ନିଜ ଜୀବନର କିଛି ଅକୁହା କଥା କହିଦେଲେ ଯାତ୍ରା ଆକ୍ଟ୍ରେସ Rajashri Sahu (Kuni), କହିଲେ ‘ବାପା ବାଡେଇ ବାଡେଇ ଯାତ୍ରାରୁ ନେଇ ଯାଇଥିଲେ ଆଉ ମତେ…’ , ଦେଖନ୍ତୁ Video

ଯାତ୍ରା ଦୁନିଆର ନାୟିକା ରାଜଶ୍ରୀ ସାହୁଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯିଏକି ଯାତ୍ରା ଜଗତର ଜଣେ ଚର୍ଚିତ କଳାକାର ଅଟନ୍ତି । ତାଙ୍କର ଅଭିନୟକୁ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ ବି କରାଯାଏ । କହିବାକୁ ଗଲେ ରାଜଶ୍ରୀ ସାହୁ ଏକ ସାକ୍ଷାତକାରରେ ନିଜର କ୍ୟାରିୟର ବିଷୟରେ କହିଥିଲେ କି ସେ କେଉଁଭଳି ସ୍ଥିତିରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ରାଜଶ୍ରୀ ସାହୁ ଉର୍ଫ କୁନି ଗଣମାଧ୍ୟମକୁ ଏକ ସାକ୍ଷତ୍କାରର କହିଲେ କି ୧୯୯୫ ମସିହାରେ ମୁଁ ଯାତ୍ରା ଦୁନିଆରେ ଗୋଡ ରଖିଥିଲେ ।

ମୁଁ ପ୍ରଥମେ ଡାନ୍ସର ରୂପରେ ଯାତ୍ରାରେ ସାମିଲ ହୋଇଥିଲେ । ପାଖାପାଖି ୫ ବର୍ଷ ଡାନ୍ସର ରୂପରେ କାମ କରିବା ପରେ ମୋତେ ପ୍ରଥମ ଥର ଏକ କମେଡି ରୋଲ ମିଳିଥିଲା । ମୁଁ ବହୁତ ପାର୍ଟି ସହ ଯୋଡି ହୋଇସାରିଛି । କିନ୍ତୁ ମୁଁ ମୋ ପୁଅର ପାଠପଢା ପାଇଁ ଗତ ୩ ବର୍ଷ ହେବ ଯାତ୍ରା ଜଗତରୁ ବିଦାୟ ନେଇଥିଲି ।

କିନ୍ତୁ ପୁଅର ପାଠ ପଢା ଶେଷ ହୋଇଗଲା ଓ ସେ କଲେଜରେ ନାଁ ଲେଖାଇଲା ସେଥିପାଇଁ ମୁଁ ପୁଣି ଥରେ ଏହି ବର୍ଷ ଯାତ୍ରାରେ ଜଗତର ସାମିଲ ହୋଇଥିଲେ । ରାଜଶ୍ରୀ ସାହୁ ଆଗକୁ କହିଲେ କି ମୁଁ ୧୯ ବର୍ଷ ବୟସରୁ ମା ଓ ଭାଉଜର ରୋଲ କରିଛି । କିନ୍ତୁ ଧୀରେ ଧୀରେ ମୁଖ୍ୟ ନାୟିକା ଓ ଝିଅ ରୂପରେ ବି ଅଭିନୟ କରିଛି । ମୁଖ୍ୟ ନାୟିକା ରୂପରେ ମୁଁ ୪ ବର୍ଷ ଅଭିନୟ କରିଛି ।

ମୋତେ ସୁନା ଝିଅ ଶିବାନୀ ଓ ବଦନାମ ଗଳିର ଝିଅ ନାଟକ ମୋତେ ପରିଚୟ ଦେଇଛନ୍ତି । ରାଜଶ୍ରୀ ସାହୁ ଆଗକୁ କହିଲେ କି ମୋର କଳା ପ୍ରତି ବହୁତ ଉତ୍ସାହ ଥିଲା । ମୁଁ ଯେତେବେଳେ ଯାତ୍ରା ଜଗତରେ ସାମିଲ ହୋଇଥିଲି ସେହି ସମୟରେ ଝିଅମାନେ ଯାତ୍ରା ଦୁନିଆରେ ଝିଅମାନଙ୍କ ସଂଖ୍ୟା ବହୁତ କମ ଥିଲା । ସେହି ସମୟରେ ଝିଅମାନେ ଯାତ୍ରା ଦୁନିଆକୁ ଏତେ ଆସୁ ନ ଥିଲେ । ଆମ ଗାଁରେ ହିଁ ଗୋଟିଏ ଛୋଟ ଯାତ୍ରା ପାର୍ଟି ଆରମ୍ଭ ହୋଥିଲା ।

ମୁଁ ଯେତେବେଳେ ସ୍କୁଲକୁ ଯାଉଥିଲେ ମୋ ବାପାଙ୍କ ମାମୁଁ ଘରେ ତାଙ୍କର ନାଟକ ଦେଖି ଦେଖି ମୋର ଯାତ୍ରା ପ୍ରତି ଇଚ୍ଛା ଆସିଯାଇ ଥିଲା । କିନ୍ତୁ ମୁଁ ଟଙ୍କା ଆୟ କରିବା ପାଇଁ ଯାତ୍ରା ଦୁନିଆକୁ ଆସି ନ ଥିଲି । ଅନ୍ୟ ପଟେ ମୁଁ ଯେତେବେଳେ ଯାତ୍ରା ଦୁନିଆକୁ ଆସିଲି ତେବେ ଗାଁ ଲୋକମାନେ ମୋ ବାପା ଓ ମାଙ୍କୁ ଏତେ ଅପମାନ କରିଥିଲେ କି ମୋ ବାପା ମୋତେ ମାରି ମାରି ଯାତ୍ରାରୁ ଘରକୁ ନେଇ ଯାଇଥିଲେ । କିନ୍ତୁ ଏହା ସତ୍ବେ ବି ମୁଁ ଯାତ୍ରା ଦୁନିଆକୁ ଫେରି ଆସିଥିଲି ।

ରାଜଶ୍ରୀ ସାହୁ ନିଜର ବୈବାହିକ ଜୀବନ ବିଷୟରେ କହିଲେ କି ମୋର ବଡ ଭଉଣୀର ବାହାଘରର ଠିକ ହୋଇଥିଲା । କିଛି କାରଣରୁ ତାହା ଭାଙ୍ଗି ଜିଆ ଥିଲା । କିନ୍ତୁ ଯେଉଁ ପୁଅ ସହ ବାହାଘର ଠିକ ହୋଇଥିଲା ସେ ଯାତ୍ରା ଜଗତର ଗାୟକ ଥିଲେ । କିନ୍ତୁ ଯାତ୍ରାରେ ମୋର ତାଙ୍କ ସହ ଭେଟ ହେଲା ଓ ଏହା ପରେ ଆମେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଲୁ । ଏହିଭଳି ଭବାରେ ମୁଁ ଶାଳି ହୋଇଥାନ୍ତି କି ସ୍ତ୍ରୀ ହୋଇଗଳି ।

Leave a Reply

Your email address will not be published. Required fields are marked *