ଏମିତି ଝିଅଙ୍କ ଠାରୁ ଟିକେ ରୁହନ୍ତୁ ସାବଧାନ୍, ନହେଲେ…ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ସାଧାରଣତ ଆପଣ ମାନେ ଜାଣିଥିବେ ଯେ, ଏହି ଦୁନିଆରେ ମୂର୍ଖ ବ୍ୟକ୍ତିଙ୍କର ଆଦୌ ଅଭାବ ରହିନାହିଁ । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏଭଳି ମୂର୍ଖ ଲୋକଙ୍କ ସମ୍ବନ୍ଧରେ ବିଶେଷ କଥା କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାଙ୍କ ସମ୍ବନ୍ଧରେ କିଛି ବିଶେଷ କଥା । ୧- ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଝିଅ ଜଣକ କାନରେ ଫୋନ ଧରି ସ୍କୁଟି ଉପରେ ବସି ଭୁଲ ରାସ୍ତାରେ ଚଲାଉଥିଲା । ହଟାତ ଏହି ବ୍ୟକ୍ତି ଜଣକ ଧ-କ୍କା ଲଗାଇବାରୁ ଅଳ୍ପକେ ବର୍ତ୍ତିଗଲେ ।

ମାତ୍ର ଓଲଟା ଝିଅଟି ବାଇକ ଚାଳକ ଜଣଙ୍କୁ ମଝି ଆଙ୍ଗୁଠି ଦେଖାଉଥିଲା । ଏହାର ବି-ରୋ-ଧ କରିବାରୁ ଝିଅଟି କୁହନ୍ତି, ଦେଖାଯାଊନାହିଁ ଫୋନ ରେ କଥା ହେଉଛି । ମାତ୍ର ଏହି ଝିଅର ଭୁଲ କିନ୍ତୁ ଓଲଟା ନାଲି ଆଖି ଦେଖାଇବାରେ ଲାଗିଲା । ଏହି ଝିଅଟି ହେଲମେଟ ମଧ୍ୟ ପିନ୍ଧିନଥିଲା ।

୨- ସେହିଭଳି ହୋଲିରେ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେଉଥିବା ଏକ ରିପୋର୍ଟର କୁ ହୋଲି ନି-ଶା-ରେ ଚୁ-ର ଥିବା ବ୍ୟକ୍ତି ମଜା ଚଖାଇ ଦେଲେ । ହୋଲି ରେ ରିପୋର୍ଟର ଜଣକ ପର୍ବ କୁ କିଭଳି ପାଳନ କରୁଛନ୍ତି ଦେଖାଉଥିବା ସମୟରେ ସେହି ସମୟରେ ଦୃତ ଗତିରେ ଏକ ଗାଡି ଜୋରସେ ମା-ଡି ଆସିଲା ଏବଂ ରିପୋର୍ଟର ଜଣଙ୍କୁ ତଳେ ପକାଇଦେଲା । ସୂଚନା ଯୋଗ୍ୟ ଯେ ସେହି ବ୍ୟକ୍ତି ଜଣଙ୍କ ନି-ଶା-ରେ ଗାଡି ଆଣି ଧ-କା ଲଗାଇଦେଲା ।

୩- ପ୍ରାଏ କିଛି ସମୟ ମଧ୍ୟରେ ସବୁକିଛି ବଦଳି ଯାଇଥାଏ, ଏହିଭଳି ଏକ ଘଟନା ଆମ୍ଭେ କହିବାକୁ ଯାଉଅଛୁ, ଏଥିରେ ଜଣେ ମୂର୍ଖ ଡ୍ରାଇଭର ର ମୂର୍ଖ ଚିନ୍ତାଧାରା କିଭଳି ତାହା ପରିଲକ୍ଷିତ ହୋଇଅଛି । ଏହି ଡ୍ରାଇଭର ଜଣକ ନିଜ ଟ୍ରକ କୁ କୌଣସି ଓଭର ପାସ ତଳେ ନେଇ ଯାଉଥାଏ, ମାତ୍ର ସେ ଭୁଲିଯାଇଥିଲା ସେ ଟ୍ରକ ର ଉଚ୍ଚତା କେତେ ଅଛି । ଏହି ଭୁଲ ଟି ସେହି ଗାଡି ଚାଳକ କୁ ବହୁତ ବଡ ବିପତ୍ତି ରେ ପକାଇଦେଲା । ତାହାର ସଂପୂର୍ଣ୍ଣ ଟ୍ରକ ଟି ଭାଙ୍ଗି ଚୂନା ହୋଇଗଲା ।

୪- ଆଜିକାଲି ସାଧାରଣ ଜନତା ମାନଙ୍କୁ ହେଲମେଟ ତଥା ୨ ରୁ ଅଧିକ ବ୍ୟକ୍ତି ଗାଡିରେ ବସି ଯିବାର ଅନୁମତି ଦିଆଜାଉନାହିଁ । ମାତ୍ର କିଛି ପୋଲିସ ଅଧିକାରୀ ନିଜେ ଏହି ନିୟମର ଉ-ଲଂ-ଘ-ନ କରୁଥିବାର ନଜର ଆସିଛନ୍ତି । ସେମାନେ ବିନା ହେଲମେଟ ରେ ଗାଡି ଚଳାଉ ଥିବାର ନଜର ଆସିଲେ । କିଛି ବ୍ୟକ୍ତି ଏହାର ବିରୋଧ କରିବାରି ସେମାନଙ୍କୁ ଧ-ମ-କ ଦେଇ ମା-ରି-ବା-କୁ ଉଠିଲେ । ବନ୍ଧୁଗଣ ଏହିସବୁ ବିଷୟ ସମ୍ବନ୍ଧରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ଲେଖାଟି କେବଳ ସଚେତନତା ପାଇଁ, କାହାର କାମକୁ ଅପମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ । ନିଜର ମତାମତ ଆମକୁ ଜଣେଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *