Odia Gk Questions- ଅମୃତଭଣ୍ଡା ସହ କଣ ଖାଇଲେ ମଣିଷ ମରିପାରେ ? 99 % ଲୋକ ଜାଣନ୍ତି ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ । ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ ।

ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦ ଦାୟକ ରହିବ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ । ୧- ଭାରତର କେଉଁ ରାଷ୍ଟ୍ରପତି ଖବରକାଗଜ ବିକ୍ରି କରିଥିଲେ ?

ଉତ୍ତର- ଏପିଜେ ଅବଦୁଲ କଲାମ ।

୨- ଭାରତରେ ସୁନାର ଖଣି କେଉଁଠି ଅଛି ?

ଉତ୍ତର- କର୍ଣ୍ଣାଟକ ।

୩- ଗୌତମ ବୁଦ୍ଧଙ୍କ ବୋଧଗୟା ରେ କେଉଁ ଗଛ ତଳେ ଜ୍ଞାନ ପ୍ରାପ୍ତ ହୋଇଥିଲା ?

ଉତ୍ତର- ଓସ୍ତ । 

୪- କେଉଁ ଦେଶ ଦୁନିଆରେ ସବୁଠାରୁ ଅଧିକ ସୌର ଊର୍ଜାର ଉପୋଯୋଗ କରିଥାଏ ?

ଉତ୍ତର- ଚୀନ ।

୫- ଭାରତରେ ପ୍ରଥମେ ସୂର୍ଯ୍ୟ କେଉଁଠି ଉଦୟ ହୋଇଥାଏ ?

ଉତ୍ତର- ଅରୁଣାଚଳ ପ୍ରଦେଶ ।

୬- ପୃଥିବୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ୨୨ ଏପ୍ରିଲ ।

୭- ପାକିସ୍ତାନର ରାଷ୍ଟ୍ରୀୟ ଖେଳ କଣ ?

ଉତ୍ତର- ହକି ।

୮- କେଉଁ ଜୀବର ହାଡ ସବୁଠାରୁ ଅଧିକ ମଜବୁତ ?

ଉତ୍ତର- ବାଘ ।

୯- ଭାରତରେ ନୋଟ କେତେ ଜାଗାରେ ଚପାଜାଏ ?

ଉତ୍ତର- ୪ଟି ।

୧୦- ଫାଶୀ ଦଣ୍ଡ କିଏ କ୍ଷମା କରିପାରିବେ ?

ଉତ୍ତର- ଏସିୟା ।

୧୧- କେଉଁ ଫଳରେ ୨୫% ପବନ ଥାଏ ?

ଉତ୍ତର- ସେଓ ।

୧୨- ଭାରତର ଜଳୀୟ ଜୀବ କିଏ ?

ଉତ୍ତର- ଡଲଫିନ ।

୧୩- ଭାରତର କେଉଁ ନଦୀକୁ ରକ୍ତର ନଦୀ ନାମେ ଜଣାଯାଏ ?

ଉତ୍ତର- ଲୋହିତ ନଦୀ ।

୧୪- ଫଳ ଉତ୍ପାଦନରେ ଭାରତର ବିଶ୍ଵର କେଉଁ ସ୍ଥାନ ଅଛି ?

ଉତ୍ତର- ଦ୍ଵିତୀୟ ।

୧୫- ଏମିତି କେଉଁ ପଶୁ ଅଛି ଯିଏ ଅକ୍ସିଜେନ ନେଇଥାଏ ଓ ଛାଡିଥାଏ ?

ଉତ୍ତର- ଗାଈ ।

୧୬- ମନୁଷ୍ୟର ସମୁଦାୟ କେତେ ପ୍ରକାରର ଦାନ୍ତ ହୋଇଥାଏ ?

ଉତ୍ତର- ୪ଟି ।

୧୭- ୧୯୫୦ ଇ. ପୂର୍ବରୁ ଉତ୍ତର ପ୍ରଦେଶର ପୁରୁଣା ନାମ କଣ ଥିଲା ?

ଉତ୍ତର- ସଂଯୁକ୍ତ ପ୍ରାପ୍ତ ।

୧୮- ଭାରତରେ କେଉଁ ରାଜ୍ୟରେ କେବଳ ୨ଟି ଜିଲ୍ଲା ଅଛି ?

ଉତ୍ତର- ଗୋଆ ।

୧୯- ଦିଲ୍ଲୀ ଦେଶର ରାଜଧାନୀ କେବେ ହୋଇଥିଲା ?

ଉତ୍ତର- ୧୯୧୧ଇ. ।

୨୦- କେଉଁ ରାଜ୍ୟକୁ ମଶାଲାର ବଗିଚା କୁହାଯାଏ ?

ଉତ୍ତର- କେରଳ ।

୨୧- ଅନ୍ତରିକ୍ଷରେ ଯାଇଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର- କଳ୍ପନା ଚାୱଲା ।

୨୨- ଭାରତର ପ୍ରଥମ ବ୍ୟାକିଙ୍ଗ ରୋବଟର ନାମ କଣ ?

ଉତ୍ତର- ଲକ୍ଷ୍ମୀ ।

୨୩- ଅଙ୍ଗୁରରେ କେତେ ପ୍ରତିଶତ ପାଣି ହୋଇଥାଏ ?

ଉତ୍ତର- ୮୨% । 

୨୪- ଅମୃତଭଣ୍ଡା ସହ କଣ ଖାଇଲେ ମଣିଷ ମରିପାରେ ?

ଉତ୍ତର- ଲେମ୍ବୁ ।  

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *