ଝିଅମାନେ ନିଶ୍ଚୟ ଦେଖନ୍ତୁ ! କଳିଯୁଗରେ ଭାଇ…ବେଳେ ବେଳେ ଏମିତି ବି ହେଇଯାଏ ସମସ୍ତଙ୍କ ସାମ୍ନାରେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ସବୁ କିଛି କରିଥାନ୍ତି । ଏମିତିକି ଲୋକମାନେ ଭୁଲ କାମ କରିବାକୁ ପଛେଇ ନଥାନ୍ତି । ଲୋକମାନେ ବର୍ତ୍ତମାନ ଖାଦ୍ୟ ଜିନିଷରେ ଏତେ ଠକୁ ଛନ୍ତି ଯେ, ଆପଣ ମାନେ ଏହା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । କେତେକ ଲୋକ ଏହି ଲୋକ ମାନଙ୍କର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ସୋସିଆଲ ମିଡିଆରେ ଆମ ଖାଦ୍ୟ ସହ ଜଡିତ ବହୁତ ଭିଡିଓ ଭାଇରାଲ ହେଉଛି ହେଲେ ଆପଣ ମାନେ ସେହି ଖାଦ୍ୟର ପଛ କଥା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଖାଦ୍ୟ ଜନିତ ଭିଡିଓ ବିଷୟରେ କହିବୁ ଯେଉଁଠି ଲୋକମାନେ ଯାହା କରୁଛନ୍ତି ତାହାକୁ ଦେଖିଲେ ଆପଣ ମାନଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ବ୍ୟକ୍ତି ସବୁଜ ଶାଗକୁ ଏକ ନଳା ପାଣିରେ ସଫା କରୁଥିବାର ନଜର ଆସୁଛି । ସେହି ସବୁଜ ଶାଗକୁ ଯେଉଁ ମାନେ କିଣି ଖାଇଥିବେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କଣ ହୋଇଥିବ ଥରେ ଚିନ୍ତା କରନ୍ତୁ । ଏହି ଲୋକମାନେ ଟଙ୍କା ପାଇଁ ଲୋକ ମାନଙ୍କର ସ୍ୱାସ୍ଥ୍ୟକୁ ମଧ୍ୟ ଦେଖି ନଥାନ୍ତି ।

୨. ଆପଣ ମାନେ ବଜାରରେ ମିଳୁଥିବା ଜୁସ ନିଶ୍ଚୟ ପିଇ ଥିବେ । ଏହି ଜୁସ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ କିଛି ଲୋକ ଜୁସ ବନେଇବା ଥାଳିରେ ଚପଲ ପିନ୍ଧି ଜୁସ ବନାଉ ଥିବାର ନଜର ଆସୁଛନ୍ତି । ସେହି ଜୁସକୁ ସାଧାରଣ ଲୋକ ମାନେ ପିଉଥିବେ ହେଲେ ଜୁସ ପଛରେ ଥିବା ରହସ୍ୟ ବିଷୟରେ କେହି ଜାଣି ନାହାନ୍ତି ।

୩. ଆପଣ ମାନେ ସମସ୍ତେ ଗୁଡ ଖାଇଥିବେ । ଗୁଡ ଫାକ୍ଟରୀରୁ ବନା ହୋଇ ମାରକେଟରେ ବିକ୍ରି ହୋଇଥାଏ । ହେଲେ ସୋସିଆଲ ମିଡିଆରେ ଏହି ଗୁଡ ବନେଇବାର ଏକ ଏପରି ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ସେହି ଭିଡିଓ କିଛି ଲୋକ ଆଖୁ ରସ ବାହାର କରି ଏକ ପାତ୍ରରେ ରଖୁଛନ୍ତି । ସେହି ପାତ୍ରକୁ ଦେଖିବେ ଯଦି ଆପଣ ମାନେ ଗୁଡ ଖାଇବା ଛାଡି ଦେବେ ।

୪. ସାଧାରଣତଃ ମହିଳା ମାନେ ବଜାରରୁ ପନିପରିବା କିଣି ଥାନ୍ତି । ହେଲେ ଆପଣ ମାନେ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପନିପରିବା ଗୁଡିକୁ ତାଜା ଦେଖାଇବା ପାଇଁ ଲୋକମାନେ ପନିପରିବା ଉପରେ ରଙ୍ଗ ସ୍ପ୍ରେ କରନ୍ତି । ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସବୁ ଠକ ଲୋକଙ୍କ ଠାରୁ ବଞ୍ଚିକି ରୁହନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *