ଯବାନ ତୁମକୁ ଶହେ ସଲାମ ! ସାଧାରଣ ଲୋକଙ୍କ ଜୀବନ ବଂଚାଇବା ପାଇଁ ଦେଖନ୍ତୁ ଏଠି କଣ କରୁଛନ୍ତି ଏହି ଯବାନ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ନାଳରେ ଫସିଥିବା ଜୀବନଟି ଯେତେବେଳେ ନୂଆ ଜୀବନ ପାଏ ଆମେ ସମସ୍ତେ ଉତ୍ସାହିତ ହୋଇଥାଉ ।

ଯବାନଙ୍କ ସାହାସିକତାକୁ ସାବାସି ଦେଉ । ହେଲେ ଏଥିପାଇଁ ଯବାନଙ୍କୁ କେତେ ସାଧନା କରିବାକୁ ପଡେ ଏ ହେଉଛି ତାର ପ୍ରମାଣ । ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯବାନ କେତେ କଷ୍ଟ କରୁଛନ୍ତି ଦେଖନ୍ତୁ । ପାଣି କାଦୁଅରେ ଭର୍ତ୍ତି ହୋଇ ରହିଛି ନାଳ । ମଣିଷ ତ ମଣିଷ ହୁଏତ କୁଟା ଖଣ୍ଡିଏ ବି ପଶିବା ତା ଭିତରେ ସମ୍ଭବ ନୁହେଁ । କିନ୍ତୁ ଏହି ଭାଇରାଲ ହେଉଥିବା ଭିଡିଓରେ ଅତି ସାହାସିକତାର ସହ ନାଳ ଭିତରେ ପଶି ଯାଇଛନ୍ତି ଯବାନ ।

ପଛରେ ଛିଡା ହୋଇ ଆଉ ଜଣେ ବରିଷ୍ଠ ଯବାନ ତାଙ୍କୁ ସହଯୋଗ ବି କରୁଛନ୍ତି । ନାଳର ଗୋଟିଏ ମୁଣ୍ଡରେ ପସିଯାଇ ବେସ କିଛି ସମୟ ପରେ ଅତି ସୁରକ୍ଷିତ ଭାବେ ବାହାରି ଆସିଛନ୍ତି ଯବାନ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଚିତ୍ର ।

ବନ୍ଧୁଗଣ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ମଧ୍ୟ ରହିଛି । ଯିଏ ବି ଏହି ଭିଡିଓ ଦେଖୁଛି କହୁଛି ଯବାନ ତୁମକୁ ଶହେ ସଲାମ । ବନ୍ଧୁଗମ ଆମ ଦେଶର ସୁରକ୍ଷା ପାଇଁ ନିଜ ଜୀବନର ବାଜି ପକାଉ ଥିବା ଯବାନ ମାନଙ୍କ ତାଲିମ ବେସ କଷ୍ଟକର ହୋଇଥାଏ । ଆଉ ଏହା ଥିଲା ସେହି ତାଲିମର ଏକ ଅଂସ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *