ଦେଖନ୍ତୁ କେମିତି ଦେବଗନ ପରିବାର ର ନାମକୁ ଖରାପ କରୁଛନ୍ତି Ajay Devgan ଓ Kajol ଙ୍କର 16 ବର୍ଷର ଝିଅ Nyasa Devgan

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଖବର ସୋସିଆଲ ମିଡିଆରେ ମିଳିଯାଉଛି । ସାଧାରଣତଃ ବଲିଉଡ ଷ୍ଟାର ଓ ସେମାନଙ୍କ ପରିବାର ବିଷୟରେ ଅନେକ ତଥ୍ୟ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହିପରି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ମାମଲାଟି ହେଉଛନ୍ତି ଦେବଗନଙ୍କର ଝିଅ ନ୍ୟାସା ଦେବଗନଙ୍କ ବିଷୟରେ । ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଅଜୟ ଓ କାଜୋଲଙ୍କ ଝିଅ ନ୍ୟାସା ଦେବଗନଙ୍କର ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହାର କାରଣ ହେଉଛି ନ୍ୟାସାଙ୍କ ଚେହେରାର ରଙ୍ଗ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛି । ପୂର୍ବରୁ ସେ ଶ୍ୟାମଳ ରଙ୍ଗର ଥିଲେ ହେଲେ ବର୍ତ୍ତମାନ ତାଙ୍କ ଚେହେରା ବହୁତ ଅଧିକ ସଫା ଦେଖାଯାଉଛି ।


ବନ୍ଧୁଗଣ ଏହି ଫଟୋ ପାଇଁ ନ୍ୟାସଙ୍କୁ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡୁଛି । ବନ୍ଧୁଗଣ ନ୍ୟାସା ସିଙ୍ଗାପୁରର ଏକ କଲେଜରେ ପାଠ ପଢୁଛନ୍ତି । ହେଲେ ଅନ୍ୟ ଷ୍ଟାରକିଡ୍ସଙ୍କ ପରି ନ୍ୟାସା ମଧ୍ୟ ବହୁତ ଅଧିକ ସୋସିଆଲ ମିଡିଆରେ ଚର୍ଚା ରେ ରହୁଛନ୍ତି । ପୂର୍ବରୁ କାଜୋଲ ମଧ୍ୟ ବଲିଉଡକୁ ଯେତେବେଳେ ନୂଆ ନୂଆ ଆସିଥିଲେ ସେତେବେଳେ ତାଙ୍କ ରଙ୍ଗ ଶ୍ୟାମଳ ଥିଲା କିନ୍ତୁ କିଛି ବର୍ଷ ପରେ ସେ ମଧ୍ୟ ଗୋରା ହୋଇଯାଇଥିଲେ ।


ଠିକ ସେହି ଚିକିତ୍ସା ନ୍ୟାସା ମଧ୍ୟ ନେଉଛନ୍ତି । ନ୍ୟାସା ଭାରତରେ ବହୁତ କମ ନଜର ଆସନ୍ତି । ନ୍ୟାସା ସୋସିଆଲ ମିଡିଆରେ ବହୁତ ଅଧିକ ଆକ୍ଟିଭ ରୁହନ୍ତି । ନ୍ୟାସା ଅଧିକାଂଶ ସମୟ ନିଜର ସୋସିଆଲ ମିଡିଆରେ ନିଜ ପରିବାରର ଫଟୋ ସେୟାର କରନ୍ତି । ଆଜିକୁ ନ୍ୟାସା ୧୬ ବର୍ଷ ବୟସର ହୋଇସାରିଛନ୍ତି ହେଲେ ତାଙ୍କୁ ଦେଖିଲେ ଆପଣ ଜାଣି ପାରିବେ ନାହିଁ ଯେ ନ୍ୟାସାଙ୍କୁ କେବଳ ୧୬ ବର୍ଷ ବୟସ ହୋଇଛି ।

ନ୍ୟାସାଙ୍କୁ ତାଙ୍କ ପିତା ଅଜୟ ଦେବଗନ ବହୁତ ଅଧିକ ଭଲ ପାଆନ୍ତି । ଯେତେବେଳେ ନ୍ୟାସାଙ୍କୁ କିଏ ସୋସିଆଲ ମିଡିଆରେ ଟ୍ରୋଲ କରେ ସେତେବେଳେ ସେହି ଟ୍ରୋଲରକୁ ଅଜୟଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ବନ୍ଧୁଗଣ ନ୍ୟାସାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନ୍ୟାସା ବହୁତ ବୋଲ୍ଟ ଫଟୋ ସେୟାର କରିଛନ୍ତି ।


ନ୍ୟାସା ବହୁତ ଛୋଟ ଛୋଟ ଡ୍ରେସ ପିନ୍ଧି ଫଟୋ ସେୟାର କରନ୍ତି । ନ୍ୟାସାଙ୍କ ମତରେ, ସେ ଫିଲ୍ମ ଲାଇନକୁ ଆସିବା ପାଇଁ ଚାହୁଁ ନାହାନ୍ତି ସେ ଏକ ୱାର୍ଲ୍ଡ ଫେମସ ସେଫ ହେବାକୁ ଚାହୁଁଛନ୍ତି । ନ୍ୟାସା ବର୍ତ୍ତମାନ ସିଙ୍ଗାପୁରରେ ସେଫ ର ପାଠ ପଢୁଛନ୍ତି ଓ ସେ ବହୁତ ଟେଷ୍ଟି ଖାଇବା ଖାଆନ୍ତି । ହେଲେ ନ୍ୟାସାଙ୍କର ବୋଲ୍ଟ ଫଟୋ ଓ ଷ୍ଟାଇଲକୁ ଦେଖିଲେ ଜଣା ପଡୁଛି ସେ ବହୁତ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ନ୍ୟସା ଦେବଗନ ବହୁତ ବୋଲ୍ଡ ଡ୍ରେସ ପିନ୍ଧନ୍ତି ଓ କେତେ ଲୋକ ଏହା ମଧ୍ୟ କହିଛନ୍ତି ଯେ ନ୍ୟାସାଙ୍କୁ ମେକଅପ ସେନ୍ସ ନାହିଁ କାହିଁକି ନା ଅମିତାବଚ୍ଚନଙ୍କ ଘରେ ଦୀପାବଳି ପାର୍ଟିରେ ନ୍ୟାସା ଏତେ ମେକଅପ କରିଥିଲେ ଯେ ତାଙ୍କ ଚେହେରା ପୁରା ଅଲଗା ଦେଖା ଯାଉଥିଲା ଓ ତାଙ୍କ ଶ୍ୟାମଳ କଲର ଉପରେ ମେକଅପ ଜମା ବି ଭଲ ଲାଗୁ ନଥିଲା ।

ଏହା ପୂର୍ବରୁ ବି ନଭେମ୍ବର 2019 ରେ ଯେତେବେଳେ ନ୍ୟାସା ନିଜ ପିତାଙ୍କ ସହିତ ଏକ ମନ୍ଦିର ଯାଇଥିଲେ ସେତେବେଳେ ତାଙ୍କୁ ବହୁତ ଟ୍ରୋଲ କରା ଯାଇଥିଲା । କାହିଁକି ନା ସେହି ସମୟରେ ସେ ବହୁତ ହିଁ ଛୋଟ କପଡା ପିନ୍ଧିଥିଲେ ଲୋକଙ୍କୁ ନ୍ୟାସଙ୍କର ସେହି ଛୋଟ ଡ୍ରେସ ମନ୍ଦିର ପାଇଁ ପସନ୍ଦ ଆସିଲା ନାହିଁ । ଏଥିପାଇଁ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ ।

ତେବେ ଯେତେବେଳେ ଅଜୟ ଦେବଗନ ବାପାଙ୍କ ମୃତ୍ୟୁ ହୋଇଥିଲା ତା ପର ଦିନ ନ୍ୟାସାଙ୍କୁ ପାର୍ଲରରୁ ବାହାରକୁ ଆସିବାର ଦେଖା ଯାଇଥିଲା ଯାହା ପରେ ଲୋକ ତାଙ୍କୁ ଏହା କହି ଟ୍ରୋଲ କରିବା ଆରମ୍ଭ କଲେ ଯେ ଜେଜେଙ୍କ ମୃତ୍ୟୁ ହୋଇଛି ଆଉ ୟେ ପାର୍ଲର ବୁଲୁଛନ୍ତି, ତେବେ ଏମିତି କିଛି କାରଣ ପାଇଁ ନ୍ୟାସା ନିଜ ପରିବାର ନା ଖରାପ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *