ଯେଉଁ ପୁଅକୁ ଜନ୍ମ ଦେଇଥିଲେ ମହିଳା ଏବେ ସେହି ତା’ରି ପିଲାର ହେବାକୁ ଯାଉଛନ୍ତି ମା’, ଜେଜେ ମା’ ବଦଳରେ ଏବେ ମା’ କହିବ ନାତୁଣୀ

ବନ୍ଧୁଗଣ, ସାଧାରଣତଃ ଦୁନିଆରେ ନାନା ପ୍ରକାରର ଘଟଣା ମାନ ଦେଖିବାକୁ ମିଳିଥାଏ । ଅନେକ ଥର ମା’ ଏବଂ ଝିଅ ଏକା ସହିତ ଗର୍ଭବତୀ ହୋଇ 2 ପିଢୀ କୁ ଏକା ସହିତ ଜନ୍ମ ଦେଇଛନ୍ତି ତ ସେହିଭଳି ଶାଶୁ ବୋହୂ ମଧ୍ୟ ଏକା ସହିତ ଛୁଆ କୁ ଜନ୍ମ ଦେଇଥାନ୍ତି । କିନ୍ତୁ ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଅନୋଖା କାହାଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯେଉଁଥିରେ ନିଜ ସନ୍ତାନ କୁ ପାଳି ପୋଷୀ ବଡ କରିଥିବା ମହିଳା ନିଜ ପୁଅ ର ସନ୍ତାନ ର ମା’ ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

56 ବର୍ଷୀୟ ଏହି ମହିଳା ନିଜ ର-କ୍ତର ପୁଅ ର ସନ୍ତାନ କୁ ନିଜ ଗର୍ଭରେ ଧାରଣ କରିଛନ୍ତି । ଏହି ମହିଳା ଜଣଙ୍କ ଆମେରିକାର ରେ ବସବାସ କରନ୍ତି । ତାଙ୍କ ପୁଅ ଙ୍କ ବୟସ 32 ବର୍ଷ ହୋଇଥିବା ବେଳେ ବୋହୂ ଙ୍କ ବୟସ 30 ବର୍ଷ । ମହିଳା ଙ୍କ ନାମ ନେନ୍ସି ହୋଙ୍କ ଅଟେ । ତେବେ ସେ ନିଜ ପୁଅ ଏବଂ ବୋହୂ ନିମନ୍ତେ ସରୋଗେଟ ମଦର ହେବାର ନିର୍ଣ୍ଣୟ ନେଇଥିଲେ ।

ମହିଳା ଙ୍କ ଏହିଭଳି ନିର୍ଣ୍ଣୟ ସମ୍ବନ୍ଧରେ ଶୁଣିବା ପରେ ପରିବାର ଲୋକଙ୍କୁ ଝଟକା ଲାଗିଥିଲା । ମାତ୍ର ଡାକ୍ତର ଙ୍କ ପରାମର୍ଶ ଦ୍ଵାରା ଯେବେ ଏହାକୁ ସୁରକ୍ଷିତ କୁହାଗଲା ସେତେବେଳେ ସମସ୍ତେ ଏହାକୁ ନେଇ ରାଜି ହୋଇଗଲେ । ଏହା ପୂର୍ବରୁ ତାଙ୍କ ବୋହୂ 4 ଝିଅ ଙ୍କୁ ଜନ୍ମ ଦେଇଛନ୍ତି । କିନ୍ତୁ ଦୁଇଥର ଗର୍ଭଧାରଣ କରିବା ସମୟରେ ତାଙ୍କ ବୋହୂ ଙ୍କ ଗର୍ଭରୁ ଜାଆଁଳ ଛୁଆ ଜନ୍ମ ହୋଇଥିଲେ ।

ଏହି କାରଣ ଦ୍ଵାରା ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି କାରଣରୁ ପରିବାରକୁ ପୁନ୍ନର୍ବାର ବଢାଇବାର କଥା ଉଠିବାରୁ ନେନ୍ସି ଏହି କଥାକୁ ବୁଝି ତାଙ୍କ ପରିବାରକୁ ଆଗକୁ ବଢାଇବାରେ ଲାଗିଲେ । ଏହା ପୂର୍ବରୁ ସେ 5 ଟି ଛୁଆ କୁ ଜନ୍ମ ଦେଇ ସାରିଛନ୍ତି ଏଣୁ ବର୍ତ୍ତମାନ ମଧ୍ୟ ତାଙ୍କୁ ବିଶେଷ କଷ୍ଟ ହେଉନାହିଁ ।

ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ କିଛି ଲୋକ ଏହି ପରିବାରକୁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଆଲୋଚନା କରିବାରେ ଲାଗିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *