କଳିଯୁଗରେ ଭାଇ ! ମାତାଲ୍ ମହିଳା ଅଫିସର୍ ରାସ୍ତା ଉପରେ କଲେ ଏମିତି ହଙ୍ଗାମା, ଦେଖିଲେ ଆପଣ ବି କାବା ହେବେ ! ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ମଅଦ ପିଇ ରାସ୍ତା ଉପରେ ହଙ୍ଗାମା କରୁଛନ୍ତି ।

ଏହି ମହିଳା ଜଣକ ସରକାରୀ ଅଧିକାରୀ ଅଟନ୍ତି ଆଉ ସବୁ ସୀମା ପାର କରିଛନ୍ତି । ମହିଳାଙ୍କ ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ମଅଦ୍ୟପାନ କରି ରାସ୍ତା ହଙ୍ଗାମା କରୁଥିବା ଏହି ମହିଳାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସବୁ ଆଡେ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା ।

ରାସ୍ତା ଉପରେ ହଙ୍ଗାମା କରୁଥିବା ଏହି ମହିଳା ଅଧିକାରୀ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ଦେବୀ ପଟ୍ଟନ ମଣ୍ଡଳ ସହକାରୀ ଶ୍ରମ କମିଶନର ରଚନା କେସର୍ବାନି । ଭିଡିଓଟି ଉତ୍ତର ପ୍ରଦେଶ ମହରାଇଜ ଜିଲ୍ଲା ଜଳବାର ଜିଲ୍ଲା ପୋଲିସ ଷ୍ଟେସନ ଅଞ୍ଚଳର ବୋଲି କୁହାଯାଉଛି ଭିଡିଓରେ ରଚନା ହଳଦିଆ ରଙ୍ଗର କୁର୍ତ୍ତୀ ପିନ୍ଧି ମଅଦ୍ୟପାନ କରି ପୋଲିସ ସହ ପାଟି ତୁଣ୍ଡ କରୁଥିବାର ନଜର ଆସୁଛନ୍ତି । ସେ ବାରମ୍ବାର କରୁଛନ୍ତି ମୁଁ ଜଣେ ଡିଭିଜନାଲ ସ୍ତର ର ଅଫିସର ।

ଜିଲ୍ଲା ସ୍ତରର ନୁହେଁ ମୁଁ କମିଶନରଙ୍କ ସହ କଥା ହେବି । ଶେଷରେ କହୁଛନ୍ତି ମୋ ଭିଡିଓ କିଏ କରୁଛନ୍ତି । ମେ 1 ତାରିଖରେ ଶ୍ରମିକ ଦିବସରେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ଏହି ଭିଡିଓ । ନିଜେ ଶ୍ରମ କମିଶନର ରଚନା ମଅଦ୍ୟପାନ କରି ନିଜ ହୋସ ହରାଇ ବସିଥିବା ବେଳେ ତାଙ୍କୁ ଜବରଦସ୍ତ କାରରେ ବସାଉଛନ୍ତି ଜଣେ ମହିଳା ପୋଲିସ ଅଧିକାରୀ ।

ରଚନା ଖାତିର ନକରି କାର ଭିତରକୁ ଯାଉ ନାହାନ୍ତି ବାରମ୍ବାର ମହିଳା ପୋଲିସ ଜଣକ ତାଙ୍କୁ ପେଲି ଠେଲି ଗାଡିରେ ବସାଉ ଛନ୍ତି । କମିଶନର ରଚନା କେସର୍ବାନିଙ୍କ ଭିଡିଓଟି ଭାଇରାଲ ହେବା ପରେ ତଦନ୍ତ ପାଇଁ ପୋଲିସ ଏହି ଭିଡିଓକୁ ଶ୍ରମ ବିଭାଗକୁ ପଠାଇଛି । ଲକ୍ଷ୍ନୌରୁ ମଅଦ୍ୟପାନ କରି ଫେରିବା ବେଳେ ପୋଲିସ ହାବୁଡେ ପଡିଯାଇଥିଲେ ରଚନା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେମ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *