Hi-Tech Hospital ର କଳା କାରନାମା ଆସିଲା ସାମ୍ନାକୁ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛି ଏହି ଝିଅଟି, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ଆଜି କାଲିର ଦୁନିଆରେ ଏପରି ସବୁ ଘଟଣା ଓ ଖବର ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ବହୁତ ଚର୍ଚାରେ ରହିଛି । ଏହି ଭିଡିଓଟି ହେଉଛି ଭୁବନେଶ୍ବର ସ୍ଥିତ ହାଇଟେକ ହସ୍ପିଟାଲର । ହାଇଟେକ ହସ୍ପିଟାଲ ନାମରେ ଏକ ଝିଅ ସାଂ-ଘା-ତି-କ ଅ-ଭି-ଯୋ-ଗ କରିଛି ।

ଆଜି ଆମେ ଆପଣ ମାନଙ୍କୁ ସେହି ସାଂ-ଘା-ତି-କ ଅ-ଭି-ଯୋ-ଗ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ ହାଇଟେକ ହସ୍ପିଟାଲ ଟଙ୍କା ପାଇଁ ଶ-ବ-କୁ ବନ୍ଧା ପକାଇଛି । ୩ ଦିନ ଧରି ରୋଗୀ ମ-ରି-ସା-ରି-ବା ସତ୍ବେ ମଧ୍ୟ ଘର ଲୋକଙ୍କୁ ହସ୍ତାନ୍ତର କରୁ ନାହାନ୍ତି ମୃ-ତ ଦେହ । ହାଇଟେକ ହସ୍ପିଟାଲ ସାମ୍ନାରେ ଏହି ପରିକା ଅ-ଭି-ଯୋ-ଗ ଦେଇଛନ୍ତି ଏକ ଝିଅ । ଝିଅଙ୍କର ବାପା ମ-ରି-ଯି-ବା ପରେ ମଧ୍ୟ ତାଙ୍କୁ ମେଡ଼ିସିନ ଆଣିବା ପାଇଁ କହିଥିଲେ ହସ୍ପିଟାଲ କର୍ତ୍ତୁରପକ୍ଷ ।

ଝିଅଙ୍କ ମତରେ-‘ ଆମେ ଗତ କାଲି ଠାରୁ ହସ୍ପିଟାଲ କର୍ମଚାରୀଙ୍କୁ କହୁଛୁ ରୋଗୀର ଆଖି ଖୋଲିବା ପାଇଁ ହେଲେ ସେମାନେ ଜାଣିଶୁଣି ଖୋଲି ନଥିଲେ । ହେଲେ ଆମେ ଜୋ-ର ଜ-ବ-ର-ଦ-ସ୍ତ ଯେତେବେଳେ ଆଖି ଖୋଲିଲୁ ସେତେବେଳେ ଆଖି ପ-ଶି ଯାଇଥିଲା । ଦେହ ପୁରା ପ-ଥ-ର ହୋଇଯାଇଛି । ଏହା ପରେ ଆମେ ପୋଲିସ ଡକାଇ ଥିଲୁ ସେତେବେଳେ ହସ୍ପିଟାଲର ଜଣେ ମ୍ୟାଡମ ସମସ୍ତଙ୍କୁ ବାହାର କରିଦେଲେ କେବଳ ଆମ ମାନଙ୍କୁ ଛା-ଡି ।

ଏହା ପରେ ଆଗକୁ ଝିଅ ଜଣକ କହିଲେ-‘ ପୋଲିସ ସେହି ସମୟରେ ବୁଝାବଣା କରିବା ପାଇଁ ଚେଷ୍ଟା କରିଥିଲେ । ମ୍ୟାଡମ ଏହି କଥାକୁ ଚ-ପେ-ଇ-ବା ପାଇଁ କହିଲେ, ତମେ ବିଲ ଦିଅ ନାହିଁ ଶ-ବ-କୁ ନେଇ ଯାଅ । ଗତ କିଛି ସମୟ ତଳେ ଆମେ ମେଡ଼ିସିନ ନେଇକି ଦେଇଥିଲୁ । ଆମର ଲୋକ ତ ମ-ରି-କି ମୁ-ର-ଦା ଘରକୁ ଗଲାଣି ହେଲେ ଏମାନେ ମେଡ଼ିସିନ ମଗାଉଛନ୍ତି ।

ସେମାନେ କହିଲା ପରେ ବି ଆମେ ୧୭୮୮ ଟଙ୍କାର ବିଲ ନେଇକି ଦେଇଛୁ । ଗରିବ ଲୋକ ମାନଙ୍କୁ ଏମାନେ ଲୁ-ଟୁ-ଛ-ନ୍ତି’ । ଝିଅ ବର୍ତ୍ତମାନ ତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି କହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯାହା ଦ୍ଵାରା ସମସ୍ତେ ସତର୍କ ହେଇ ପାରିବେ ଓ ଏହି ପରିବାରକୁ ନ୍ୟାୟ ମିଳି ପାରିବ । ଆଶା କରୁଛି ଆପଣ ମାନେ ନିଶ୍ଚୟ ଏଥିରେ ନିଜର ସହଯୋଗ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *