‘ସ୍ୱାମୀ ଧୋକା ଦେଇ ଦ୍ଵିତୀୟ ବିବାହ କରିବା ପରେ ଦିଅର ମୋ ସହ…’ ନିଜର ଦୁଃଖ କହି କାନ୍ଦି ପକେଇଲେ ଏହି ମହିଳା, ଶୁଣିଲେ ଆପଣଙ୍କ କାହିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଓଡିଶାରେ ଏକ ଖବର ବହୁତ ଚର୍ଚ୍ଚାରେ ଅଛି । ଜଣେ ମହିଳା ତାଙ୍କ ଦିଅର ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି ସବୁ କଥା କହିଛନ୍ତି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମହିଳା ଜଣକ କାନ୍ଦି କାନ୍ଦି କହିଛନ୍ତି- ‘ସଦାଶିବ ସ୍ଵାଇଁ ମତେ ଦ୍ଵିତୀୟ ବିବାହ କରିଥିଲା । ତାର ସ୍ତ୍ରୀ ପିଲା ଅଛନ୍ତି କହି ମିଛ ଚକ୍ରାନ୍ତ କରି ତା ଭାଇ ସର୍ବେଶ୍ଵର ସ୍ଵାଇଁ ସେ ବି ପୋଲିସରେ ଅଛି । ସଦାଶିବ ସ୍ଵାଇଁ ଧଉଳି ଥାନାରେ ଅଛି । ସର୍ବେଶ୍ଵର ସ୍ଵାଇଁ ତା ଗାଁ ପୋଖରୀ କୂଳରେ ମୋତେ ବୁଲେଇବାକୁ ନେଇ ବଧନ୍ଧଉକ ଦେଖାଇ ଦୁଇ ଦୁଇ ଥର ଦୁଉଷ୍କଅର୍ମ କରିଛନ୍ତି ।

ସେ ପ୍ରମାଣ ମୋ ପାଖରେ ଥାଇ ମୁଁ ଥାନା ଯିବି ବୋଲି ଭାବିଥିଲି ହେଲେ ସେ କମ୍ପରମାଇଜ କଥା କହି ମୋ ଘରକୁ ଆସିଥିଲା । ଆଗରୁ ବି ତା ନାଁରେ ଦୁଇଟି କେସ ଦେଇଥିଲି । ମୋତେ ଦୁଇ ଦୁଇ ଥର ଧୋକା ଦେଇଥିଲା ମୋତେ ଜୀବନରୁ ମାଆରିଦେବା ପାଇଁ । ବଧନ୍ଧଉକ ଦେଖାଇ ମୋତେ ଦୁଇ ଥର ଦୁଉଷ୍କଅର୍ମ କରିଥିଲା ଦୁଇ ଥର ନୁହେଁ ତିନି ଥର । ଜୀବନରୁ ହଟାଇ ଦେବା ପାଇଁ ସେ ଦୁଇ ଥର ମୋତେ ମାଆରିଇବାକୁ ବି ଚେଷ୍ଟା କରିଛି ।

ସେ ମୋତେ ଫୋନରେ ଜୀବନରୁ ମାଆରିଇଦେବାର ଧମକ ଦେଇଥିଲେ । ମୁଁ ତାଙ୍କୁ କହିଥିଲି ଯେ ସାନ ଭାଇ ମୋତେ ରଖିବ ନା ବଡ ଭାଇ ମୋତେ ରଖିବ କିଏ ରଖିବ କୁହ । ମୁ ଏ ସବୁ କଥା ଫୋନରେ ରେକର୍ଡ କରିଦେଇଥିଲି । ଦିନେ ମୋତେ ସେ ତାଙ୍କ ଗାଁ ପୋଖରୀ କୁଳକୁ ନେଇ ଯାଇଥିଲା । ମୁଁ ମନା କରୁଥିଲି ହେଲେ ସେ କହିଲା ଆମେ କଣ ତମକୁ ମାଆରିଦେବୁ ଆମ ଭାଇ ପରା ତମକୁ ବାହା ହେଇଛି ।

ହେଲେ ସେଠି ସେ ମୋତେ ନେଇ ଦୁଉଷ୍କଅର୍ମ କଲା ମୁଁ କାନ୍ଦିଲି ଛଟପଟ ହେଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ କାନ୍ଦି କାନ୍ଦି ନିଜ ଦିଅର ନାଁରେ ଅଭିଯୋଗ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *