ମହିଳା ମାନେ ରାତିରେ କଣ କରୁଛନ୍ତି ଦେଖନ୍ତୁ ଆପଣ ଟିକେ ଦେଖିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ କେବେ ନା କେବେ ରାତିରେ ଘରକୁ ଆସିଥିବେ ନଚେତ କୁଆଡେ ଯାଇଥିବେ । ବନ୍ଧୁଗଣ କିଛି ସ୍ଥାନ ଏପରି ଅଛି ଯେଉଁଠି ଝିଅ ମାନେ ଦେହ ବ୍ୟବସାୟ କରିଥାନ୍ତି । ବନ୍ଧୁଗଣ ଏହି ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ରାତିରେ ଫେରିବା ସମୟରେ ତାଙ୍କ ସହ ଏମିତି କିଛି ଘଟିଗଲା ଯାହା ବିଷୟରେ ସେ କେବେ କଳ୍ପନା ବି କରି ନଥିବେ ।

ଏହି ବ୍ୟକ୍ତି ଜଣକ ନିଜ କାମ ସାରି ଘରକୁ ଫେରୁଥିଲେ ହେଲେ ହଠାତ ରାସ୍ତାରେ ଦୁଇଟି ମହିଳା ତାଙ୍କୁ ଅଟକାଇ ଥିଲେ । ବନ୍ଧୁଗଣ ଏହା ପରେ ମହିଳା ଦୁଇଜଣ ବ୍ୟକ୍ତିଙ୍କୁ ଜୋର ଜବରଦସ୍ତି ଟଙ୍କା ମାଗିଥିଲେ ଯୁବକ ଜଣକ ଟଙ୍କା ଦେବା ପରେ ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ବ୍ୟକ୍ତିଙ୍କ ପଛ ପଟରୁ ଯାଇ ରୁମାଲରେ ନିଶା ଦ୍ରବ୍ୟ ମିଶାଇ ବ୍ୟକ୍ତିଙ୍କୁ ଶୁଙ୍ଗାଇ ଥିଲେ ।

ଏହା ପରେ ବ୍ୟକ୍ତିଙ୍କୁ ଉଭୟ ମହିଳା ରାସ୍ତା ଉପରେ ଶୁଆଇ ଦେଇଥିଲେ । ଏହା ପରେ ବ୍ୟକ୍ତିଙ୍କ ପାଖରେ ଥିବା ସମସ୍ତ ଜିନିଷ ନେଇ ଦୁଇ ଯୁବତୀ ଚମ୍ପଟ ମାରିଥିଲେ । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଭାଇରାଲ ହେଉଛି । ତେଣୁ ବନ୍ଧୁଗଣ ରାତି ସମୟରେ ରାସ୍ତାରେ କୌଣସି ଅଜଣା ବ୍ୟକ୍ତି ବା ମହିଳା ଡାକିଲେ କେବେବି ରୁହନ୍ତୁ ନାହିଁ । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *