Indian Idol 12 ଜିତିବା ର ଶୁଭେଚ୍ଛା ଜଣାଇ Pawandeep ଙ୍କୁ ସିଙ୍ଗରମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, Arunita ଦେଲେ ସବୁଠୁ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଇଣ୍ଡିଆନ ଆଇଡଲ ସିଜନ ୧୨ ର ବିଜେତା ଘୋଷିତ ହୋଇଛନ୍ତି ପବନ ଦୀପ ରାଜନ । ସେ ଜିତିବା ପରେ ଅନେକ ଲୋକ ଖୁସି ମଧ୍ୟ ଅଛନ୍ତି । ଏହି ଖୁସି ର ସମୟରେ ଇଣ୍ଡିଆନ ର ସମସ୍ତ ପ୍ରତିଯୋଗୀ ପବନ ଙ୍କୁ ଅନେକ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କ ପାଇଁ ଗ୍ରାଣ୍ଡ ପାର୍ଟି ମଧ୍ୟ ଆୟୋଜନ କରିଥିଲେ । କେବଳ ଏତିକି ହିଁ ନୁହେଁ ପବନ ଦୀପ ଙ୍କୁ ଆଜି ଆମେ ଆପଣ ମାନଙ୍କୁ ପବନ ଦୀପ ଙ୍କୁ ମିଲଥିବା ସେହି ଗିଫ୍ଟ ଗୁଡ଼ିକ ସମ୍ବନ୍ଧରେ କହିବୁ ଯାହା ତାଙ୍କୁ ଏହି ସିଜନ ର ପ୍ରତିଯୋଗୀ ମାନଙ୍କ ଠାରୁ ମିଳିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅରୁଣୀତା କାଞ୍ଜିଲାଲ । ଅରୁଣୀତା ପବନ ଦୀପ ଙ୍କ ଜିତିବା ଖୁସି ରେ ତାଙ୍କୁ ଏକ ଅଡି କ୍ୟୁ ୭ କାର୍ ଗିଫ୍ଟ କରିଛନ୍ତି । ଯାହାର ଦାମ ୭୦ ଲକ୍ଷ ଟଙ୍କା ଅଟେ । ୨.ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସନ୍ମୁଖା ପ୍ରିୟା । ସନ୍ମୁଖା ପବନ ଙ୍କୁ ଏକ ପ୍ଲାଟିନମ୍ ର ବ୍ରେସଲେଟ ଏବଂ ମନୀଷ ମଲହୋତ୍ରା ଙ୍କ ଦ୍ଵାରା ଡିଜାଇନ ହୋଇଥିବା ଏକ ସୁଟ ଗିଫ୍ଟ କରିଛନ୍ତି । ଯାହାର ଦାମ ୪୦ ଲକ୍ଷ ଟଙ୍କା ଅଟେ ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ନିହାଲ । ନିହାଲ ପବନ ଙ୍କୁ ହ୍ୟାଣ୍ଡ ମେଡ ଟୋପି ଗିଫ୍ଟ କରିଛନ୍ତି । ଯେଭଳି ପବନ ସବୁବେଳେ ପିନ୍ଧନ୍ତି । ଏହାର ଦାମ ୧୦ ହଜାର ଟଙ୍କା ଅଟେ । ୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ମହମ୍ମଦ ଦାନିଶ । ଦାନିସ ପବନ ଙ୍କୁ ଏକ ଖାସ ଗିଫ୍ଟ ଦେଇଛନ୍ତି । ସେ ତାଙ୍କୁ ଏକ ଗୀଟାର୍ ଗିଫ୍ଟ କରିଛନ୍ତି । ଯାହାର ଦାମ ୧୫ ଲକ୍ଷ ଟଙ୍କା ଅଟେ । ୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ସାଏଲି କାମ୍ବଲେ । ସାଏଲି ପବନ ଙ୍କୁ ଜିତିବା ଖୁସି ରେ ଏକ ଗୋଲ୍ଡ ଚେନ୍ ଗିଫ୍ଟ କରିଛନ୍ତି । ଯାହାର ଦାମ ୫୦ ହଜାର ଟଙ୍କା ଅଟେ ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ସୱାଇ । ସେ ମଧ୍ୟ ପବନ ଙ୍କୁ ଏକ ୟୁନିକ ଗିଫ୍ଟ ଦେଇଛନ୍ତି । ସୱାଇ ପବନ ଙ୍କୁ ଏକ ରାଜସ୍ଥାନୀ ଟ୍ରାଡିସନାଲ ଡ୍ରେସ ଗିଫ୍ଟ କରିଛନ୍ତି । ଯାହାର ଦାମ ୧ ଲକ୍ଷ ଟଙ୍କା ଅଟେ । ୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଞ୍ଜଳି ଗାୟକ୍ୱାର୍ଡ । ସେ ପବନ ଦୀପ ଙ୍କୁ ଏକ ସନ୍ ଗ୍ଲାସ ଗିଫ୍ଟ କରିଛନ୍ତି । ଯାହାର ଦାମ ୨ଲକ୍ଷ ଟଙ୍କା ଅଟେ । ୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଆଶିଷ କୁଲକର୍ନି । ଆଶିଷ ପବନ ଙ୍କୁ ଜିତିବା ଖୁସି ରେ ନାଏକା ର ଜୋତା ଗିଫ୍ଟ କରିଛନ୍ତି । ଯାହାର ଦାମ ୨.୫ ଲକ୍ଷ ଟଙ୍କା ଅଟେ ।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ନଚିକେତ । ସେ ପବନ ଦୀପ ଙ୍କୁ ଏକ ପିଆନୋ ଗିଫ୍ଟ କରିଛନ୍ତି । ଯାହାର ଦାମ ୫ ଲକ୍ଷ ଟଙ୍କା ଅଟେ । ୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ସିରେସା । ସେ ପବନ ଙ୍କୁ ଜିତିବା ର ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କୁ ଏକ ପର୍ଫୟୁମ ସେଟ ଗିଫ୍ଟ କରିଥିଲେ । ଯାହାର ଦାମ ୫ ହଜାର ଟଙ୍କା ଅଟେ ।

୧୧. ଏହି ଲିଷ୍ଟ ର ଏକାଦଶ ସ୍ଥାନରେ ଅଛନ୍ତି ଅନୁଷ୍କା । ଅନୁଷ୍କା ପବନ ଙ୍କୁ ଏକ ଚକୋଲେଟ ବାସ୍କେଟ ଗିଫ୍ଟ କରିଥିଲେ । ଯେଉଁଥିରେ ବିଭିନ୍ନ ପ୍ରକାର ଚକୋଲେଟ ଥିଲା । ଏହାର ଦାମ ୧.୫ ଲକ୍ଷ ଟଙ୍କା ଅଟେ । ୧୨. ଏହି ଲିଷ୍ଟ ର ଦ୍ଵାଦଶ ସ୍ଥାନରେ ଅଛନ୍ତି ସାହିଲ ସୋଲାଙ୍କି । ସାହିଲ ପବନ ଙ୍କୁ ଜିତିବା ର ଶୁଭେଚ୍ଛା ଜଣାଇଥିଲେ ଏବଂ ଗିଫ୍ଟ ସ୍ୱରୂପ ଟିସଟ୍ ର ୱାଚ ଦେଇଥିଲେ । ଯାହାର ଦାମ ୧୫ ଲକ୍ଷ ଟଙ୍କା ଅଟେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *