ସ୍ତ୍ରୀଙ୍କୁ ନିଜର ଏହି ଅଙ୍ଗ ଭୁଲରେ ବି ଦେଖେଇବେ ନାହିଁ, ନହେଲେ ସାରା ଜୀବନ କାନ୍ଦି କାନ୍ଦି ମରିବେ- Chanakya NIti

ବନ୍ଧୁଗଣ ଆଜିଆମେ ସ୍ଵାମୀ ମାନଙ୍କର ଏପରି ଏକ ଅଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହାକୁ ଭୁଲ ସେ ମଧ୍ୟ ସ୍ଵାମୀ ମାନେ କୌଣସି ମହିଳାକୁ ଦେଖାଇବା ଉଚିତ ନୁହେଁ । ଯଦି ସେମାନେ ନିଜର ଏହି ଅଙ୍ଗକୁ ଦେଖାଇଥାନ୍ତି ତା ହେଲେ ଆଗାମୀ ଜୀବନରେ ପୁରୁଷକୁ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡିପାରେ । ଏହା ସହିତ ବନ୍ଧୁଗଣ ପୁରୁଷକୁ ଜୀବନ ସାରା ଦୁଃଖ ସହ୍ୟ କରିବାକୁ ମଧ୍ୟ ପଡିପାରେ । ହେଲେ ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କର କେଉଞ୍ଜ ଅଙ୍ଗ ବଡ ଥିଲେ ସେମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।

ବନ୍ଧୁଗଣ ହିନ୍ଦୁଧର୍ମରେ ସ୍ତ୍ରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ତେଣୁ ଯେଉଁ ଘରେ ସ୍ତ୍ରୀ ମାନଙ୍କୁ ସ୍ନେହ ଆଦର କରାଯାଇଥାଏ ସେଝି ଘରେ ଦେବୀ ଦେବତା ମାନଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ । ଜଣେ ସ୍ତ୍ରୀ ତାର ସ୍ଵାମୀ ଓ ତାର ଘର ପାଇଁ ଭାଗ୍ୟଶାଳୀ ଅଛି ନା ନାହିଁ ତାର କିଛି ଅଙ୍ଗ ଦେଖିଲେ ଜାଣି ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କର ଏହି ଅଙ୍ଗ ବିଷୟରେ ।

ଲମ୍ବା ବେକ- ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ମାନଙ୍କର ଅଙ୍ଗ ଲମ୍ବା ହୋଇଥାଏ ସେମାନେ ନିଜ ସ୍ଵାମୀ ଓ ନିଜ ଶାଶୁ ଘର ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ଘର ପରିବାର ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ଏହି ସ୍ତ୍ରୀ ମାନଙ୍କ ପାଇଁ ସେମାନଙ୍କ ସ୍ଵାମୀ ନିଜ ଜୀବନରେ ବହୁତ ଉନ୍ନତି ପ୍ରାପ୍ତ କରିଥାନ୍ତି ।

ଲମ୍ବା କାନ- ବନ୍ଧୁଗଣ ଯେଉଁ ସ୍ତ୍ରୀ ମାନଙ୍କର କାନ ସାମାନ୍ଯ ଆକାରରୁ ଲମ୍ବା ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନଙ୍କର ଆୟୁ ମଧ୍ୟ ବହୁତ ଅଧିକ ହୋଇଥାଏ । ଏମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ସୁଖ ସମୃଦ୍ଧି ଓ ଉନ୍ନତି ନେଇ ଆସିଥାନ୍ତ । ବନ୍ଧୁଗଣ ଏହି ସ୍ତ୍ରୀ ମାନେ ଭାଗ୍ୟଶାଳୀ ହେବା ସହ ଗୁଣବାନ ମଧ୍ୟ ହୋଇଥାନ୍ତି ।

ଲମ୍ବା କେସ- ବନ୍ଧୁଗଣ ଯେଉଁ ସ୍ତ୍ରୀ ମାନଙ୍କର କେସ ଲମ୍ବା ହୋଇଥାଏ ସେମାନେ ସୁନ୍ଦର ହେବ ସହିତ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ନିଜ ସ୍ଵାମୀ ଓ ନିଜ ଘର ଲୋକଙ୍କର ବହୁତ ଧ୍ୟାନ ରଖିଥାନ୍ତି । ଏହି ସ୍ତ୍ରୀ ଘରକୁ ସ୍ଵର୍ଗରେ ପରିଣତ କରିଥାନ୍ତି । ହିନ୍ଦୁଧର୍ମରେ ଦେବୀ ମାନଙ୍କର କେସ ମଧ୍ୟ ଲମ୍ବା ହୋଇଥାଏ କାରଣ କେସ ଲମ୍ବା ହେବାର ସଙ୍କେତ ହେଉଛି ଶୁଭତା ଓ ଭାଗ୍ୟଶାଳୀର ସଙ୍କେତ ।

ମୋଟା ଜଙ୍ଘ- ବନ୍ଧୁଗଣ ଯେଉଁ ସ୍ତ୍ରୀ ମାନଙ୍କର ଜଙ୍ଘ ମାଂସାଳ ବା ମୋଟା ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ନିଜ ଘର ପରିବାର ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ଏହି ସ୍ତ୍ରୀ ମାନେ ନିଜ ସ୍ଵାମୀ ଓ ନିଜ ପରିବାର ଲୋକଙ୍କର ବହୁତ ଧ୍ୟାନ ରଖିଥାନ୍ତି ।

ଲମ୍ବା ପାଦ- ବନ୍ଧୁଗଣ ଯେଉଁ ସ୍ତ୍ରୀ ମାନଙ୍କର ପାଦ ଲମ୍ବା ହୋଇଥାଏ ସେମାନେ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି । ବନ୍ଧୁଗଣ ଏହି ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ସଫଳତା ଓ ଉନ୍ନତି ନେଇ ଆସିଥାନ୍ତି । ଏମାନେ ଆସିବା ପରେ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଯାଇଥାଏ ।

ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ପୁରୁଷ ମାନଙ୍କର ସେହି ଅଙ୍ଗ ବିଷୟରେ ଯାହାକୁ ସେମାନେ ମହିଳା ମାନଙ୍କୁ ଦେଖାଇବା ଉଚିତ ନୁହେଁ  । ବନ୍ଧୁଗଣ ଶୁକ୍ରାଚାର୍ଯ୍ଯ ହେଉଛନ୍ତି ଜଣେ ମହାନ ଜ୍ଞାନୀ ତାଙ୍କ ଜ୍ଞାନରୁ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ଦେବତା କରି ଦେଇଥିଲେ । ଶୁକ୍ରାଚାର୍ଯ୍ଯ ଙ୍କ ମତରେ କେବେହେଲେ ପୁରୁଷକୁ ନିଜ ଛାତି ଓ ନିଜ ଜଙ୍ଘକୁ କୌଣସି ମହିଳାକୁ ଦେଖାଇବା ଉଚିତ ନୁହେଁ । କାରଣ ଛାତି ବିରତାର ପ୍ରତୀକ ହୋଇଥାଏ ଓ ଜଙ୍ଘ ସତୃସଂହାର କରିବାର ପ୍ରତୀକ । ଯଦି ଆପଣ କୌଣସି ମହିଳାକୁ ନିଜ ଛାତି ଓ ନିଜ ଜଙ୍ଘର ପଦର୍ଶନ କରାଇବେ ତା ହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ । ଯାହାଫଳରେ ଆପଣଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *