ମାଲିକାଣୀର ମୃତ୍ୟୁ ରହସ୍ୟ କହିଲା ଶୁଆ ! 9 ବର୍ଷ ପୂର୍ବରୁ ମାଇଁ ସହ କଣ କରିଥିଲା ଭଣଜା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୁଆ କହିଲା ହତୟଆ ରହସ୍ୟ !  ତେବେ ଏହି ଘଟଣାକୁ ଦୀର୍ଘ ୯ ବର୍ଷ ବିତିଯାଇଛି । ତେବେ ଏବେ ଏବେ ଦୋଷୀ ଉପରେ ତଦନ୍ତ କରି  ଏହି ମାମଲାରେ ପୋଲିସ ଦୋ-ଷୀ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନେଇଛି । ତେବେ ଜଣେ ଖବର କାଗଜର ସମ୍ପାଦକ ବିଜୟ ଶର୍ମା ତାଙ୍କ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ । ହେଲେ ତାଙ୍କ ଘରେ ତାଙ୍କ ଧର୍ମପତ୍ନୀ ନିଲମ ଏକୁଟିଆ ଥିଲା ।

ତେବେ ସେହି ସମୟର ସୁଯୋଗ ନେଇ କିଛି ଦୁର୍ବୁତ୍ତ ବିଜୟ  ଶର୍ମାଙ୍କ ଘରେ ପଶିଯାଇଥିଲେ । ଏହା ସହ ତାଙ୍କ ସ୍ତ୍ରୀଙ୍କୁ akramana କରିଥିଲେ । ତେବେ ନିଲାମକୁ akramana କରିବା ସମୟରେ ତାଙ୍କ ଘରର ପୋଷା କୁକୁର ନିଜ ମାଲିକାଣୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା । ତାପରେ ଦୁର୍ବୁତ୍ତଙ୍କ akramanaରେ ବିଜୟ ଶର୍ମାଙ୍କ ସ୍ତ୍ରୀ ଓ ତାଙ୍କ ପୋଷା କୁକୁରର ମଧ୍ୟ ପରଲୋକ ଘଟିଥିଲା । ଖାଲି ସେତିକି ନୁହେଁ ବଂର ଦୁର୍ବୁତ୍ତ ମାନେ ଘରୁ ଲୁଟ ମଧ୍ୟ କରି ସବୁ କିଛି ଚୋରୀ କରି ନେଇଯାଇଥିଲେ ।

ହେଲେ ବିଜୟ ଶର୍ମା ଘରେ ପହଞ୍ଚି ଦେଖିଲା ବେଳକୁ ଏତେ ବଡ ଅଘଟଣ ଘଟି ଯାଇଥିଲା । ହେଲେ ଏପରି କାଣ୍ଡ କିଏ ଘଟାଇଛି ବୋଲି କେହି ଜାଣି ପାରି ନଥିବାରୁ ଘଟଣାକୁ ଏତେ ବର୍ଷ ବିତିଯାଇଥିଲେ । ମଧ୍ୟ mruta ନୀଲମଙ୍କୁ ନ୍ୟାୟ ମିଳିପାରି ନଥିଲା କି ଦୋ-ଷୀ-କୁ ମଧ୍ୟ danda ମିଳିନଥିଲା । ହେଲେ ଏହି ସବୁ ଘଟଣା ବିଜୟ ଶର୍ମାଙ୍କ ଘରେ ରହୁଥିବା ପାଳିତ ଶୁଆ ଯାହାର ନାମ ରାଜା ସେ ଦେଖିଥିଲା ।

ହେଲେ ଶୁଆ ବହୁ ବାର ଦୋଷୀର ନାମ କହିବା ସହ ବହୁତ କିଛି ଇଙ୍ଗିତ ମଧ୍ୟ କରୁଥିଲା । ହେଲେ ଘର ଲୋକେ ଏହି ବିଷୟରେ ପ୍ରଥମେ ପ୍ରଥମେ ଜାଣି ପାରୁନଥିଲେ । ତାପରେ ଶୁଆର ବ୍ୟବହାର ଓ ବାରମ୍ବାର ଶୁଆ ମୁହଁରେ ଆଶୁତୋଷର ନାମ ଶୁଣିକି ପରିବାର ଲୋକେ ସନ୍ଦେହ କରିବାକୁ ଲାଗିଥିଲେ । ତେବେ ପ୍ରକୃତ ଦୋ-ଷୀ ଜଣଙ୍କ ହେଉଛନ୍ତି ସେହି ଘରର ଭଣଜା ଆଶୁତୋଷ । ଯାହାକୁ କେବଳ ଶୁଆ ହିଁ ଜାଣିଥିଲା ।

ତାପରେ ଏହି ବିଷୟରେ ପୋଲିସଙ୍କୁ ବିଜୟ ଶର୍ମାଙ୍କ ଘର ଲୋକେ ପୋଲିସକୁ ଅବଗତ କରାଇଥିଲେ । ତେବେ ପୋଲିସ ଦୋ-ଷୀ ଭଣଜା ଆଶୁତୋଷକୁ ମାଇଁକୁ mariba କଥା ପଚାରିବା ସହ ତା ଉପରେ ଅଧିକରୁ ଅଧିକ ତଦନ୍ତ କରିବା ଆରମ୍ଭ କରିଦେଇଥିଲେ । ଏହି ଘଟଣାର ଦୀର୍ଘ ୯ ବର୍ଷ ପରେ କେଶର ଶୁଣାଣୀ ହୋଇ ଦୋ-ଷୀ-କୁ ଆଜୀବନ କାରାdanda ଶୁଣା ଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *