Majadar Jokes- ପପୁ ମମ୍ମୀକୁ କହିଲା, କାଲି ପାପା କାମବାଲି ସହିତ ସୋଫା ଉପରେ ଶୁଆଇ…

ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ଯେକ ମଣିଷ ଟେନସନରେ ରହୁଛନ୍ତି ଓ ଏହା ଯୋଗୁଁ ଅନେକ ପ୍ରକାର ରୋଗ ମଧ୍ୟ ଘେରି ପକାଉଛି । ଡାକ୍ତରଙ୍କ ମତରେ ମଣିଷ ଭିତରୁ ଖୁସି ରହିଲେ ହିଁ ସୁସ୍ଥ ରହି ପାରିବ । ଆପଣ ଏହି ଲୋକକଥା ଟି ନିଶ୍ଚୟ ଶୁଣିଥିବେ କୁ, ‘laughter is the best medicine’ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ହସକଥା ନେଇ ଆସିଛୁ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆମର ବିଶ୍ବାସ ଯେ ଏହା ପଢିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

Joke-1

ଶିକ୍ଷକ: ଦୁନିଆରେ ସମୁଦାୟ କେତୋଟି ଦେଶ ଅଛି ?

ରାଜୁ: କେବଳ ଗୋଟିଏ ସାର, ଭାରତ ।

ଶିକ୍ଷକ: ତାହେଲେ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ପାକିସ୍ତାନ, ଜର୍ମାନୀ ଆଉ ଅନ୍ୟ ଦେଶ ଗୁଡିକ ?

ରାଜୁ: ସାର, ସେ ସବୁ ବିଦେଶ ଅଟେ ।

Joke-2

ଟିଚର- କାଲି ମୁଁ ଯାହା ପଢେଇଥିଲି ସବୁ ପଢିକି ଆସିଛ  ?

ତପୁ- ନା ଦିଦି…

ଟିଚର- କଣ ପାଇଁ ପଢିନ ?

ତପୁ- କାଲି ରାତିରେ ମୁଁ ଯେମିତି ପଢି ବସିଲି ଲାଇନ ପଳେଇଲା!!

ଟିଚର- ତାପରେ କଣ ଆଉ ଲାଇନ ଆସିଲାନି କି?

ତପୁ- ଆସିଥିଲା ଦିଦି, ହେଲେ ମୁଁ ଯେତେବେଳେ ପୁଣି ପଢି ବସିଲି ପୁଣି ଲାଇନ ପଳେଇଲା

ଟିଚର- ତାପରେ ପୁଣି ଆଉ ଲାଇନ ଆସିଲାନି କି?

ତପୁ- ଆସିଯାଇ ଥିଲା ଦିଦି, କିନ୍ତୁ ମୁଁ ଆଉଆ ଡରରେ ପଢିବାକୁ ବସିଲିନି, ଏତେ ଥର ଲାଇନ ଯିବା ଆସିବା ଚକ୍କରରେ ମୋ ଟ୍ଯୁବ ଲାଇଟ ଆଉ ନ ଜଳିଯାଉ…

Joke- 3

ବଣ୍ଟି ଦିନେ ପପୁକୁ ପଚାରିଲା:

ୟାର, କହିଲୁ ଦେଖି ସ୍କୁଲ ମେଲ ନା ଫିମେଲ

ପପୁ ଟିକେ ଭାବିକି କହିଲା-

ୟାର ମୁଁ ବି ନିଜେ ଆଜି ଯାଏ କନଫ୍ୟୁଜ ଅଛି,

କାହିଁକି ନା ସ୍କୁଲର ଘଣ୍ଟା ବି ଅଛି ଆଉ ପିରିୟଡ ବି…!

Joke-4

ସୋନୁର ସ୍ତ୍ରୀ ହସ୍ପିଟାଲରେ ଆଡମିଟ ଥିଲା

ଡାକ୍ତର- I’m sorry… ଆପଣଙ୍କ ସ୍ତ୍ରୀ ମାତ୍ର ଆଉ ଦୁଇ ଦିନର ମେହମାନ ।

ସୋନୁ- ଡାକ୍ତର ବାବୁ ଏଥିରେ ସରି କହିବାର କଣ ଅଛି…

ଦୁଇ ଦିନ ତ ଜମା ଆଉ, ଯେମିତି ସେମିତି କରିକି କାଟିଦେବି ଆଉ…!!

Joke-5

ସାଣ୍ଟା- ମୁଁ ତୁମକୁ ବାହା ହେବାକୁ ଚାହେଁ ।

ଯୁବତୀ- କିନ୍ତୁ ମୁଁ ତୁମଠୁ ବଡ ଅଟେ…

ପୁରା ଗୋଟେ ବର୍ଷ… ବଡ ଅଟେ ।

ସାଣ୍ଟା- କିଛି କଥା ନାଇ, ମୁଁ ଗୋଟେ ବର୍ଷ ପରେ ବାହା ହେଇଯିବି ।

Joke-6

ସାଣ୍ଟା- କେଉଁ କାଷ୍ଟ (ଜାତି) ର ଲୋକ

ସବୁଠୁ ଭଲ ନାଗରିକ ହୋଇଥାନ୍ତି ?

ବାଣ୍ଟା- ‘ବନିଏ’ (ବେପାରୀ)

ସାଣ୍ଟା- ଆଛା କେମିତି ?

ବାଣ୍ଟା- କାହିଁକି ନା ସବୁ ଜାଗାରେ ଲେଖା ହୋଇଥାଏ

“ଦେଶ୍ କେ ଅଛେ ନାଗରିକ୍ ବନିଏ, ଦେଶଭକ୍ତ ବନିଏ”

Joke-7

ପତି- ଦେଖ ଘର ମାଲିକ ଘରଭଡା ନେବାକୁ କବାଟ ଠକ ଠକ କରୁଛି,

ତାକୁ କହି ଦିଅ କି ମୁଁ ଘରେ ନାହିଁ

ପତ୍ନୀ- କିନ୍ତୁ ତୁମେ ତ କେବେ ମିଛ କୁହନି ?

ପତି- ହାଁ ସେଥିପାଇଁ ତ ତୋତେ ପଠାଉଛି…!!

Joke-8

ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….

ମମ୍ମୀ- ଏବେ ନୁହଁ ପୁଅ,

ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ

ପାପା ଆସିବା ମାତ୍ରେ

ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???

ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ

ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *