‘ଘରେ ନକହି ବାହା ହେବା ସୁମିତ-ତପସ୍ୱିନୀଙ୍କ ପ୍ରଥମ ଭୁଲ, Pramila ଙ୍କୁ ଦାୟୀ କରି ତାଙ୍କୁ…’ ସୋସିଆଲ ମିଡିଆରେ Sumit ମହିଳା ଜଣକ ଯାହା କହିଲେ ନା, ଶୁଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀଙ୍କ ପାରିବାରିକ ମାମଲାରେ ପ୍ରତିଦିନ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ସାରା ଓଡିଶାରେ ଚର୍ଚା ଚାଲିଛି । ବନ୍ଧୁଗଣ ବର୍ତ୍ତମାନ ତପସ୍ଵିନୀ ଓ ସୁମିତଙ୍କ ମାମଲା ବ୍ୟକ୍ତିଗତ ହୋଇଗଲାଣି । ଉଭୟ ସୁମିତ ଓ ତପସ୍ଵିନୀ ପରସ୍ପରର ଚରିତ୍ରକୁ ନେଇ ମଧ୍ୟ ଅନେକ ବୟାନ ଦେଇ ସାରିଲେଣି । ତେବେ ବର୍ତ୍ତମାନ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଓ ଏହି ଭିଡିଓରେ ଜଣେ ମହିଳା ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ମହିଳାଙ୍କ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମହିଳା ଜଣକ ଭିଡିଓରେ କହୁଛନ୍ତି-‘ନମସ୍କାର ମୋ ନାଁ ହେଉଛି ଚିନ୍ମୟୀ ପ୍ରିୟଦର୍ଶନୀ ମୁ ଆଜି ସୁମିତ ଓ ତପସ୍ଵିନୀଙ୍କ ବିଷୟରେ କିଛି କହିବା ପାଇଁ ଚାହୁଁଛି ।

ବହୁତ ଦିନ ହେଲାଣି ଆମେ ଏହି କେସ ଦେଖି ଆସୁଛୁ ଓ ଏତେ ଦିନ ହେବା ସତ୍ବେ ଏହି କେସର କୌଣସି ସମାଧାନ ହୋଇ ନାହିଁ । ଦିନକୁ ଦିନ ଏହି ମାମଲାଟି ବେସ କ୍ରିଟିକାଲ ହେଇଯାଉଛି ଓ ଏଥିପାଇଁ ଦାୟୀ ହେଉଛନ୍ତି ସୁମିତଙ୍କ ବାପା ଆଉ ସୁମିତ ମଧ୍ୟ’ । ଆଗକୁ ସେ କହିଛନ୍ତି-‘ଯଦି ଆପଣଙ୍କ ସ୍ତ୍ରୀ ଚାହୁଁଛନ୍ତି ଆପଣଙ୍କ ସହ ରହିବା ପାଇଁ ଓ ଆପଣ ନିଜ ଘରେ ନକହି ରେଜିଷ୍ଟର ମ୍ୟାରେଜ କରିଛନ୍ତି ତା ବି ଘରେ ନକହି ।

ଏଇଟା ଆପଣ ଦୁଇଜଣଙ୍କ ଭୁଲ ହେଲେ ଏବେ ଆପଣ କହୁଛନ୍ତି ଆମ ଇଛା ହେଲେ ଆମେ ରଖିବୁ ନହଲେ ବିଦା କରିଦେବୁ । ଦେଖନ୍ତୁ ଏଇଟା ଖେଳାଘର ନୁହେଁ ସେ କେବଳ ଗୋଟିଏ କଥା ଦାବି କରୁଛନ୍ତି ଆପଣଙ୍କ ସହ ରହିବା ପାଇଁ ତ ଆପଣ କଣ ପାଇଁ ଲୁଚୁ ଛନ୍ତି ଓ ଅଡିଓ ଛାଡି କହୁଛନ୍ତି ଆପଣଙ୍କ ଘରର ଗେଟ ଭାଙ୍ଗିଦେଲେ’ ।

ଆଗକୁ ସେ କହିଛନ୍ତି -‘ଆପଣଙ୍କ ଘରର ଗେଟ ତପସ୍ଵିନୀ ଦାସ ଭାଙ୍ଗି ନାହାନ୍ତି ସାଧାରଣ ଲୋକ ଗେଟ ଭାଙ୍ଗି ତାଙ୍କୁ ପୁରେଇ ଛନ୍ତି ଆପଣଙ୍କ ଘରେ । ଏହା ବ୍ୟତୀତ ଲୋକମାନେ ମଧ୍ୟ ବିରକ୍ତ ହୋଇଗଲେଣି ଏହା ଦେଖି ଦେଖି ଆମେ ଓଡିଶା ବାହାରେ ରହି ଆମକୁ ବି ବହୁତ ଖରାପ ଲାଗୁଛି ।

କେବେ ଏହି କେସର ସମାଧାନ ହେବ ଆମେ ଅପେକ୍ଷା କରିଛୁ ହେଲେ ସମାଧାନ ନ ହୋଇ ଦିନକୁ ଦିନ ଏହି କେସ ବିଗିଡିବାରେ ଲାଗିଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ ନିଜର ପ୍ରତିକ୍ରିୟା ରଖିଛନ୍ତି ତେବେ ମହିଳାଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *