ଫିଲ୍ମରେ ରୋଲ ପାଇବା ପାଇଁ Bollywood ର ଏହି 4 ଜଣ ହିରୋଇନ ଙ୍କୁ ପ୍ରଡ୍ୟୁସରଙ୍କ ସହ ରଖିବାକୁ ପଡିଥିଲା ଶାରୀରିକ ସମ୍ପର୍କ, ଲିସ୍ଟରେ ବଡ ବଡ ନାମ ବି ଅଛି ସାମିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ବଲିଉଡର ସମସ୍ତ ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ବଲିଉଡରେ ଫେମସ ହୋଇଛନ୍ତି । ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମରେ ଅଭିନୟ କରିବା ପାଇଁ ଡାଇରେକ୍ଟର ଓ ପ୍ରଡ୍ୟୁସର ମାନଙ୍କ ସହ କମ୍ପରମାଇଶ କରିଛନ୍ତି ବା ସେମାନେ କାଷ୍ଟିଙ୍ଗ କାଉଚର ଶିକାର ହୋଇଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବଲିଉଡ ଫିଲ୍ମରେ ଅଭିନୟ କରିବା ପାଇଁ କାଷ୍ଟିଙ୍ଗ କାଉଚର ଶିକାର ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଟିସକା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଟିସକା ଚୋପଡା । ଆପଣ ମାନେ ସମସ୍ତେ ତିସକାଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ଟିସକା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି, ହେଲେ ବନ୍ଧୁଗଣ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଟିସକା ନିଜେ କହିଛନ୍ତି ଯେ, ତାଙ୍କୁ ଏହି ବଲିଉଡ ଫିଲ୍ମରେ ଅଭିନୟ କରିବା ପାଇଁ ବହୁତ ଥର ଶାରୀରିକ ଶୋଷଣର ଶିକାର ହେବାକୁ ପଡିଛି । ଟିସକା ତାରେ ଜମିନ ପର ଓ ଗୁଡ ନ୍ଯୁଜ ପରି ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି ।

ପ୍ରୀତି ଜୈନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରୀତି ଜୈନ । ବନ୍ଧୁଗଣ ପ୍ରୀତି ମଧ୍ୟ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି ଯେଉଁ ମାନଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ଡାଇରେକ୍ଟର ମାନଙ୍କ ସହ ରାତି ବିତାଇବାକୁ ପଡିଛି । ଡାଇରେକ୍ଟର ମଧୁର ଭଣ୍ଡାରକର ପ୍ରୀତିଙ୍କୁ ଫିଲ୍ମରେ କାମ ଦେବା ପାଇଁ କହି ୨୨ ବର୍ଷ ପର୍ଯ୍ୟନ୍ତ ପ୍ରୀତିଙ୍କର ଶୋଷଣ କରିଥିଲେ । ହେଲେ ତାଙ୍କୁ ଫିଲ୍ମରେ କାମ ଦେଇନଥିଲେ । ଯାହା ଫଳରେ ପ୍ରୀତି ତାଙ୍କ ବିରୋଧରେ ପୋଲିସ ଷ୍ଟେସନ ଯାଇ ଏଫଆଇଆର ଲେଖିଥିଲେ ।


ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ସୁପର ହିଟ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା,  ପ୍ରିୟଙ୍କା ବର୍ତ୍ତମାନ ବଲିଉଡ ଓ ହଲିଉଡର ଜଣେ ଫେମସ ଅଭିନେତ୍ରୀ ରୂପେ ପରିଚିତ ଅଛନ୍ତି । ହେଲେ ବନ୍ଧୁଗଣ ପ୍ରିୟଙ୍କା ମଧ୍ୟ ନିଜ ଫିଲ୍ମ କାରିୟରର ଆରମ୍ଭରେ ଡାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ସହ ରାତି ବିତାଇଛନ୍ତି ।

କଲ୍କି କୋଚିଲିନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କଲ୍କି କୋଚିଲିନ । ବନ୍ଧୁଗଣ ବଲିଉଡର କେତେକ ସୁପର ହିଟ ଫିଲ୍ମରେ କଲ୍କି ଅଭିନୟ କରି ଫେମସ ହୋଇଛନ୍ତି । ହେଲେ ବନ୍ଧୁଗଣ କଲ୍କି ପ୍ରଥମେ ଫିଲ୍ମରେ ଅଭିନୟ କରିବା ପାଇଁ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ସହ ରିଲେସନରେ ରହିଥିଲେ । କିଛି ବର୍ଷ ପରେ ଏହି ଦୁଇଜଣ ପରସ୍ପରକୁ ବିବାହ ମଧ୍ୟ କରିଥିଲେ ହେଲେ ଏମାନଙ୍କ ସମ୍ପର୍କ ବହୁତ କମ ଦିନ ମଧ୍ୟରେ ଭାଙ୍ଗିଯାଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *