କି ରୋଲ୍ ରେ…ମୋ ବାପା ! ମହିଳାଙ୍କ ଦେହରେ ସନ୍ତୋଷୀ ମା’, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆଗ କାଳରେ ଅନେକ ତନ୍ତ୍ର ମନ୍ତ୍ର ଆଦି ଅନ୍ଧ ବିଶ୍ଵାସ ଚାଲିଥିଲା ।

ଏବେ ବି କେତେକ ସ୍ଥାନରେ ଚାଲୁଅଛି । ଅନେକ ସ୍ଥାନରେ ଏକ ନିର୍ଦ୍ଧିଷ୍ଟ ପୂଜା କରାଯାଇ ମାତାଙ୍କୁ ଡକା ଯାଇଥାଏ ମାତା କୌଣସି ମହିଳାଙ୍କ ଶରୀରରେ ପଶି ନିଜ ନୀଳା ଦେଖାଇ ଥାନ୍ତି । ତେବେ ବର୍ତ୍ତମାନ ମଧ୍ୟ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ଧୁଗଣ ଏହି ଘଟଣାଟି ସତ୍ୟ ଭଞ୍ଜରେ ଘଟିଛି । ଜଣେ ମହିଳାଙ୍କ ଶରୀରରେ ମା ସନ୍ତୋସୀ ବିରାଜମାନ ହୋଇଛନ୍ତି ଓ ଗାଁ ସାରା ବୁଲୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ କିଛି ମହିଳା ମାନେ ଠାକୁରାଣୀ ଲାଗିଥିବା ମହିଳାଙ୍କୁ ନେଇ ଆସୁଛନ୍ତି । ସେହି ମହିଳାଙ୍କ ବେକରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗା ହୋଇଛି । ମହିଳା ଜଣକ ହାତରେ ମୟୂର ଲାଞ୍ଜ କାଠି ଧରିଛନ୍ତି । ତେବେ ସେ ଗାଁରେ ବୁଲିବା ସମୟରେ ଜଣେ ମହିଳା ଆସି ତାଙ୍କୁ ମୁଣ୍ଡିଆ ମରୁଛି ଏହା ଦେଖି ଠାକୁରାଣୀ ଲାଗିଥିବା ମହିଳା ଗର୍ଜନ କରି ହସୁ ଛନ୍ତି ।

ହେଲେ ଠାକୁରାଣୀ ଲାଗିଥିବା ମହିଳା ଜଣକ ସେହି ମୁଣ୍ଡିଆ ମାରୁଥିବା ମହିଳାଙ୍କୁ ବାଡିରେ କାଚି ଦେଉଛନ୍ତି ତଥା ପିଟୁ ଛନ୍ତି ।ଏହା ପରେ ଠାକୁରାଣୀ ଲାଗିଥିବା ମହିଳା ଜଣକ ତାଙ୍କୁ ଭାଷା କହୁଛନ୍ତି ଓ ପରେ ତାଙ୍କ ଭୁଲ ବିଷୟରେ କହୁଛନ୍ତି । ଏପରି ଅନେକ ମହିଳାଙ୍କ କଥା ସେ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *