କରୋନା କଲା ଏହି ମହିଳା ଖେଳାଳିଙ୍କୁ କଙ୍ଗାଳ, ବନିଗଲେ ପର୍ନ ଷ୍ଟାର, ଏବେ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ସାରା ଦୁନିଆରେ ତାଣ୍ଡବ ରଚୁଥିବା ମହାମାରୀ କରୋନା ଖେଳ ଦୁନିଆକୁ ମଧ୍ୟ ବହୁତ ଖରାପ ଭାବରେ ପ୍ରଭାବିତ କରିଛି । ସମସ୍ତ ଖେଳ ବର୍ତ୍ତମାନ ବନ୍ଦ ଅଛି ଯଦି କେଉଁଠି କିଛି ଆରମ୍ଭ ହୋଇଛି ତେବେ ସବୁ ନିୟମ ସହିତ । ଏହାର ପ୍ରଭାବ ନା କେବଳ ଖେଳାଳିଙ୍କ ଉପରେ ପଡିଛି ବରଂ ତାଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ବହୁତ ପ୍ରଭାବିତ କରିଛି । ଏହି ଆର୍ଥିକ ସମସ୍ୟାରେ ବହୁତ ବଡ ବଡ ଖେଳାଳି ମଧ୍ୟ ଅଛନ୍ତି ।

ବହୁତ ଜାଗାରୁ ଏମିତି ବି ଖବର ଆସୁଛି ଯେଉଁଠି ଖେଳାଳି ନିଜ ଖେଳ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି । ଏମିତି ହିଁ କିଛି ଅଷ୍ଟ୍ରେଲିଆର ପୂର୍ବ ସୁପର କାର ଡ୍ରାଇଭର ରେସର ରେନୀ ଗ୍ରେସୀଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଛି । ଯିଏ କି କରୋନା କାରଣରୁ ଆର୍ଥିକ ସମସ୍ୟାରେ ଏମିତି ଫସିଗଲେ କି ସେ ରେସିଙ୍ଗ ଛାଡି ଆଡଲ୍ଟ ଫିଲ୍ମ ମାନେ ପର୍ନ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଦେଲେ ।

୨୫ ବର୍ଷର ରେନୀ ଗ୍ରେସୀ ଏହି କଥାର ଖୁଲାସା ଏକ ଇଣ୍ଟରଭ୍ୟୁ ସମୟରେ କରିଲେ , ସେ କହିଲେ କି ରେସିଙ୍ଗ ଛାଡିବାର ଦୁଃଖ ତ ତାଙ୍କୁ ଅଛି କିନ୍ତୁ ସେ ଏହି ଇଣ୍ଡଷ୍ଟ୍ରିରେ କାମ କରି ବହୁତ ଖୁସି ଅଛନ୍ତି । ରେନୀ କହିଲେ କି ଏହି ଇଣ୍ଡଷ୍ଟ୍ରିରେ କାମ କରି ତାଙ୍କୁ ନାମ ଓ ଟଙ୍କା ଦୁଇଟି ହିଁ ମିଳୁଛି । ଏହାକୁ ନିଜ ଜୀବନର ବହୁତ ବଡ ନିଷ୍ପତ୍ତି ବୋଲି କହି ରେନୀ କହିଲେ ଏହି ନିସ୍ପତି କାରଣରୁ ତାଙ୍କର ପୁରା ଲାଇଫ ଷ୍ଟାଇଲ ବଦଳି ଯାଇଛି ।

ଇଣ୍ଟରଭ୍ୟୁ ସମୟରେ ରେନୀ କହିଲେ ସେ ଏହି ନିସ୍ପତି ଟଙ୍କାର ଅଭାବ କାରଣରୁ ନେଇଥିଲେ । କାରଣ ଆର୍ଥିକ ସମସ୍ୟା କାରଣରୁ ତାଙ୍କ ପରିବାରକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ସେ କହିଲେ କି ଟଙ୍କା କାରଣରୁ ହିଁ ମୋତେ ମୋଟର ସ୍ପୋର୍ଟ୍ସ ଛାଡିବାକୁ ପଡିଲା । ରେସିଙ୍ଗରେ ଟଙ୍କାର ଅଭାବ ଥିଲା । ପରିବାର ପାଇଁ ଅସୁବିଧା ହେଉଥିଲା । ଏଥିପାଇଁ ମୁଁ ଏହି ନିସ୍ପତି ନେଲି ।

ରେନୀ ନିଜର ରେସିଙ୍ଗ ଛାଡିବା ବିଷୟରେ କହିଲେ କି ସେ ଏହାକୁ ଏବେ ପୁରା ପୁରୀ ଛାଡି ସାରିଛନ୍ତି । ଯେତେବେଳେ କି ସେ ପର୍ନ ଇଣ୍ଡଷ୍ଟ୍ରି ରେ ନୂଆ ରେସ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କୁ ଆଶା ଅଛି କି ସେ ଏହି ଇଣ୍ଡଷ୍ଟ୍ରିରେ ଅଧିକ ନାମ ଓ ଟଙ୍କା କମାଇବେ । ସେ କହିଲେ ରେସିଙ୍ଗ ଦୁନିଆରେ ସିଜିନାଲ ଟଙ୍କା ମିଳୁଥିଲା । ମାନେ ଯେବେ କୌଣସି ରେସ ହେବ ତେବେ ଟଙ୍କା ମିଳିବ । କାମ ବି କମ ଥିଲା ।

କିନ୍ତୁ ଏବେ ପର୍ନ ଇଣ୍ଡଷ୍ଟ୍ରିରେ ପ୍ରତି ସପ୍ତାହରେ ୨୫ ହଜାର ଡଲାର ଅର୍ଥାତ ହାରାହାରି ୧୮.୮ ଲକ୍ଷ ଟଙ୍କା କମାଉଛନ୍ତି । ଏହି ହିସାବରେ ଦେଖିଲେ ରେନୀ ପ୍ରତି ମାସରେ ହାରାହାରି ୭୫ ଲକ୍ଷ ଟଙ୍କା କମାଉଛନ୍ତି । ରେନୀ ତ ଏକ ଅଲଗା ଇଣ୍ଡଷ୍ଟ୍ରି ବାଛି ଟଙ୍କା କମାଇବା ଆରମ୍ଭ କରି ଦେଇଛନ୍ତି କିନ୍ତୁ ବହୁତ ଖେଳାଳି ଏମିତି ବି ଅଛନ୍ତି ଯାହାଙ୍କ ପାଖରେ ଏବେ କୌଣସି ଅପସନ ହିଁ ବଞ୍ଚି ନାହିଁ । ଦେଶ ଦୁନିଆର ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *