Majadar Jokes- ଚାକରାଣୀ କହିଲା- ମୁଁ ଗର୍ଭବତୀ ଅଛି ମେମ ସାହାବ, ମତେ ଲମ୍ବା ଛୁଟି ଦରକାର, ଆଉ ତା’ ପରେ ….

ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ଯେକ ମଣିଷ ଟେନସନରେ ରହୁଛନ୍ତି ଓ ଏହା ଯୋଗୁଁ ଅନେକ ପ୍ରକାର ରୋଗ ମଧ୍ୟ ଘେରି ପକାଉଛି । ଡାକ୍ତରଙ୍କ ମତରେ ମଣିଷ ଭିତରୁ ଖୁସି ରହିଲେ ହିଁ ସୁସ୍ଥ ରହି ପାରିବ । ଆପଣ ଏହି ଲୋକକଥା ଟି ନିଶ୍ଚୟ ଶୁଣିଥିବେ କୁ, ‘laughter is the best medicine’ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ହସକଥା ନେଇ ଆସିଛୁ ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭାଇରାଲ ହେଉଛି । ଆମର ବିଶ୍ବାସ ଯେ ଏହା ପଢିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

Joke-1

ଆଜି ସ୍ତ୍ରୀ ବନେଇଥିବା ପନୀର ତରକାରୀ ରେ

ଖୁବ ଖୋଜିବା ପରେ ବି ପନୀର ମିଳୁ ନ ଥିଲା

ସାହାସ କରି ପଚାରିଲି ତ ସେ କହିଲା- 

ଚୁପଚାପ ଖାଅ, ତରକାରୀ ର ନାମ ହିଁ ହେଉଛି ‘ଖୋୟା ପନୀର’ !!

Joke-2

ପ୍ରେମିକ: (ରୋମାଣ୍ଟିକ ଅନ୍ଦାଜରେ)- ଜାନ୍ ଦେଖ,

ମୁଁ ତୁମ କେଶ ପାଇଁ କଣ ଆଣିଛି..!

ପ୍ରେମିକା: ସୋ ସ୍ଵୀଟ… କଣ ଆଣିଛ..?

ପ୍ରେମିକ: ଉକୁଣି ପାନିଆ..!

ଏହାପରେ ପ୍ରେମିକ ଉପରେ ହେଇଗଲା ଜୋରଦାର କୁଟଣା..!

Joke-3

ଜଣେ ମଦୁଆ ଢାବାକୁ ଯାଇ ପଚାରିଲା-

ଗରମ କଣ ଅଛି ?

ୱେଟର- ଚାଉମିନ

ମଦୁଆ- ଆଉ ଗରମ ?

ୱେଟର- ସୁପ୍

ମଦୁଆ- ଆଉ ଗରମ ?

ୱେଟର- ଗରମ ପାଣି

ମଦୁଆ- ଆଉ ଗରମ

ୱେଟର- ନିଆଁ ହୁଳା ଅଛି ବେ ଶଳା

ମଦୁଆ- ନେଇ ଆସ… ବିଡି ଜଳେଇବି ।

Joke-4

ବହୁତ କନଫ୍ଯୁଜନ ହେଉଛି…

ସାଣ୍ଟାର ନୂଆ ନୂଆ ବାହାଘର ହୋଇଥିଲା ଆଉ ସାଣ୍ଟା ବହୁତ କନଫ୍ଯୁଜନରେ ଥିଲା

ବାଣ୍ଟା ପଚାରିଲା କଣ ହେଇଛି ?

ସାଣ୍ଟା- ୟାର ମୋ ସ୍ତ୍ରୀ ର ସ୍ମାଇଲ ଦେଖିକି ମୁଁ କନଫ୍ଯୁଜ ହେଇ ଯାଉଛି

ବାଣ୍ଟା- କଣ ପାଇଁ ?

ସାଣ୍ଟା- ସେ ଯେତେବେଳ ବି ହସୁଛି, ଜଣା ପଡୁନି…

ହସି ହସି ଦେଖୁଛି କି ଦେଖିକି ହସୁଛି…

Joke-5

୧୨ ବର୍ଷ ପରେ ପତି ଜେଲ୍ ରୁ ବାହାରିଲେ

ମଇଳା ଲୋଚାକୋଚା ଡ୍ରେସରେ ବହୁତ ଥକିଲା ପରି ଘରେ ପହଞ୍ଚିଲା

ଘରେ ପହଞ୍ଚିବା ମାତ୍ରେ ସ୍ତ୍ରୀ ଚିଲେଇଲା-

‘କୁଆଡେ ବୁଲୁଥିଲା ଏତେ ସମୟ ?’

ତୁମେ ତ ୨ ଘଣ୍ଟା ହେଲା ଜେ-ଲ୍ ରୁ ବାହାରିଲଣି

ଏମିତି ଶୁଣି ପତି ଆଉ ଠାରେ ଜେ-ଲ୍ ପଳେଇଲା

Joke-6

ରୋଗୀ- ଡାକ୍ତର ବାବୁ ଚେକଅପ କରିବାର ଥିଲା…

ଡାକ୍ତର- କଣ ସମସ୍ଯା ଅଛି ?

ରୋଗୀ- ୨-୪ ଦିନରୁ ଲିଭରରେ ଟିକେ ବ୍ୟଥା ହେଉଛି

ଡାକ୍ତର- ମଦ ପିଅନ୍ତି ?

ରୋଗୀ- ହାଁ, କିନ୍ତୁ ଛୋଟ ପେଗ୍ ହିଁ ବନେଇବେ, ଏବେ ମୁଡ ନାହିଁ …!

Joke-7

ମନୋଜ- ବାପା ! ତୁମକୁ ଅନ୍ଧାରରେ ଡର ଲାଗେ ?

ବାପା- ନା ପୁଅ ।

ମନୋଜ- ବାଦଲ, ବିଜୁଳି ଆଉ କୋଳାହଳ ରେ ?

ବାପା- ବିଲକୁଲ ନାହିଁ ।

ମନୋଜ- ବାପା ଏହାର ମାନେ ହେଉଛି,

ତୁମେ ମମ୍ମିକୁ ଛାଡି ଆଉ କାହାକୁ ବି ଡରନି ।

Joke-8

କିଏ କହିଲା କି ପବନ ଫ୍ରି ରେ ମିଳୁଛି

ବାଃ… ବାଃ…

କିଏ କହିଲା କି ପବନ ଫ୍ରି ରେ ମିଳୁଛି

କେବେ ୧୦ ଟଙ୍କା ବାଲା ଚିପ୍ସ କିଣି ଦେଖ

ସେଥିରେ ୭ ଟଙ୍କାର ପବନ ଆଉ ୩ ତନକର ଚିପ୍ସ ରହିଛି…!

Joke-9

ପତ୍ନୀ ଗୋଟିଏ ସପ୍ତାହରୁ କୁକୁର କିଣିବାକୁ ଜିଦ୍ ଧରି ବସିଥିଲା !

ପତି ଅତିଷ୍ଠ ହୋଇ କହିଲା- ବୁଝି ପାରୁନି କୁ, ତୁମେ କୁକୁର ହିଁ କଣ ପାଇଁ କିଣିବାକୁ ଚାହୁଁଛ …?

ପତ୍ନୀ- କାହିଁକି ନା ଯେତେବେଳେ ତୁମେ ଅଫିସ ପଳେଇବ,

ମୋ ଆଗ ପଛରେ ଲାଙ୍ଗୁଡ ହଲେଇବା ବାଲା କିଏ ତ ରହିବା !!

Joke-10

ଚାକରାଣୀ କହିଲା- ମେମ ସାହାବ

ମୁଁ ଗର୍ଭବତୀ ଅଛି,

ମତେ ଲାମ୍ବା ଛୁଟି ଦରକାର

ମାଲିକାଣୀ- ଆରେ ! ବାଃ ବହୁତ ବଢିଆ

ଯାଆ…ଆଉ ନିଜ ଧ୍ୟାନ ରଖ

ଚାକରାଣୀ- ଧ୍ୟାନ ତ ତୁମେ ନିଜର ରଖ, ମେମ ସାହବ

ଆଜିକାଲି ସାହବ ଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *