ମହିଳା ମାନଙ୍କ ହାତର ଚୁଡି ଭାଙ୍ଗିବା କ’ଣ ଦର୍ଶାଇଥାଏ ? ଜାଣନ୍ତୁ ଚୁଡି ପିନ୍ଧିବାର ମହତ୍ଵ !

ବନ୍ଧୁଗଣ ମହିଳା ମାନେ ପାଉଁଜି, ଝୁଣ୍ଟିଆ ପିନ୍ଧିବା ଭଳି ଚୁଡି ମଧ୍ୟ ପରିଧାନ କରିଥାନ୍ତି । ତେବେ ଏହି ଚୁଡିର ମଧ୍ୟ କିଛି ଶୁଭ ଓ କିଛି ଅଶୁଭ ସଂକେତ ସବୁ ରହିଥାଏ । ଚୁଡି ଅନେକ ପ୍ରକାରର ହୋଇଥାଏ । ପ୍ରତ୍ଯେକଟି ଚୁଡିର ନିଜ ନିଜେ ଏକ ଖାସ୍ ମହତ୍ଵ ମଧ୍ୟ ରହିଛି । ବିବାହିତା ମହିଳା ସୁନ୍ଦର ଦେଖାଯିବା ପାଇଁ ଚୁଡି ପିନ୍ଧିନଥାନ୍ତି । ବଂର ମହିଳା ମାନେ ହାତରେ ଚୁଡି ପିନ୍ଧିବ ପଛରେ ବହୁତ କାରଣ ରହିଅଛି ।

ମହିଳା ମାନେ ଚୁଡି ପିନ୍ଧିବା ଦ୍ଵାରା ତାଙ୍କ ସୁନ୍ଦରତା ତ ବୃଦ୍ଧି ପାଇଥାଏ ।ଏଥିସହ ଚୁଡିର ମଧୁର ଆବାଜରେ ଘର ମଧ୍ୟରେ ଏକ ପଜିଟିଭ ଏନର୍ଜି ବଢିଥାଏ । ସ୍ଵାମୀ ମାନଙ୍କୁ ମଧ୍ୟ ତାଙ୍କ ସ୍ତ୍ରୀ ର ସୁନ୍ଦର ଚୁଡି ସ୍ତ୍ରୀ ପ୍ରତି ତାଙ୍କୁ ଆକର୍ଷିତ କରିଥାଏ । ତେଣୁ ମହିଳା ମାନେ ଚୁଡି ପିନ୍ଧିବାକୁ ବହୁତ ଭଲ ପାଇଥାନ୍ତି । ମହିଳା ମାନେ ଭିନ୍ନ ଭିନ୍ନ ଡିଜାଇନର ଚୁଡି ପିନ୍ଧିବାକୁ ପସନ୍ଦ କରିଥାନ୍ତି ।

ମହିଳା ମାନେ କାଚର ଚୁଡି ପିନ୍ଧିବା ଦ୍ଵାରା ତା’ ର ସ୍ଵାମୀ ଓ ପରିବାର ସଦସ୍ୟଙ୍କ ସ୍ଵାସ୍ଥ ଭଲ ରହିଥାଏ । ହେଲେ ଚୁଡି ପିନ୍ଧିବା ତ ବହୁତ ଭଲ ହୋଇଥାନ୍ତି ।ତେବେ ଏହି ଚୁଡି ମଧ୍ୟ ବେଳେ ବେଳେ କିଛି ଅଶୁଭ ସଂକେତକୁ ଦର୍ଶାଇ ଥାଏ । ଯେତେବେଳେ ମହିଳାଙ୍କ ହାତର ଚୁଡି କୌଣସି କାରଣରୁ ଭାଙ୍ଗିଯାଇଥାଏ କିମ୍ବା ଫାଟିଯାଇଥାଏ । ତେବେ ସେହି ମହିଳା ଓ ତା’ ସହ ଜଡିତ ଲୋକ ମାନଙ୍କ ପ୍ରତି କିଛି ଅଶୁଭତ୍ଵକୁ ସୁଚାଇଥାଏ ।

ତେଣୁ ଚୁଡି ଭାଙ୍ଗିବା କି ଫାଟିବାକୁ ଅଶୁଭ ବୋଲି ମାନାଯାଇଥାଏ । ତେଣୁ ଯେତେବେଳେ ମହିଳାଙ୍କ ହାତର ଚୁଡି କିଛି କାରଣ ବଶତଃ ଫାଟିଯାଇଥାଏ ବା ଭାଙ୍ଗିଯାଇଥାଏ । ସେହି ଚୁଡିକୁ ହାତରୁ କାଢି ଦେବା ପାଇଁ ମଧ୍ୟ କୁହାଯାଇଥାଏ । ଯଦି କୌଣସି ମହିଳାଙ୍କର ଚୁଡି ଫାଟିଯାଇଥାଏ । ତେବେ ସେମାନେ ସେହି ଚୁଡିକୁ ନିଜ ହାତରୁ କାଢି ଦେବା ଉଚିତ ।

ନଚେତ ହାତରେ ଭଙ୍ଗା ଫଟା ଚୁଡି ପିନ୍ଧିବା ଦ୍ଵାରା ସେହି ମହିଳା ତଥା ତା’ ର ପରିବାର ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ କୌଣସି ମହିଳା ବି ହାତରେ ଭଙ୍ଗା ଫଟା ଚୁଡିକୁ ପିନ୍ଧିବା ଉଚିତ ହୋଇନଥାଏ ।

ତେବେ ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଆମ ସହ ଯୋଡି ହୋଇରହିବା ସହ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *