ଯଦି ମହିଳାଙ୍କର ଏହି 1 ଗୁପ୍ତ ଅଙ୍ଗ ବଡ ଅଟେ ତେବେ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ଘରେ ହୋଇଥାଏ ଧନର ବର୍ଷା- Chanakya Niti

ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ପୂଜ୍ୟ ମାନନ୍ତି, ସେମାନଙ୍କୁ ସମ୍ମାନ କରାଯାଏ । ସେଥିପାଇଁ ଝିଅମାନଙ୍କୁ ପୂଜା କରାଯାଏ । ସାମୁଦ୍ରିକ ଶାସ୍ତ୍ରରେ ମହିଳାଙ୍କ ଅଙ୍ଗ ବିଷୟରେ କୁହାଯାଇଛି । ସବୁ ମହିଳାଙ୍କ ଗୋଟେ ଖାସ୍ ଗୁଣ ଅଛି । ସେମାନଙ୍କ କେଉଁ ଲକ୍ଷଣ ପୁରୁଷଙ୍କ ପାଇଁ ଭାଗ୍ୟର କଥା ହୋଇଥାଏ, ସେହିସବୁ ସାମୁଦ୍ରିକ ଶାସ୍ତ୍ରରେ ଉଲ୍ଲେଖ ଅଛି । ସେହି ଶାସ୍ତ୍ରରେ ବାଳଠୁ ନଖ ପର୍ଯ୍ୟନ୍ତ ସବୁକଥା କୁହାଯାଇଛି, ସେଥିରୁ କଣ ଫଳ ମିଳିଥାଏ ତାହା ମଧ୍ୟ ଉଲ୍ଲେଖ ଅଛି ।

ସେଥିପାଇଁ ବଡ଼ ଲୋକମାନେ ବାହାଘର ପାଇଁ ଝିଅ ଦେଖିବାକୁ ଯାଆନ୍ତି, ଶାରୀରିକ ସୁନ୍ଦରତା ଅପେକ୍ଷା ଶାରୀରିକ ଗଠନ ଓ ଲକ୍ଷଣ ଉପରେ ନଜର ରଖନ୍ତି । ଆଜି ଆମେ ଜାଣିବା ମହିଳାଙ୍କ କେଉଁ ଅଙ୍ଗ ବଡ ହୋଇଥିଲେ, ସ୍ଵାମୀ ଓ ପରିବାର ପାଇଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ଓ ସେମାନଙ୍କ ଭାଗ୍ୟ ବଦଳିଯାଏ ଓ ସେମାନଙ୍କ ପାଇଁ ଶୁଭ ହୁଏ । ସେମାନେ ଯେଉଁ ଘରକୁ ଯାଆନ୍ତି ମା ଲକ୍ଷ୍ମୀଙ୍କ କୃପା ହୋଇଥାଏ ଓ ସେହି ଘରେ ଧନର ବର୍ଷା ହୁଏ । ଆପଣ ଜୀବନରେ ସଫଳ ହେବାକୁ ଓ ଧନବାନ ହେବାକୁ ଚାହୁଁଥିଲେ, ସକାଳୁ ଉଠି ମା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍ ।

୧. ବଡ଼ ନାଭି

ମହିଳାମାନଙ୍କ ନାଭି ଧନବାନ ଓ ଭାଗ୍ୟଶାଳୀ ହେବାକୁ ସାହାଯ୍ୟ କରିଥାଏ । ଯଦି ମହିଳାଙ୍କ ନାଭି ବହୁତ୍ ବଡ଼ ଓ ଡାହାଣକୁ ମୋଡ଼ି ହୋଇଥିବ, ତା ହେଲେ ସେମାନଙ୍କ ପାଇଁ ଏହା ଶୁଭ ଲକ୍ଷଣ ହୋଇଥାଏ । ଶାସ୍ତ୍ରରେ ଅଛି ଯେଉଁ ମହିଳାମାନଙ୍କ ନାଭି ବହୁତ୍ ବଡ ହୋଇଥିବ, ସେମାନେ ତାଙ୍କ ପରିବାର ପାଇଁ ଶୁଭ ଫଳ ଆଣି ଦିଅନ୍ତି ।

୨. କଳାଜାଇ ଓ ତୀଳ ଚିହ୍ନ

ଯେଉଁ ମହିଳାଙ୍କ ନାଭି ତଳେ କଳାଜାଇ ଥିବ, ସେମାନେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ନାଭି ତଳେ କଳାଜାଇ ଓ ତୀଳ ଚିହ୍ନ ଥିଲେ ସେମାନେ ବହୁତ୍ ସୁଖସମୃଦ୍ଧି ପାଇଥାନ୍ତି ।

୪. ଉଚ୍ଚ ବକ୍ଷସ୍ଥଳ

ଶାସ୍ତ୍ରରେ ଅଛି ଯେଉଁ ଉଚ୍ଚ କାନ୍ଧ ଓ ଉଚ୍ଚ ବକ୍ଷସ୍ଥଳ ହୋଇଥାଏ, ସେମାନେ ବହୁତ୍ ଭାଗ୍ୟବାନ ହୋଇଥାନ୍ତି । ସେମାନଙ୍କୁ ସୁଖ ଓ ସମୃଦ୍ଧି ଓ ଧନପ୍ରାପ୍ତି ହୋଇଥାଏ । ପ୍ରାଚୀନ ଯୁଗରେ କାରିଗରମାନେ ମୂର୍ତ୍ତି ଗଢ଼ିବବେଳେ, ମୂର୍ତ୍ତିର ବକ୍ଷ ସ୍ଥଳକୁ ଉଚ୍ଚ କରିଥାନ୍ତି । ଏହି ମହିଳାମାନେ ତାଙ୍କ ସ୍ବାମୀଙ୍କୁ ସବୁ ବିପଦରୁ ରକ୍ଷା କରନ୍ତି, ସେଥିରେ ସଫଳ ହୋଇଥାନ୍ତି ।

୪. ବଡ଼ ବଡ଼ ଆଖି

ବଡ଼ ଆଖିଥିବା ମହିଳାମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ବହୁତ୍ ବୁଦ୍ଧିମତୀ ଓ ବିବେକୀ ହୋଇଥାଆନ୍ତି । ସେମାନଙ୍କ ଏହି ଗୁଣ ତାଙ୍କ ପରିବାର ପାଇଁ ବହୁତ୍ ଶୁଭ ହୋଇଥାଏ ଓ ବିପଦବେଳେ ପରିବାର ଲୋକଙ୍କୁ ନିଜ ବୁଦ୍ଧି ଖଟେଇ ସେମାନଙ୍କୁ ରକ୍ଷା କରନ୍ତି । ଏମାନେ ଘରେ ରହିଲେ ଧନର ଅଭାବ ହୁଏ ନାହିଁ। ।

୫. ଲମ୍ବା ବାଳ

ଲମ୍ବା ବାଳ ଥିବା ମହିଳାମାନେ ଉଚ୍ଚ କୋଟୀର ହୋଇଥାନ୍ତି । ଲମ୍ବା ଓ ରେଶମୀ ବାଳ ଶୁଦ୍ଧ ଓ ସୋନ୍ଦର୍ଯ୍ୟର ପ୍ରତୀକ ହୋଇଥାଏ । ଆପଣ ଭଗବତୀ ଓ ଦେବୀଙ୍କ ଚିତ୍ର ଦେଖିଲେ ଆପଣଙ୍କୁ ସେମାନଙ୍କ ବାଳ ବି ଲମ୍ବା ଦେଖାଯିବ । ଲମ୍ବା ବାଳ ଥିବା ମହିଳାମାନେ ସ୍ବାମୀ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *