ମହିଳାଙ୍କୁ ଏକୁଟିଆ ଦେଖି ଲୋକଟି ଯାହା କଲା ନା…କ୍ୟାମେରାରେ ହେଲା କଏଦ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ରେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି କିଛି ଦୃଶ୍ୟ ବିଷୟ ରେ ବର୍ତ୍ତମାନ ଆଲୋଚନା କରି ନେବା । ୧- ପ୍ରଥମ ଭିଡିଓ ରେ ଜଣେ ବ୍ୟକ୍ତି ନିଜ ଖଟ ରେ ଅସଂଖ୍ୟ କୋବ୍ରା ସାପ କୁ ନେଇ ଶୋଇଛି ଏବଂ ତାଙ୍କୁ ଧରି ନିଜ ଉପରେ ମଧ୍ୟ ଶୁଆଉଛି । ତେବେ ସେ ନିଡ଼ର ଏବଂ ନିର୍ଭୟ ଭାବରେ ସେହି ସାପ ମାନଙ୍କ ମଝିରେ ଶୋଇ ରହିଛି ତେବେ ଯଦି ଆମକୁ ଗୋଟିଏ ବି ସାପ ଦେଖା ଯାଏ ତେବେ ମଧ୍ୟ ଆମେ ତା ପାଖକୁ ଯିବା ନାହିଁ ।

୨- ଦ୍ଵିତୀୟ ଭିଡିଓ ରେ ଗୋଟିଏ ସେଲୁନ ଭିତରେ ଏକ ହରିଣ ଦୌଡ଼ି ଆସି କାଚ ଭାଙ୍ଗି ପଶିଯାଇ ଥିଲା ଏବଂ ଫୁଣି ସେହି କାଚ ଭାଙ୍ଗି ବାହାରକୁ ପଳାଇଲା ତେବେ ଏହା ଦେଖି ସେହି ସେଲୁନ ର ମାଲିକ ମୁଣ୍ଡ ରେ ହାତ ଦେଇଦେଲେ ।


୩- ତୃତୀୟ ରେ ହେଉଛି ଗୋଟିଏ ଗାଈ ଧୀରେ ଧୀରେ ରାସ୍ତା ପାର କରି ଚାଲି ଯାଉଥିଲା ତେବେ ହଠାତ ସେପଟ ସାଇଡ଼ ରୁ ଏକ କ୍ଷୀର ଟ୍ରକ ଆସୁଥିଲା ଏବଂ ଏହି ଗାଈ କୁ ବଞ୍ଚାଇବା ପାଇଁ ଏମିତି ବ୍ରେକ ମାରିଲା ଯେ ଗାଡି ଏକଦମ ବୁଲି ଯାଇଥିଲା । ତେବେ ଭଲ କଥା ଏହାକି ଗାଈ ବି ବଂଚି ଯାଇଥିଲା ଏବଂ ଟ୍ରକ ବି ।

୪- ଚତୁର୍ଥ ଭିଡିଓ ରେ ଓଡିଶା ର ଏକ ଅଞ୍ଚଳ ରେ ଗୋଟିଏ ସାପ ଏକଦମ ଅଚେତ ଭଳି ପଡି ରହିଥିଲା ତେବେ ସମସ୍ତେ ତାକୁ ବଂଚାଇବା ପାଇଁ ପ୍ରୟାସ ମଧ୍ୟ କରୁଥିଲେ ତେବେ ଜଣେ ସାହାସି ବ୍ୟକ୍ତି ଏକ ଷ୍ଟ୍ର ର ମାଧ୍ୟମରେ ସାପ ର ପାଟିରେ ପବନ ଭର୍ତ୍ତି କରିବାକୁ ଲାଗିଲା ତେବେ ଏହା ପରେ ସାପ ଟି ହଲିବାକୁ ଲାଗିଲା ।


୫- ପଞ୍ଚମ ରେ ଏକ ସିସିଟିଭି କ୍ୟାମେରା ରେ ଦେଖିବାକୁ ମିଳିଲା କି ଗୋଟିଏ ପିଜା ଡେଲିବରୀ ବୟ ପିଜା ଦବାକୁ ଆସିଥିଲା ତେବେ ସେ କବାଟ ବାଡେଇବା ପରେ କବାଟ ଖୋଲି ଗୋଟିଏ ମାଂକଡ଼ ଆସି ପିଜା ନେଇଥିଲା ଏବଂ ପଇସା ମଧ୍ୟ ଦେଇଥିଲା ତେବେ ଏହା ସେ ଡେଲିବରୀ ପୁଅ ପାଇଁ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ର ବିଷୟ ଥିଲା ।

Leave a Reply

Your email address will not be published. Required fields are marked *