ଓଡିଆ ସିରିଏଲ ‘ସିନ୍ଦୁରର ଅଧିକାର’ ର Iti ଓ Arab କଲେ ଜବରଦସ୍ତ ଡ୍ୟାନ୍ସ , ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହି କଳାକାର ମାନଙ୍କର ଷ୍ଟାଇଲ ଓ ଲୁକ୍ କୁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନର ସମୟରେ ଅଧିକାଂଶ ଟିଭି କଳାକାର ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଦୁଇଟି ଫେମସ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଇତି ଓ ଆରବ । ଆପଣ ମାନେ ଏହି ଦୁଇଜଣଙ୍କର ଜବରଦସ୍ତ ଅଭିନୟକୁ ଟିଭିରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ଏହି ଦୁଇଜଣଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଏହି ଦୁଇଜଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ନିଜର ସୋଟ୍ସ ଭି-ଡି-ଓ ଓ ରିଲ୍ସ ପାଇଁ ଏହି ଦୁଇଜଣ ବହୁ ଚର୍ଚାରେ ରହୁଛନ୍ତି । ଆରବଙ୍କର ଏକ ଭି-ଡି-ଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓ-ରେ ଆରବ ନିଜ ଡ୍ୟାନ୍ସ କ୍ଳାସରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତାଙ୍କ ଡ୍ୟାନ୍ସକୁ ସମସ୍ତ ଲୋକ ବହୁତ ପସନ୍ଦ କରିଛନ୍ତି ।

ଅନ୍ୟ ପକ୍ଷରେ ଇତିଙ୍କର ମଧ୍ୟ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓ-ରେ ଇତି ରୋମାଣ୍ଟିକ ରିଲ୍ସ କରୁଥିବା ନଜର ଆସୁଛନ୍ତି । ଏହି ଦୁଇଟି କଳାକାରଙ୍କ ଭି-ଡି-ଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ଆରବ ଓ ଅଭିନେତ୍ରୀ ଇତି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *