ପୁରୀରେ ଲୁଚିଥିଲା ଗୁଡୁ ମୁସଲିମ ! ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାରେ ୟୁପି ପ୍ରୟାଗରାଜର ଦୁର୍ଦ୍ଧାନ୍ତ ଅପରାଧୀ ଗୁଡ୍ଡୁ ମୁସ୍ଲିମ ଲୁଚିଥିଲା କି ! ତେବେ ସୂଚନା ମୁତାବିକ ଉତ୍ତରପ୍ରଦେଶର ଗିରଫଡାରୀ ଓ ଏନକାଉଣ୍ଟର ଭୟରେ ପୁରୀରେ ଗୁଡ୍ଡୁ ମୁସଲିମ ରହିଥିଲା ବୋଲି ସୂଚନା ମିଳିଛି । ତେବେ ଗଣ ମାଧ୍ୟମରେ ଏପରି କିଛି କଥାକୁ ନେଇ ଚର୍ଚା ଜୋର ଧରିବାରେ ଲାଗିଛି । ତେବେ ଉମେଶ ପାଲ ହ-ତ୍ୟା ମାମଲାରେ ଫେରାର ଥିବା ଗୁଡୁ ମୁସଲିମର ଲାଷ୍ଟ ଲୋକେସନ ପୁରୀରେ ଥିଲା ବୋଲି ଜଣା ପଡିଛି ।

ତେବେ ବହୁ ଚର୍ଚିତ ଉମେଶ ପାଲ ହ-ତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ ଉତ୍ତରପ୍ରଦେଶ ପୋଲିସର ଏନକାଉଣ୍ଟର ଭୟରେ ରାଜ୍ୟ ବାହାରେ ଲୁଚି ଘୁରି ବୁଲୁଛନ୍ତି । ତେବେ ସେହି ମାମଲାରେ ସମ୍ପୃକ୍ତ ଜଣେ ହେଉଛି ଗୁଡୁ ମୁସଲିମ । ତେବେ ଗୁଡୁ ମୁସଲିମ ମଧ୍ୟ ୟୁପି ପୋଲିସ ଭୟରେ ଫେରାର ହୋଇ ରାଜ୍ୟ ବାହାରେ ଏଣେତେଣେ ଘୁରି ବୁଲୁଛି । ପୁରୀକୁ ଆସିବା ପୂର୍ବରୁ ଲାଷ୍ଟ ଲୋକେସନର ଟ୍ରକ ଅନୁଯାଇ ଗୁଡୁ ମୁସଲିମ କର୍ଣ୍ଣାଟକରେ ରହିଥିଲା ।

ତେବେ ଅତିକ ମହମ୍ମଦର ଅତି ନିକଟତର ସହଯୋଗୀ ହେଉଛି ଗୁଡ୍ଡୁ ମୁସଲିମ । ହେଲେ ଚର୍ଚା ଅନୁଯାଇ ଗୁଡୁ କାହା ଲିଙ୍କରେ ସାହସ କରି ୟୁପି ପୋଲିସ ଠାରୁ ଲୁଚି ଓଡିଶାକୁ ପଳେଈଆସିଥିଲା । ହେଲେ ତଦନ୍ତକାରୀ ଟିମ ଏହି ଖବର ପାଇ ଓଡିଶାର ପୁରୀ ଠାରେ ପହଞ୍ଚିଲା ବେଳକୁ ଗୁଡୁ ପୁରୀରୁ ମଧ୍ୟ ଫେରାର ହୋଇ ଅନ୍ୟତ୍ର ପଳାଇଯାଇଥିଲା । ହେଲେ ପୁରୀର ଏସ୍ପି ଙ୍କକନଵର ବିଶାଳ ସିଂ ଙ୍କ କହିବା ଅନୁଯାଇ ଏପରି କିଛି ଖବର ଆମ ପାଖରେ ନାହିଁ ।

ଗୁଡୁ ମୁସଲିମ ଟେଣ୍ଡର ମାଫିଆ ଓ ଅଣ୍ଡରୱାର୍ଲ୍ଡର ଡନ୍ ମାନଙ୍କ ପାଇଁ କାମ କରୁଥିଲା । ବୋମା ତିଆରି ଓ ଫୋପାଡିବାରେ ମାଷ୍ଟ୍ରି ଯୋଗୁ କୁଖ୍ୟାତ ବମ୍ ବାଜ୍ ଗୁଡୁର ଆକ୍ଷା ତାକୁ ମିଳିଥିଲା । ତେବେ ଏପରି ଭାବରେ ନିଜ ନାମରେ କୁକ୍ଷାତ ପରିଚୟ ଯୋଡି ଉତ୍ତରପ୍ରଦେଶରେ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ସାଜିଥିବା ନାମ ହେଉଛି ଗୁଡ୍ଡୁ ମୁସଲିମ ।

ଯାହାକୁ ଧରିବା ପାଇଁ ୟୁପି ପୋଲିସ ଏକ ସ୍ଵତନ୍ତ୍ର ଟିମ  ପ୍ରସ୍ତୁତ କରିଛି । ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚା ଜୋର ଧରିଛି । ତେବେ ଗୁଡୁ ମୁସଲିମ କେବେ ଧରା ପଡିବ ଏହା ଦେଖିବା ଅପେକ୍ଷାରେ ରହିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *