Interesting Gk Questions- ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କଲେ ବହୁତ କଷ୍ଟ ହୁଏ ? କେବଳ ବୁଦ୍ଧିମାନ ହିଁ କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଗ୍ରହ ମାନେ ସର୍ବଦା କେଉଁ ଦିଗରୁ କେଉଁ ଦିଗକୁ ଘୂରନ୍ତି ?

ଉତ୍ତର- ଗ୍ରହ ମାନେ ସର୍ବଦା ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ଘୂରନ୍ତି ।

୨. ଏ ପର୍ଯ୍ୟନ୍ତ କେତୋଟି ଉପଗ୍ରହ ଆବିଷ୍କାର ହୋଇଛି ?

ଉତ୍ତର- ଏ ପର୍ଯ୍ୟନ୍ତ ୫୩ଟି ଗ୍ରହ ଆବିଷ୍କାର ହୋଇଛି ।

୩. ଲାଞ୍ଜାତାରା କାହାକୁ କୁହନ୍ତି ?

ଉତ୍ତର- ଲାଞ୍ଜାତାରା ଧୂମକେତୁକୁ କୁହନ୍ତି ।

୪. କେଉଁ ଧୂମକେତୁ ୭୬ ବର୍ଷରେ ଥରେ ଦେଖା ଦିଏ ?

ଉତ୍ତର- ହ୍ୟାଲି ଧୂମକେତୁ ୭୬ ବର୍ଷରେ ଥରେ ଦେଖା ଦିଏ ।

୫. ଚନ୍ଦ୍ରର ଓଜନ କେତେ ?

ଉତ୍ତର- ପୃଥିବୀ ଓଜନର ୮୧ ଭାଗରୁ ୧ ଭାଗ ହେଉଛି ଚନ୍ଦ୍ରର ଓଜନ ।

୬. ପୃଥିବୀର ଆବର୍ତ୍ତନ ସମୟ କେତେ ?

ଉତ୍ତର- ପୃଥିବୀର ଆବର୍ତ୍ତନ ସମୟ ହେଉଛି ୨୩ ଘଣ୍ଟା ୫୬ ମିନିଟ ୯ ସେକେଣ୍ଡ ।

୭. ପୃଥିବୀର ବୃହତ୍ତମ ମହାଦେଶ କିଏ ?

ଉତ୍ତର- ପୃଥିବୀର ବୃହତ୍ତମ ମହାଦେଶର ନାମ ହେଉଛି ଏସିଆ ।

୮. ପୃଥିବୀର କ୍ଷୁଦ୍ରତମ ମହାଦେଶର ନାମ କଣ ?

ଉତ୍ତର- ପୃଥିବୀର କ୍ଷୁଦ୍ରତମ ମହାଦେଶର ନାମ ହେଉଛି ଅଷ୍ଟ୍ରେଲିଆ ।

୯. ସବୁଠାରୁ ବଡ ମହାସାଗରର ନାମ କଣ ?

ଉତ୍ତର- ସବୁଠାରୁ ବଡ ମହାସାଗରର ନାମ ହେଉଛି ପ୍ରଶାନ୍ତ ମହାସାଗର ।

୧୦. ସବୁଠାରୁ ଶୀତଳ ତମ ଗ୍ରହର ନାମ କଣ ?

ଉତ୍ତର- ସବୁଠାରୁ ଶୀତଳ ତମ ଗ୍ରହର ନାମ ହେଉଛି ଫ୍ଲୁଟୋ ।

୧୧. ବିଶ୍ଵର ସବୁଠାରୁ ବଡ ପାଚେରିର ନାମ କଣ ?

ଉତ୍ତର- ବିଶ୍ଵର ସବୁଠାରି ବଡ ପାଚେରିର ନାମ ହେଉଛି ଦ ଗ୍ରେଟ ୱାଲ ଅଫ ଚାଇନା ।

୧୨. ନୀତି ଆୟୋଗର ଅଦକ୍ଷ କିଏ ହୋଇଥାଏ ?

ଉତ୍ତର- ନୀତି ଆୟୋଗର ଅଧକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ।

୧୩. ଦିଲ୍ଲୀ ଚାଲ ଡାକରା କିଏ ଦେଇଥିଲେ ?

ଉତ୍ତର- ଦିଲ୍ଲୀ ଚାଲ ଡାକରା ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ ।

୧୪. ଭାରତର ସବୁଠାରୁ ଅଧିକ ଚନ୍ଦନ ଗଛ କେଉଁ ରାଜ୍ୟରେ ଅଛି ?

ଉତ୍ତର- କର୍ଣ୍ଣାଟକ ରାଜ୍ୟରେ ସବୁଠାରୁ ଅଧିକ ଚନ୍ଦନ ଗଛ ଅଛି ।

୧୫. କଳା ଗୋଲାପ କେଉଁ ଦେଶରେ ଦେଖା ଯାଏ ?

ଉତ୍ତର- କଳା ଗୋଲାପ ତୁର୍କୀ ଦେଶରେ ଦେଖାଯାଏ ।

୧୬. ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କଲେ ବହୁତ କଷ୍ଟ ହୁଏ ?

ଉତ୍ତର- କାନ ଫୋଡିଲେ ଝିଅ ମାନଙ୍କୁ ବହୁତ କଷ୍ଟ ହୋଇଥାଏ ।

Leave a Reply

Your email address will not be published. Required fields are marked *