗି ରହିଥିବା ବର୍ଷା ଯୋଗୁଁ ଲୋକମାନେ ଖୁବ ହଇରାଣ ମଧ୍ୟ ହେଉଛନ୍ତି । ଲୋକମାନେ ନିଜ ଏରିଆ ର ପାଣି ଭରା ଦୃଶ୍ୟ କୁ ଫୋଟୋ ଉଠାଇ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋ-ଷ୍ଟ କରୁଛନ୍ତି ।

ତେବେ ଏହି ବର୍ଷା ଯୋଗୁଁ ଅନେକ ସହର ପାଣିରେ ବୁଡି ରହିବା ଅବସ୍ଥା ଭଳି ହୋଇଛି । ତେବେ ସେହି ସମୟରେ ସୋ-ସି-ଆ-ଲ ମି-ଡ଼ି-ଆ-ରେ ଏକ ନିବେଦନ ଏବଂ ସାହାଯ୍ୟ ର ଭିଡିଓ ଭା-ଇ-ରା-ଲ ହେଉଛି । ଯେଉଁଠି ଲୋକମାନେ ଏହି ପାଣି ମଝିରେ ଫସି ଯାଇଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରିବା । ତେବେ ଏହି ଘଟଣା ଟି ହେଉଛି ସୁରଟ ଜାମନ ନଗର, ନାଗେଶ୍ୱର ଅଞ୍ଚଳର ।

ତେବେ ସେଠାରେ କିଛି ଲୋକମାନେ ଫ-ସି ଯାଇଛନ୍ତି ଏବଂ ତାଙ୍କ ଚାରି ପଟେ ପାଣି ର ଜୋର ଲହଡି ମା-ଡି ଆସୁଛି । କେଉଁଠି ବି ରାସ୍ତା ନଜର ଆସୁନାହିଁ । ତେବେ ଫସି ଯାଇଥିବା ଲୋକ ମାନଙ୍କ ମଧ୍ୟରୁ ଚାରି ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି ଏବଂ ମହିଳା ମାନଙ୍କ ମଧ୍ୟରୁ ଜଣେ ଛୋଟ ପିଲା ମଧ୍ୟ ଅଛି । ତେବେ ସେଥି ମଧ୍ୟରୁ ଜଣେ ଯୁବକ କିଛି ବାଟ ନପାଇ ସୋ-ସି-ଆ-ଲ ମି-ଡ଼ି-ଆ- ର ସାହାରା ନେଇ ନିଜ ପରିସ୍ଥିତି ର ଏକ ଭିଡିଓ ବନାଇ ସେ-ୟା-ର କରିଥିଲେ ।

ତେବେ ସେ ଏହି ଭିଡିଓ ରେ ନମ୍ର ଏବଂ ଆକୁଳ ନିବେଦନ କରିବାର ନଜର ଆସିଥିଲେ । ସେ ଏହି ଭିଡିଓ ରେ ସେମାନେ ଫ-ସି ଯାଇଛନ୍ତି ଏବଂ ତାଙ୍କୁ ସାହାର୍ଯ୍ୟ କରିବା କୁ ସେ ନିବେଦନ ମଧ୍ୟ କରିଥିଲେ ଏବଂ ଏରୋପ୍ଲେନ କିମ୍ବା ହେଲିକପ୍ଟର ଜରିଆରେ ହିଁ ତାକୁ କେବଳ ସାହାଯ୍ୟ ମିଳି ପାରିବ ବୋଲି ସେ କହିଥିଲେ ଏବଂ ସରକାର ଙ୍କୁ ସାହାର୍ଯ୍ୟ କରିବାକୁ ନିବେଦନ କରିଥିଲେ ।

ତେବେ ଏହି ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଭା-ଇ-ରା-ଲ ହେବା ପରେ ସୂଚନା ଅନୁସାରେ ପ୍ରଶାସନ ତରଫରୁ ତାଙ୍କୁ ହେଲିକପ୍ଟର ସହଯୋଗ ରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ବୋଲି କୁହାଯାଉଛି । ଏହି ଘଟଣା କୁ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଆଗକୁ ଆମା ସହ ଯୋଡି ହେବା ପାଇଁ ଲାଇକ ଓ ସେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *