6 ମାସ ତଳେ କରିଥିଲେ ବିବାହ, ଆଜି ମଥାରୁ ସିନ୍ଦୁର ପୋଛିଦେଲା ଲଗାଣ ବର୍ଷା, ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ଷା ର ବେଗ ତୀବ୍ରତର ହୋଇ ଚାଲିଛି । ଏହି ବର୍ଷା କେବଳ ଘର ଦ୍ୱାର ଭସାଉ ନାହିଁ ବରଂ କାହାର ସଂସାର ମଧ୍ୟ ଉଜାଡ଼ି ଦେଉଛି । ୬ ମାସ ତଳେ ବିବାହ କରିଥିଲେ କିନ୍ତୁ ମଠାରୁ ସିନ୍ଦୁର ପୋଛି ଦେଲା ବର୍ଷା । ବର୍ତ୍ତମାନ କାନ୍ଦ ଓ ବୋବାଳି ରେ ଫା-ଟି ପଡୁଛି ଗାଁ ଦାଣ୍ଡ । ରବିବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି ।

ବର୍ଷା ଯୋଗୁଁ ଅନେକ ନଦୀ ନାଳରେ ପାଣି ର ମାତ୍ରା ମଧ୍ୟ ବଢ଼ି ଯାଇଛି । ଅନେକ ସ୍ଥାନରେ ଲୋକମାନେ ଜଳ-ବ-ନ୍ଦୀ ହୋଇ ଅଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ରେ କିନ୍ତୁ ଘ-ଟି ଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ନାଳ ରେ ଭାସି ଯାଇ ଜଣେ ଯୁବ ଚାଷୀ ଙ୍କ ମୃ-ତ୍ୟୁ ଘଟିଛି । ମୃ-ତ ଚାଷୀ ଙ୍କ ନାମ ହେଉଛି କମ୍ବେସ୍ୱର ପାଟଶାଣି ।

ତାଙ୍କୁ ୨୯ ବର୍ଷ ବୟସ ହୋଇଥିଲା । ତାଙ୍କ ଘର ହେଉଛି ଖୋର୍ଦ୍ଧା ଜିଲ୍ଲା ର ନୂଆଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୋର୍ମରସିଂ ଗ୍ରାମ ରେ । ଯାହା ସୂଚନା ମିଳିଛି ଆଜି ସକାଳେ କମ୍ବେଶ୍ୱର ନାଳ ପାରି ହୋଇ ବିଲ କୁ ଧାନ ଫସଲ ଦେଖିବାକୁ ଯାଇଥିଲେ । କିନ୍ତୁ ସେ ନାଳ ପାରି ହେଉଥିବା ସମୟରେ ନାଳ ରେ ହିଁ ଭାସି ଯାଇଥିଲେ ।

ପାଣିରେ ବୁଡ଼ି ତାଙ୍କର ମୃ-ତ୍ୟୁ ଘ-ଟି-ଥିଲା । ମାତ୍ର ୬ ମାସ ତଳେ କମ୍ବେଶ୍ୱର ବିବାହ କରିଥିଲେ । ତାଙ୍କ ଅକାଳ ମୃ-ତ୍ୟୁ ରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି । ବର୍ତ୍ତମାନ କମ୍ବେଶ୍ୱର ଙ୍କ ପରିବାର ସଦସ୍ୟ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହି ଘଟଣା କୁ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *