ସେନା ପୋଷାକ ପିନ୍ଧି ଭାରତୀୟ ସେନାଙ୍କ ସହିତ ଜାତୀୟ ସଙ୍ଗୀତ ଗାଇଲା 5 ବର୍ଷର କୁନି ଝିଅ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ, ଆମ ଭାରତ ମହାନ କାରଣ ଏଠାରେ ଅନେକ ପ୍ରକାରର ଲୋକେ ବସବାସ କରନ୍ତି । ଭାରତୀୟ ଏଭଳି ଅନେକ କଳା ମାନ ରହିଅଛି ଯାହା ଆପଣଙ୍କୁ ବେସ ପ୍ରଭାବିତ କରିବ । ଆଜି ଆମ୍ଭେ ସେହିଭଳି କିଛି ବିଶେଷ କଥା କହିବାକୁ ଯାଉଅଛୁ ଯାହା ସମ୍ବନ୍ଧରେ ଆପଣ ମାନେ ପ୍ରାଏ ଜାଣିନଥିବେ । ସ୍ଵାଧୀନତା ଦିବସ ଅବସରରେ ଦେଶଭକ୍ତି କୁ ନେଇ ଅନେକ କିଛି ପରିଲକ୍ଷିତ ହେଉଅଛି । ଏହା ଆମ୍ଭ ଆଧୁନିକ ଯୁଗର ମୋବାଇଲ ଫୋନ ମାଧ୍ୟମରେ ଆପଣ ମାନେ ଦେଖିପାରୁଥିବେ ।

ସେହିଭଳି ବର୍ତ୍ତମାନ ଏଭଳି ଏକ ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚା ର କାରଣ ପାଲଟି ଯାଇଅଛି । ସ୍ଵାଧୀନତା ଦିବସ ଅବସରରେ ଚର୍ଚ୍ଚାରେ ରହିଛନ୍ତି ୫ ବର୍ଷ ର ଶିଶୁ । ଏହି ଶିଶୁ ଟି ଜାତୀୟ ସଙ୍ଗୀତ ଗାଉଥିବାର ଦୃଶ୍ୟ ସମସ୍ତଙ୍କୁ ମୋହିତ କରିଦେଇଛି । ଏହି ଶିଶୁ ଠାରୁ ଜାତୀୟ ସଙ୍ଗୀତ ଶୁଣିବ ପରେ ଆପେ ଆପେ ଲୋମ ଟାଙ୍କୁରି ଉଠୁଛି । ଏହି ଶିଶୁ ଟିକୁ ବର୍ତ୍ତମାନ ବହୁତ ଲୋକେ ପ୍ରଶଂସା କରୁଛନ୍ତି ।

ସେମାନେ ଶିଶୁଟିକୁ ବାରମ୍ବାର ଭି-ଡି-ଓ ମାଧ୍ୟମରେ ଦେଖିବାକୁ ଲାଗିଛନ୍ତି । ଏହି ୫ ବର୍ଷୀୟ ଶିଶୁ ଙ୍କ ନାମ ହେଉଛି “ଏଷ୍ଟର ଇନାମତେ” । ଏଷ୍ଟର ଙ୍କ ବୟସ ମାତ୍ର ୫ ବର୍ଷ ହୋଇଥିବା ବେଳେ ତାଙ୍କ ମୁଖରୁ ଏଭଳି ଭାବେ ଜାତୀୟ ସଙ୍ଗୀତ ସତରେ ମନକୁ ମୁଗ୍ଧ କରିଦେବା ଭଳି ଦୃଶ୍ୟ । ଶିଶୁଟିକୁ ବର୍ତ୍ତମାନ ଚାରିଆଡୁ ଲୋକେ ପ୍ରଶଂସା କରିଛନ୍ତି । ଏଷ୍ଟର ମଣିପୁର ରେ ତାଙ୍କ ବାପା ତଥା ମା’ ଙ୍କ ସହିତ ବାସ କରନ୍ତି ।

ଏଷ୍ଟର ଦେଶର ଯବାନ ଆସାମ ରାଇଫଲ୍ସ ଙ୍କ ସହିତ ମିଶି ଜାତୀୟ ସଙ୍ଗୀତ ଗାନ କରିଥିଲେ । ବର୍ତ୍ତମାନ ଏହା ଏଭଳି ଭାବରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ଯେ 12 ଲକ୍ଷରୁ ଅଧିକ ଲୋକେ ବର୍ତ୍ତମାନ ଏହି ଭି-ଡି-ଓ କୁ ସୋ-ସି-ଆ-ଲ ମି-ଡି-ଆ ରେ ଦେଖି ସାରିଲେଣି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *