ମହିଳାଙ୍କ ଅଜବ ଦାବି, କହିଲେ ଜୋର ରେ ପବନ ଆସି କଲା ମତେ ପ୍ରେଗନେଣ୍ଟ, 15 ମିନିଟ ରେ ହିଁ ଜନ୍ମ ହେଲା ପିଲା

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ଏହି ସବୁ ମାମଲା ଗୁଡିକ ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଗୋଟେ ମହିଳା ସେତେବେଳେ ଗ-ର୍ଭ-ବ-ତୀ ହୋଇଥାଏ ଯେତେ ବେଳେ ସେ କୌଣସି ପୁରୁଷ ସହ ସ-ମ୍ବ-ନ୍ଧ ରଖିଥାଏ ।

ଏହା ପରେ ସେ ୯ ମାସ ପର୍ଯ୍ୟନ୍ତ ନିଜ ଛୁଆକୁ ନିଜ ଗ-ର୍ଭ-ରେ ରଖିଥାଏ ଓ ୯ ମାସ ପରେ ସେ ନିଜ ଛୁଆକୁ ଜନ୍ମ ଦେଇଥାଏ । ପ୍ରାଚୀନ କାଳରୁ ଛୁଆ ଜନ୍ମ କରିବା ପାଇଁ ଏହି ପ୍ରକ୍ରିୟା ହୋଇ ଆସୁଛି । ହେଲେ ଖବର ମିଳିଛି ଇଣ୍ଡୋନେସିଆରେ ଥିବା ଏକ ମହିଳା ପବନ ମା-ଡ-ରେ ଗର୍ଭବତୀ ହୋଇଯାଇଛନ୍ତି ଓ କେବଳ ୧୫ ମିନିଟରେ ତାଙ୍କର ଏକ ଛୁଆ ମଧ୍ୟ ଜନ୍ମ ହୋଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମହିଳା ଙ୍କ କହିବା ଅନୁଯାୟୀ ଦିପହରର ପ୍ରାର୍ଥନା ପରେ ସେ ରହୁଥିବା ଗୃହରେ ଆରାମ କରୁଥିଲେ । ସେହି ସମୟରେ ଏକ ପବନର ସ୍ରୋତ ଆସିଲା ଏବଂ ମହିଳା ଜଣଙ୍କ ଶରୀରରେ ପ୍ରବେଶ କରିନେଲେ । ଏହି ଘଟଣା ର ୧୫ ମିନିଟ ପରେ ମହିଳା ଜଣଙ୍କ ପେଟରେ ଦ-ର-ଦ ଅନୁଭବ ହେଲା । ଏହା ପରେ ପେଟ ଅଚାନକ ବଡ ହେବାକୁ ଲାଗିଲା । ଏହା ପରେ ମହିଳା ଜଣଙ୍କୁ ପାଖରେ ଥିବା ହସ୍ପିଟାଲ କୁ ନିଆଗଲା ସେଠାରେ ସେ ଜଣେ ସୁନ୍ଦର କନ୍ୟା ସନ୍ତାନ କୁ ନର୍ମାଲ ଡେ-ଲି-ଭ-ରୀ ଦ୍ଵାରା ଜନ୍ମ ଦେଲେ ।

ମହିଳାଙ୍କର ଏହି ଅଜବ କାହାଣୀ ଲୋକ ମାନଙ୍କୁ ହଜମ ହେଉ ନାହିଁ । ଲୋକମାନେ ମହିଳାଙ୍କର ଏହି କଥା ଉପରେ ବିଶ୍ଵାସ କରୁ ନାହାନ୍ତି । ଏହି ଘଟଣାଟି ଭା-ଇ-ରା-ଲ ହେବା ପରେ ସ୍ଥାନୀୟ କ୍ଲିନିକ ମହିଳା ପାଖକୁ ସୂଚନା ନେବା ପାଇଁ ଯାଇଥିଲେ । ମହିଳା ସହ କଥା ବାର୍ତା କରିବାରୁ ଜଣା ପଡିଥିଲା ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ । ହେଲେ ମହିଳା ଜଣକ ନିଜ ସ୍ଵାମୀ ସହ ରହୁ ନାହାନ୍ତି ତାଙ୍କର ଏକ ଝିଅ ମଧ୍ୟ ଅଛି ।

ସମୁଦାହିକ କ୍ଲିନିକ ର ପ୍ରମୁଖ ଇମାନ ସୁଲେମାନ କହିଲେ ଯେ ବର୍ତ୍ତମାନ ମହିଳା ଏବଂ ତାହାର ଶିଶୁ କନ୍ୟା ଉଭୟ ସୁସ୍ଥ ଅଛନ୍ତି । ମହିଳା ଜଣକ ନର୍ମାଲ ଡେଲିଭରୀ ରେ ୨.୯ କି.ଗ୍ରା ର ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି । ସେ ଏଭଳି ମଧ୍ୟ କହିଛନ୍ତି ଯେ ଏହା ଏକ ଗୁ-ପ୍ତ-ଗ-ର୍ଭା-ବ-ସ୍ତା ହୋଇପାରେ । ଏଥିରେ ଅଧିକାଂଶ ମହିଳା ମାନଙ୍କୁ ଡେ-ଲି-ଭ-ରୀ ହେବା ପୂର୍ବରୁ ପ୍ରେ-ଗ-ନେ-ଣ୍ଟ ଅଛନ୍ତି ବୋଲି ଆଭାସ ହୋଇ ନଥାଏ ।

ବର୍ତ୍ତମାନ ସ୍ଥାନୀୟ ପୋଲିସ ଏହି ମାମଲା ଉପରେ ନିଜର ରୁଚି ଦେଖାଇଛି । ପୋଲିସ ବର୍ତ୍ତମାନ ଏହି ମାମଲାର ସଂପୂର୍ଣ୍ଣ ତଦନ୍ତ କରୁଛନ୍ତି । ଏହା ସହିତ ମହିଳାର ବୈବାହିକ ଜୀବନ ବ୍ଯତୀତ କିଛି ଲଭ ଅଫେୟାର ଓ ମହିଳାର ସାଙ୍ଗ ମାନଙ୍କ ଉପରେ ମଧ୍ୟ ଅଧିକ ଗୁରୁତ୍ଵ ଦିଆଯିବ । ବନ୍ଧୁଗଣ ଆପଣ ମାନେ ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଜାଣିଲେ ଆପଣଙ୍କର ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *