ଦେଖନ୍ତୁ କିପରି ମା’ ଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେଲେ Ollywood ଅଭିନେତ୍ରୀ ଏଲିନା (Elina Samantray), ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଫିଲ୍ମ ଜଗତରେ ଅନେକ ତାରକା ମାନେ ରହିଛନ୍ତି ଯେଉଁମାନେ ନିଜର ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଅଭିନେତ୍ରୀ ଏଲିନା ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଏଲିନା ସାମନ୍ତରାୟ ନିଜ ମା’ ଙ୍କ ଜନ୍ମ ଦିନ କୁ ବହୁତ ଭଲ ଭାବରେ ପାଳନ କରିଛନ୍ତି । “ଏଲିନା ସାମନ୍ତରାୟ” ଙ୍କ ଜନ୍ମ ୧୯୯୬ ମସିହା ଜୁଲାଇ ୨୨ ତାରିଖରେ ତାଙ୍କ ଗ୍ରାମ ଭଦ୍ରକ ଜିଲ୍ଲା ରେ ହୋଇଥିଲା ।

ଏଲିନା ଙ୍କ ମା ଙ୍କ ନାମ “ଅନୁରାଧା ସାମନ୍ତରାୟ” ଏବଂ ବାପା ଜ୍ୟୋତି ରଞ୍ଜନ ସାମନ୍ତରାୟ ଅଟନ୍ତି । ଏଲିନା ଙ୍କର ଜଣେ ସାନ ଭାଇ ମଧ୍ୟ ଅଛନ୍ତି । ଏଲିନା ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ପାଠ ପଢୁଥିଲେ । ଓଡିଆ ଇଣ୍ଡଷ୍ଟ୍ରୀର ରିୟାଲିଟି ସୋ “କିଏ ହେବ ମୋ ହିରୋଇନ” ରେ ବିଜେତା ହୋଇ ସେ ଓଡିଆ ଫିଲ୍ମୀ ଜଗତରେ ପାଦ ଦେଇଥଲେ । ସେ ୨୦୧୫ ମସିହାରେ ଅରିନ୍ଦମ ଙ୍କ ସହିତ ପ୍ରଥମ ଚଳଚ୍ଚିତ୍ର “ଇସ୍କ ତୁ ହି ତୁ” ରେ ଅଭିନୟ କରିଥିଲେ ।

ଏଲିନା ୧୦ ରୁ ଅଧିକ ଚଳଚ୍ଚିତ୍ର ରେ ଅଭିନୟ କରି ସାରିଛନ୍ତି । ତାଙ୍କ ଅଭିନୟ କୁ ବର୍ତ୍ତମାନ ବହୁତ ଲୋକ ପସନ୍ଦ କରୁଛନ୍ତି । ନିକଟରେ ତାଙ୍କ ମା’ ଙ୍କ ଜନ୍ମ ଦିନ କୁ ଏଲିନା ନିଜ ଭାଇ ଙ୍କ ସହିତ ବହୁତ ଧୂମ  ଧାମରେ ପାଳନ କରିଛନ୍ତି । ମା’ ଙ୍କ ପାଇଁ ଏଲିନା କେକ ଆଣିଥିଲେ । ଏଲିନା ତାଙ୍କ ମା’ ଙ୍କୁ ବହୁତ ଭଲ ପାଉଥିବାର ଦୃଶ୍ୟ ର ଝଲକ ଦେଖିବାକୁ ମିଳିଥିଲା । ସେ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ରେ ଏହି ଆନନ୍ଦର ବିଷୟ କୁ ସେ-ୟା-ର କରିଥିଲେ ।

 

ଏଲିନା ନିଜ ଭାଇ ଏବଂ ମା ଙ୍କ ସହିତ ବେସ ଖୁସି ନଜର ଆସୁଛନ୍ତି । ଜଣେ ଭଲ ଅଭିନେତ୍ରୀ ହେବା ସହିତ ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ବର୍ତ୍ତମାନ ଏହି ମହାମାରୀ ସମୟରେ ଏଲିନା କୌଣସି ଶୁ-ଟି-ଙ୍ଗ କରି ନଥିବା ସମୟରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *