Majadar Jokes- ଚଉଠି ରାତିରେ, ସ୍ଵାମୀ କହିଲା ତମେ ଅଣ୍ଡରୱିୟର କାହିଁକି ପିନ୍ଧିନ ? ସ୍ତ୍ରୀ- କାରଣ ମୁ ମମି ଙ୍କୁ ପ୍ରମିଜ କରିଥିଲି…

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ନିଜ ବ୍ୟସ୍ତ ବହୁଳ ଜୀବନରେ ରହୁଛନ୍ତି । ମଣିଷ ଟଙ୍କା ରୋଜଗାର କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି ଯାହାଫଳରେ ସେମାନେ ନିଜ ମାନରୋଞ୍ଜନ ଉପରେ ଅଧିକ ଧ୍ୟାନ ଦେଇ ପାରୁ ନାହାନ୍ତି । ହେଲେ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ନିଜ ହସକୁ ରୋକି ପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଓଡିଆ ଜୋକ୍ସ ବିଷୟରେ ।

୧. ଜ୍ଵାଇଁ ନିଜ ଶାଶୁକୁ କହିଲା- ଆପଣଙ୍କ ଝିଅର କୌଣସି ଖାସ କଥା ନାହିଁ ।

ଶାଶୁ- ହଁ ପୁଅ ସେଥିପାଇଁ ତ ମୋ ଝିଅ ପାଇଁ କୌଣସି ଖାସ ବର ମିଳିଲା ନାହିଁ ।

୨. ଜଜ୍- ତମେ ପୋଲିସ ପକେଟରେ ନିଆଁ ଲାଗିଥିବା ମାଚିସ କାଠି କାହିଁକି ରଖିଲ ?

ପପୁ- ସେ ହିଁ କହିଥିଲେ ମୋତେ, ମୁକୁଳିବା ପାଇଁ ମୋ ପକେଟ ଗରମ କର । ସେଥିପାଇଁ ମୁ ତାଙ୍କ ପକେଟରେ ଜଳୁ ଥିବା ନିଆଁ ମାଚିସ କାଠି ରଖିଦେଲି ।

୩. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ମୁ ମୋ ବାପ ଘରକୁ ଚାଲି ଯିବି ଯେତେବେଳେ ତମେ ମୋତେ ଛାଡିବା ପାଇଁ ଆସିବ ।

ସ୍ଵାମୀ- ଠିକ ଅଛି ହେଲେ ପ୍ରମିସ କର ଘରକୁ ବି ତମେ ସେତେବେଳେ ଆସିବ ଯେତେବେଳେ ମୁ ତମକୁ ଆଣିବା ପାଇଁ ଯିବି ।

୪. ଶଶୁର ନିଜ ଜ୍ଵାଇଁଙ୍କୁ ପଚାରିଲା…

ଶଶୁର- ତମେ ମ-ଦ୍ୟ-ପା-ନ କର ହେଲେ କେବ କହି ନାହିଁ ?

ଜ୍ଵାଇଁ- ତମ ଝିଅ ମୋର ରକ୍ତ ପିଉଛି ତମେ କେବେ କହିଥିଲ ।

୫. ଥରେ ଗୋଟେ ବୁଢା ଗୋଟେ ବୁଢୀ ସହ ରାସ୍ତାରେ ଲାଗୁ ଥିଲା । ସେହି ସମୟରେ ବୁଢୀ ବୁଢାକୁ ଗାଳି ଦେବା ଆରମ୍ଭ କରିଲା । ସେତେବେଳେ ଗୋଟେ ଯୁବକ ସେହି ସ୍ଥାନ ଦେଇ ଯାଉଥିଲା ଓ ବୁଢାକୁ ପଚାରିଲା…

ଯୁବକ- କଣ ହେଇଛି ଜେଜେ

ଜେଜେ- କିଛି ହେଇନି ପୁଅ ପୁରୁଣା ଟ୍ରାନ୍ସଫର୍ମର ତ ଏବେ ଟିକେ ଚିଙ୍ଗରୀ ଛାଡୁଛି ।

୬. ଜଜ୍ ଅପରାଧୀକୁ ପଚାରିଲା…

ଜଜ୍- ତମେ କଣ କେବେ ଜେଲ ଯାଇଛ ?

ଅପରାଧୀ କାନ୍ଦି କାନ୍ଦି- ନାହିଁ ହୁଜୁର

ଜଜ୍- ତା ହେଲେ କାନ୍ଦୁଛ କାହିଁକି ଏବେ ମୁ ତମର ଜେଲ ଯିବା ଇଛାକୁ ପୂରଣ କରିଦେଉଛି ।

୭. ଡାକ୍ତର ରୋଗୀକୁ କହିଲା ସବୁଦିନ ୧୦ କିଲୋମିଟର ଚାଲ…

ଗୋଟେ ବର୍ଷ ପରେ ରୋଗୀ ଡାକ୍ତରକୁ କହିଲା- ଡାକ୍ତର ସାର ମୁ ଚାଲି ଚାଲି ଆଫଗାନିସ୍ତାନ ଆସି ଗଲିଣି ଏଠି ରହିବି ନା ଆଗକୁ ଯିବି ?

୮. ଶିକ୍ଷକ ଛୁଆ ମାନଙ୍କୁ ପଚାରିଲେ…

ଶିକ୍ଷକ- ସଂସାରର ସବୁଠାରୁ ପୁରୁଣା ଜୀବର ନାମ କଣ ?

ପପୁ- ଜେବ୍ରା

ଶିକ୍ଷକ- କେମିତି ?

ପପୁ- ଜେବ୍ରାର ରଙ୍ଗ ବ୍ଲାକ ଆଣ୍ଡ ୱ୍ହାଇଟ ଅଛି ନା ସେଥିପାଇଁ ।

୯. ଚଉଠି ରାତିରେ

ସ୍ଵାମୀ- ତମେ ଅଣ୍ଡରୱିୟର କାହିଁକି ପିନ୍ଧିନ ?

ସ୍ତ୍ରୀ- କାରଣ ମୁ ମମି ଙ୍କୁ ପ୍ରମିଜ କରିଥିଲି ଯେ, ମୁ କାହା ସାମ୍ନାରେ ମୋର ଅଣ୍ଡରୱିୟର ବାହାର କରିବି ନାହିଁ

Leave a Reply

Your email address will not be published. Required fields are marked *