ନିଶା ମହାରଣା ପାଇଁ ଯାତ୍ରା ବନ୍ଦ ! ନିଶା ମହାରଣା ଆଇଟମ ଡ୍ୟାନ୍ସ ପାଇଁ ହାଇଡ୍ରାମା, କହିଲେ ‘ଯଦି ନିଶା ମହାରଣା ନାଚିବ ତ ଆମେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଇଟମ ଗାର୍ଲ ନିଶା ମହାରଣାଙ୍କ ଆଇଟମ ଡାନ୍ସ ପାଇଁ ଦେଖିବାକୁ ମିଳିଛି ହାଇଡ୍ରାମା ! କଳାକାର ରାଗିଲେ ନିଶା ମହାରଣା ସ୍ଟେଜରେ ଚଢିଲେ ଆମେ ଚଢିବୁ ନାହିଁ । ତେବେ ଏପରି କିଛି ଦୃଶ୍ୟ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି । ଯେଉଁଠାରେ ରାଜଧାନୀ ଅପେରାର କଳାକାର ମାନେ ସଂଗଠିତ ହୋଇ ନିଶା ମହାରଣାଙ୍କର ଆଇଟମ ଡାନ୍ସକୁ ପ୍ରତିବାଦ କରିଛନ୍ତି ।

ଏହା ସହିତ ଏପରି ରୋକଠୋକ ମନ୍ତବ୍ୟ ଦେଇ କହିଛନ୍ତି, ଏହା କି ଯେ ଯଦି ନିଶା ମହାରଣାଙ୍କୁ ସ୍ଟେଜ ଉପରେ ଆଇଟମ ଡାନ୍ସ କରିବାର ସୁଯୋଗ ଦିଆଯାଏ । ତେବେ ଆମେ ରାଜଧାନୀ ଅପେରାର କଳାକାର ଯେଉଁମାନେ ଏଠାରେ ଅଛୁ । ସେମାନେ କେହି ମଧ୍ୟ ଯାତ୍ରାରେ ନିଜର କଳା ପଦର୍ଶନ କରି ଅଭିନୟ କରିବେ ନାହିଁ । ତେବେ ରାଜଧାନୀ ଅପେରାର କମେଡି କଳାକାର ଦୟାନିଧିଙ୍କ କହିବା ଅନୁସାରେ ଆମେ ରାଜଧାନୀ ଅପେରାରେ ଅଭିନୟ କରୁଛୁ ।

ରାଜଧାନୀ ଅପେରାରେ ଆଜି ଯେଉଁ ଯାତ୍ରାଟି ପରିବେଷଣ କରାଯାଇଥାନ୍ତା । ସେଥିରେ ପ୍ରଥମେ ଆଇଟମ ସଙ୍ଗରେ ଆଇଟମ ଡାନ୍ସ କରିବା ପାଇଁ ନିଶା ମହାରଣାଙ୍କୁ ଆମନ୍ତ୍ରଣ କରାଯାଇଅଛି ବୋଲି ଆମେ ସବୁ ଶୁଣିବାକୁ ପାଇଛୁ । ଆଜି ରାତିରେ ଯେଉଁ ଯାତ୍ରା ସୋ’ କରାଯିବ । ତାହା ପୂର୍ବରୁ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଯାହା ହେଲେ ବି ଆଜି ଅଣାଯିବ ବୋଲି କମିଟି ତରଫରୁ କୁହାଯାଉଅଛି ।  ତେବେ ସତରେ ଯଦି ନିଶା ମହାରଣା ସ୍ଟେଜ ଉପରକୁ ଆସନ୍ତି ।

ଆମେ ରାଜଧାନୀ ଅପେରାର କଳାକାର ମାନେ ଏକଜୁଟ ହୋଇ କହୁଛୁ । ଯେ ଆମେ ଯାତ୍ରାରେ ଅଭିନୟ କରିବୁ ନାହିଁ । ସେଥିପାଇଁ ଆମେ ଯାତ୍ରା ରାଜଧାନୀ ଅପେରାର କଳାକାର ମାନେ ଯାତ୍ରା କମିଟି ଲୋକଙ୍କୁ ଏଠାରେ ସ୍ପଷ୍ଠ ଭାବରେ କହି ରଖିବା ପାଇଁ ଚାହୁଁଛୁ । ଏହା କି ଯେ ଯେଉଁ ସବୁ ଆଇଟମ ଡାନ୍ସର ମାନଙ୍କ ପାଇଁ ଆମ ଯାତ୍ରା ପାର୍ଟି ବଦନାମ ହେଉଛି ।

ସେହି ସବୁ ଆଇଟମ ଗାର୍ଲ ମାନଙ୍କୁ ସ୍ଟେଜ ଉପରେ ନୃତ୍ୟ ପଦର୍ଶନ କରିବାର ସୁଯୋଗ ନଦିଆଯିବ ଦରକାର । ଯଦି ସେମାନେ ଆସି ଆଇଟମ ଡାନ୍ସ କରିବେ । ତେବେ ସେମାନେ ଡାନ୍ସ କରନ୍ତୁ, ହେଲେ ଆମେ ଯାତ୍ରା କଳାକାର ମାନେ ଅଭିନୟ କରିବୁ ନାହିଁ ବୋଲି ରାଜଧାନୀ ଅପେରାର କଳାକାର ମାନଙ୍କର ମତ ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *