ମହିଳା Constable ଖୋଲିଦେଲେ ପୋଲିସ ର ସବୁ ଗୁମର, ଥରେ ଶୁଣନ୍ତୁ କାନ୍ଦି କାନ୍ଦି ସେ କଣ କହୁଛନ୍ତି, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ନାରୀ କୁ ଦେବୀ ଙ୍କ ରୁପ କୁହାଯାଏ । ତେବେ କିନ୍ତୁ ଏହି କଳିଯୁଗ ରେ ଲୋକମାନେ ନାରୀ ଙ୍କୁ ଅସମ୍ମାନ ଏବଂ ସେମାନଙ୍କ ଉପରେ ଅ-ତ-ୟା-ଚା-ର କରୁଛନ୍ତି । ପୁରୁଷ ମାନେ ନାରୀ ମାନଂକୁ ନିଜ ଆୟତ୍ତ ରେ ରଖିବାକୁ ଚାହୁଁଛନ୍ତି ଏବଂ ତାଙ୍କୁ ବ-ନ୍ଦୀ କରିବାକୁ ଚାହୁଁଛନ୍ତି ତେବେ ପୁରୁଷ ମାନଙ୍କ ଏହି ଜିଦ ଯୋଗୁଁ ଆଜି କାଲି ନାରୀ ମାନେ ସୁରକ୍ଷିତ ନାହାଁନ୍ତି । ସୁରକ୍ଷିତ ଭାବରେ ରାସ୍ତା ରେ ଯାଇ ପାରୁ ନାହାଁନ୍ତି ।

ତେବେ ଆମ ସୁରକ୍ଷା ପାଇଁ ପୋଲିସ ରହିଥାଏ କିନ୍ତୁ ଯଦି ସେହି ପୋଲିସ ହିଁ ସୁରକ୍ଷିତ ନ ରୁହେ ତେବେ ଆମେ କାହା ଉପରେ ବିଶ୍ୱାସ କରିବା । ତେବେ ସେହି ଭଳି ଏକ ଘ-ଟ-ଣା ସାମ୍ନା କୁ ଆସିଛି ଯେଉଁଠି ଜଣେ ମହିଳା କନେଷ୍ଟବଳ ଟ୍ରାନ୍ସଫର କରିବା ଯୋଗୁଁ ବି-ଷ ପି-ଇ ଦେଇଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା ।

ତେବେ ଘ-ଟ-ଣା ଟି ହେଉଛି ଉତ୍ତରପ୍ରଦେଶ ର ସେଠାକାର ଜଣେ ମହିଳା କନେଷ୍ଟବଳ ନିଜର ଟ୍ରାନ୍ସଫର ହେବା କାରଣ ଏବଂ ସେହି ଟ୍ରାନ୍ସଫର କୁ ନ ଅଟକାଇବା କାରଣ ରୁ ବି-ଷ ପି-ଇ-ଦେଇଥିଲେ ଏବଂ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ତେବେ ସେ ନିଜର ଏକ ଭିଡିଓ ରେ ନିଜ ସହ କର୍ମଚାରୀ ମାନଂକ ବି-ରୋ-ଧ-ରେ ଅ-ଭି-ଯୋ-ଗ ଲଗେଇଛନ୍ତି ଏବଂ ଏକ ଭିଡିଓ କରି ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋ-ଷ୍ଟ କରିଥିଲେ ତେବେ ସେହି ଭିଡିଓ ଟି ବର୍ତ୍ତମାନ ଖୁବ ଭା-ଇ-ରା-ଲ ମଧ୍ୟ ହେଉଛି ।

ତେବେ ମହିଳା କନେଷ୍ଟବଳ ସେହି ଭିଡିଓ ରେ କହିଥିଲେ କି ତାଙ୍କୁ ବହୁତ ହ-ଇ-ରା-ଣ କରାଯାଉଛି । ତାଙ୍କୁ କ୍ୟାପ୍ଟନ ଙ୍କ ଆଗରେ ପେଶ ହେବାକୁ ମଧ୍ୟ ଦିଆଯାଉ ନାହିଁ ଏବଂ ଅନ୍ୟ ମାନେ ପଇସା ଦେଇ ନିଜ ଡିଉଟି ରୁ ବଂଚି ଯାଉଛନ୍ତି କିନ୍ତୁ ମୋତେ ମୋ ଡିୟୁଟି କରିବା ସମୟରେ ମଧ୍ୟ ବହୁତ ହ-ଇ-ରା-ଣ କରୁଛନ୍ତି ଏବଂ ସବୁ ଝିଅ ମାନଙ୍କ ର ଟ୍ରାନ୍ସଫର ଅଟକାଇ ଦିଆଯାଇଥିଲା କିନ୍ତୁ ମୋର ହିଁ ଟ୍ରାନ୍ସଫର ଅଟକା ଗଲା ନାହିଁ । ଏହାର କାରଣ କଣ ଯେଉଁଠି ମୁଁ ନିଜେ ପୋଲିସ କର୍ମଚାରୀ ହୋଇ ନିଜର ସୁରକ୍ଷା କରି ପାରୁ ନାହିଁ ତେବେ ମୁଁ ଅନ୍ୟ କିଂ କିପରି କଣ ବୁଝେଇବି । ଅନ୍ୟ କୁ କଣ ସାହାର୍ଯ୍ୟ କରିବି ।

ତେବେ ଏହି ଭିଡିଓ ଟି ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ଏବଂ ଟ୍ରାନ୍ସଫର ପାଇଁ ବି-ଷ ପି-ଇ-ବା କଣ ଆବଶ୍ୟକ ଥିଲା ଏତେ ଛୋଟ କଥା ପାଇଁ ଏପରି କରିବା କଣ ଦରକାର ନା ଅଛି ଆଉ କିଛି ରହସ୍ୟ ଏବଂ ବଡ଼ ତଥ୍ୟ ତେବେ ଏହି ସମ୍ପର୍କରେ ଅଧିକ ତ-ଦ-ନ୍ତ କରିବେ ବୋଲି କହିଛନ୍ତି ଅପର ଏସ ପି ଅଫିସର ହମିରପୁର ର ଅନୁପ କୁମାର । ତେବେ ଦେଖିବାର ଅଛି କି ତ-ଦ-ନ୍ତ କେତେ ଆଗକୁ ବଢୁଛି ଏବଂ ନ୍ୟାୟ ମିଳୁଛି କି ନାହିଁ । ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *