Sadhu Vani-ଘରର କେଉଁ ସ୍ଥାନରେ ଦର୍ପଣ ଲଗାଇବା ଉଚିତ ! ଘରର ଅଭାବ, ଅନାଟନ ଦୂର ହୋଇ ସୁଖ ସମୃଦ୍ଧି ମାଡିଆସେ…

1-ଘର ସାମ୍ନାରେ ମୁରୁଜରେ ଲକ୍ଷ୍ମୀଙ୍କ ପାଦ ଚିହ୍ନ ଆଂକିବା ଉଚିତ । ଏହାଦ୍ବାରା ଘର ଉପରେ କାହାର କୁଦ୍ରୁଷ୍ଟି ପଡିପାରିନଥାଏ । 2-ଘରର ମୁଖ୍ୟ ଦ୍ଵାରରେ କଳାଘୋଡାର ନାଲ ଲଗାଇବା ଉଚିତ । ଏହା ଦ୍ଵାରା ଘର ଉପରେ ଥିବା ଅଶୁଭ ଦ୍ରୁଷ୍ଟି ଦୂର ହୋଇଥାଏ । 3-ଶନିବାର ଦିନ ଘର, ଦୋକାନ କିମ୍ବା ଅଫିସ ସାମ୍ନାରେ ଲେମ୍ବୁ ଓ 7 ଟି ଲଙ୍କା ଝୁଲାଇ ରଖନ୍ତୁ । ସେହି ସ୍ଥାନରୁ ନକରାତ୍ମକତା ଶକ୍ତି ଦୂର ହେବା ସହ ସ୍ଥାନରେ ଉନ୍ନତି ହୋଇଥାଏ ।

4-ଘର ଉପରେ ଯଦି ଓସ୍ତ ଗଛ ଉଠିଥାଏ । ତେବେ ରବିବାର ଦିନ ତାହାକୁ ପୂଜା କରି ଉପାଡି ଅନ୍ୟ କୌଣସି ଏକ ଉଦ୍ୟାନରେ ଲଗେଇ ଦିଅନ୍ତୁ । ଏହା ଆପଣଙ୍କ ଘର ପାଇଁ ମଙ୍ଗଳକାରୀ ହୋଇଥାଏ । 5-ବାମପଟ ମାଡି ଷୋଊଥିବା ଲୋକମାନେ ଆତ୍ମବିଶ୍ଵଶୀ ହୋଇଥାନ୍ତି । ନିଜ କାର୍ଯ୍ୟକୁ ସିକ୍ରେଟ ଭାବେ କରିବା ସହ ସେହି ସବୁ କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ମଧ୍ୟ ପାଇପାରିଥାନ୍ତି ।

6-ଘୋଡାଇ ହୋଇ ଶୋଇବାକୁ ପସନ୍ଦ କରୁଥିବା ଲୋକମାନେ ଲାଜକୁରା ସ୍ଵଭାବର ହୋଇଥାନ୍ତି । ଏଥିସହ ବହୁତ ଭୟାଳୁ ମଧ୍ୟ ହୋଇଥାନ୍ତି । 7-ଚିତ ହୋଇ ଷୋଊଥିବା ଲୋକମାନେ ଆତ୍ମବିଶ୍ଵାଶୀ ହେବା ସହ ସବୁ ସମସ୍ଯାର ସମାଧାନ କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିଥାନ୍ତି । 8-ବୁଧବାର ଦିନ ଘର ଭିତରେ ଓ ବାହାରେ ଗଙ୍ଗାଜଳ ସିଂଚନ କରିବା ଉଚିତ । ଏହାଦ୍ବାରା ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।

9-ବୁଧବାର ଦିନ ଗଣେଶ ପ୍ରଭୁଙ୍କୁ ଗୁଡ ଓ ଘିଅ ଜାତୀୟ ଜିନିଷ ଭୋଗ ଲଗାଇବା ଦ୍ଵାରା ମା’ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ । 10-ନିୟମିତ ଭାବେ ବୁଧବାର ଦିନ ଗାଈକୁ ଘାସ ଖୁଆନ୍ତୁ । ଏପରି କରିବା ଦ୍ଵାରା ଜୀବନରେ ଆସୁଥିବା ବିଭିନ୍ନ ସମସ୍ଯା ବହୁତ ଶୀଘ୍ର ଜୀବନରୁ ଦୂରେଇ ଯାଇଥାଏ । 11-ଭଙ୍ଗାଖଟରେ ଶୋଇବା ଦ୍ଵାରା ଅଶୁଭ ହୋଇଥାଏ । 12-ଅଇଁଠା ହୋଇ ବା ଉଲଗ୍ନ ହୋଇ ଶୋଇବା ଅନୁଚିତ । ଏହା ଅଶୁଭ ହୋଇଥାଏ ।

13-ଓଦା ପାଦ ନୁହେଁ, ବଂର ଗୋଡହାତ ଧୋଇ ତାହାକୁ ଭଲ ଭାବେ ପୋଛି କରି ଶୋଇବା ଦ୍ଵାରା ବ୍ୟକ୍ତିର ମଙ୍ଗଳ ହୋଇଥାଏ । 14-ଶୋଇଥିବା କୌଣସି ବ୍ୟକ୍ତିଙ୍କୁ ଅଚାନକ ଭାବେ ଡାକି ଉଠାଇବା ଅନୁଚିତ । 15-ମଥାରେ କୌଣସି ତିଳକ ବା ମୁହଁରେ କୌଣସି ରଙ୍ଗ ଲଗାଇ ଶୋଇବାକୁ ଅଶୁଭ କୁହାଯାଇଥାଏ । 16-ସ୍ଵାମୀଙ୍କ ତକିଆ ତଳେ ରାତିରେ କର୍ପୁର ରଖି ସକାଳୁ ଜଳାଇ ଦେବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହୋଇଥାଏ ।

17-ସକାଳ ସମୟରେ ଗୁରୁଜନ ମାନଙ୍କୁ ପ୍ରଣାମ କରିବା ଦ୍ଵାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ । 18-ମନିପର୍ସରେ ରଖୁଥିବା କୌଣସି ଏକ ନୋଟରେ ଚନ୍ଦନ ଲଗାଇ ରଖନ୍ତୁ, ଶୁଭ ହୋଇଥାଏ । 19-ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଦର୍ପଣ ଲଗାଇବା ଉଚିତ । 20- ଶୋଇବା ଘରର କବାଟ ସାମ୍ନାରେ ଦର୍ପଣ ଲଗାଇବା ଉଚିତ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ବଢିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *