Odia Gk Questions- ଏମିତି କେଉଁ ଜିନିଷ ଅଛି ଯାହାକୁ କାଟି ଦେଲେ ସମସ୍ତେ ଗୀତ ଗାଆନ୍ତି ? କଣ ଆପଣ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ । ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ ।

ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦ ଦାୟକ ରହିବ । ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ ।

୧- ଏମିତି କଣ ଅଛି ଯାହାକୁ କଟିବା ପରେ ଆପଣ ଗୀତ ଗାଇଥାନ୍ତି ?

ଉତ୍ତର- ଜନ୍ମଦିନ କେକ ।

୨- ଏମିତି କେଉଁ ଜାଗା ଅଛି ଯେଉଁଠି ୧୦୦ ଲୋକ ଯାଇଥାନ୍ତି କିନ୍ତୁ ୯୯ ଲୋକ ଫେରିଥାନ୍ତି ?

ଉତ୍ତର- ଶ୍ମଶାନ ।

୩- କେଉଁ ପଶୁର ଜିଭ କଳା ରଙ୍ଗ ହୋଇଥାଏ ?

ଉତ୍ତର- ଜିରାଫ ।

୪- ଏମିତି କିଏ ଅଛି ଯାହାର ୪ଟି ଗୋଡ ଥାଇ ବି ସେ ଚାଲିପାରେ ନାହି ?

ଉତ୍ତର- ଟେବଲ ।

୫- ଏମିତି କଣ ଅଛି ଯାହାକୁ ଆମେ ଦେଖିଥାଉ କିନ୍ତୁ ଛୁଇଁ ପାରିବା ନାହି ?

ଉତ୍ତର- ସ୍ଵପ୍ନ । 

୬- ଏମିତି କେଉଁ ଜିନିଷ ଅଛି ଯାହା ଥଣ୍ଡାରେ ତରଳିଥାଏ ?

ଉତ୍ତର- ମହମବତୀ ।

୭- ଏମିତି କେଉଁ ପଶୁ ଅଛି ଯିଏ ଆଘାତ ପାଇବା ପରେ ମଣିଷ ପରି କାନ୍ଦିଥାଏ ?

ଉତ୍ତର- ଭାଲୁ ।

୮- ଏମିତି କଣ ଅଛି ଯାହା ଉପର ତଳେ ହୋଇଥାଏ କିନ୍ତୁ ହଲେ ନାହି ?

ଉତ୍ତର- ତାପମାତ୍ରା ।

୯- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ସହ ଥାଏ କିନ୍ତୁ ଆନ୍ଧାରରେ ନୁହେଁ ?

ଉତ୍ତର- ଛାଇ । 

୧୦- ସେ କିଏ ଯିଏ ନାକ ଉପରେ ଚଢିଥାଏ ଓ କାନ ଧରି ପଢାଇଥାଏ ?

ଉତ୍ତର- ଚଷମା ।

୧୧- ସେ କିଏ ଯିଏ ହୃଦୟରେ ଅଛି ମନ ରେ ଅଛି କିନ୍ତୁ ଧଡକନ ରେ ନାହି ?

ଉତ୍ତର- ଅମୀର ଖାନ ।

୧୨- ବିଶ୍ଵର ପ୍ରଥମ ବିଶ୍ଵବିଦ୍ୟାଳୟର ନାମ କଣ ?

ଉତ୍ତର- ତକ୍ଷଶିଳା ।

୧୩- ଅନ୍ତରିକ୍ଷରେ ପହଞ୍ଚିଥିବା ବିଶ୍ଵର ପ୍ରଥମ ବ୍ୟକ୍ତି କିଏ ?

ଉତ୍ତର- ମେଜର ୟୁରୀ ଗାଗାରିନ ।

୧୪- କେଉଁ ଦେଶରେ ଗୋଟେ ବି ନଦୀ ନାହି ?

ଉତ୍ତର- ସାଉଦି ଆରବ ।

୧୫- ବିଶ୍ଵର ସବୁଠାରୁ ପୁରାତନ ଭାଷାର ନାମ କଣ ?

ଉତ୍ତର- ସଂସ୍କୃତ ।

୧୬- ଚଉକି ଉପରେ ବସିଛି ଗୋଟେ ରାଣୀ, ସିଟ ଉପରେ ନିଆଁ ରେ ପାଣି କୁହ କଣ ?

ଉତ୍ତର- ମହମବତୀ ।

୧୭- ଏମିତି କେଉଁ ଜିନିଷ ଅଛି ଯିଏ କୁଦି କୁଦି ଜନ୍ମ ହୁଏ ?

ଉତ୍ତର- ପପକର୍ଣ୍ଣ ।

୧୮- ଏମିତି କେଉଁ ଫଳ ଅଛି ଯାହାକୁ ସିଧା କରିଲେ ଝିଅର ନାମ ଆସିଥାଏ ? କୁହ କଣ ?

ଉତ୍ତର- ଆତ । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *