Vastu Shastra- ମହିଳାଙ୍କର ଏହି ଗୁଣ ପୁରା ଘରକୁ କରିଦିଏ ବର୍ବାଦ, ସ୍ଵାମିକୁ କରିଦିଏ ଭିକାରୀ

ବନ୍ଧୁଗଣ ହିନ୍ଦୁଧର୍ମରେ ପ୍ରାଚୀନ କାଳରୁ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ଦିଆଯାଇଛି । କାରଣ ଗୋଟେ ଝିଅ ଚାହିଁଲେ ଘରକୁ ସ୍ଵର୍ଗ ଏବଂ ନର୍କ କରିପାରିବ । ସ୍ଵାମୀ ମାନଙ୍କର ସୁଖ ସମୃଦ୍ଧି ପଛରେ ସାଧାରଣତଃ ସ୍ତ୍ରୀ ମାନଙ୍କର ହାତ ରହିଥାଏ । ହେଲେ ବନ୍ଧୁଗଣ ଏପରି କିଛି କାମ ରହିଛି ଯାହାକୁ ସ୍ତ୍ରୀ ମାନେ କରିବା ଦ୍ଵାରା ସ୍ଵାମୀ ମାନେ ଦରିଦ୍ରତା ଭୋଗ କରିଥାନ୍ତି । ବନ୍ଧୁଗଣ ଏହି କାର୍ଯ୍ୟ କରିବା ଦ୍ଵାରା ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ରହିନଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସ୍ତ୍ରୀ ମାନଙ୍କର ସେହି ସମସ୍ତ ଭୁଲ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସାଧାରଣତଃ ସ୍ତ୍ରୀ ମାନେ ଭୁଲ ସେ ମଧ୍ୟ କରିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁଲ ବିଷୟରେ ।

 

୧. ବନ୍ଧୁଗଣ ସାଧାରଣତଃ କେତେକ ସ୍ତ୍ରୀ ବା ଝିଅ ମାନେ ବିନା କାରଣରେ ନିଜ ଗୋଡକୁ ହଲାଇ ଥାନ୍ତି । ଯଦି କୌଣସି ଝିଅ ଖାଦ୍ଯ ସେବନ କରିବା ସମୟରେ ଗୋଡ ହଲେଇବେ ତା ହେଲେ ସେହି ଘର ବହୁତ ଶୀଘ୍ର ନର୍କ ପାଲଟି ଯିବ । ପରିବାରରେ କଳହ ଓ ବିଶୃଙ୍ଖଳା ଲାଗିରହିବ । ବନ୍ଧୁଗଣ ସ୍ତ୍ରୀର ଏହି ଭୁଲ ପାଇଁ ସ୍ଵାମୀକୁ ଆଗାମୀ ସମୟରେ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।


୨. ବନ୍ଧୁଗଣ ଯେଉଁ ଘରେ ମହିଳା ଝାଡୁ ଦ୍ଵାରା କୁକୁର ବା ଗାଈ ଆଦି ପ୍ରାଣୀଙ୍କୁ ମାରିଥାନ୍ତି ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ । କାରଣ ଝାଡୁରେ ମା ଲକ୍ଷ୍ମୀଙ୍କ ବାସ ରହିଥାଏ ଯାହାକୁ ନେଇ ମାରିବା ଦ୍ଵାରା ତାଙ୍କର ବହୁତ ବଡ ଅପମାନ ହୋଇଥାଏ । ବନ୍ଧୁଗଣ ଏହି ଘରର କୌଣସି ସଦସ୍ୟ କେବେହେଲେ ସଫଳତା ହାସଲ କରିପାରିବ ନାହିଁ ଓ ଏହି ଘରେ ଧନର ହାନି ନିଶ୍ଚୟ ହେବ । ବନ୍ଧୁଗଣ ସ୍ତ୍ରୀ ମାନଙ୍କର ଏହି ଭୁଲ ପାଇଁ ସ୍ଵାମୀ ମାନେ ନିଶ୍ଚୟ ଦରିଦ୍ର ହେବେ ।


୩. ବନ୍ଧୁଗଣ ଯେଉଁ ମହିଳା ଅଇଁଠା ବାସନକୁ ରଖି ରାତିରେ ଶୋଇ ପଡୁଥିବ ସେହି ମହିଳା ବା ସ୍ତ୍ରୀ ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ହେବ ନାହିଁ । କାରଣ ରୋଷେଇ ଘର ହେଉଛି ଘରର ମୁଖ୍ୟ ଅଂଶ, ଯାହାକୁ ସବୁବେଳେ ସଫା ରଖିବା ନିହାତି ଆବଶ୍ୟକ । ବନ୍ଧୁଗଣ ଯେଉଁ ମହିଳା ଏହି ପ୍ରକାରର ଭୁଲ କରୁଥିବ ତାର ଘର ପରିବାର ଉପରେ ବହୁତ ଆର୍ଥିକ ସମସ୍ଯା ଦେଖାଦେବ ।


୪. ବନ୍ଧୁଗଣ ଯେଉଁ ମହିଳା ମାନେ ସନ୍ଧ୍ୟା ହେବାପରେ ନିଜ ଘରେ ଝାଡୁ ବା ପୋଛା ଲଗାଇଥାନ୍ତି ସେମାନଙ୍କ ଘରକୁ ଆଜୀବନ ଦରିଦ୍ରତାର ଭୋଗ କରିବାକୁ ପଡିଥାଏ । କାରଣ ସନ୍ଧ୍ୟା ସମୟ ପରେ ବୃହସ୍ପତି ଗ୍ରହ ଦୁର୍ବଳ ହୋଇଯାଇଥାନ୍ତି, ଯାହାଫଳରେ ଘରର ବିନାଶ ହୋଇଥାଏ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଆପଣ ମାନେ ଏହି ପ୍ରକାରର ଭୁଲ କରନ୍ତୁ ନାହିଁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *