20 Interesting Gk Questions: କେଉଁ ଜିନିଷ ଶୁଖିଲାରେ 2kg, ଓଦା ହେଲେ 1kg ଓ ଜଳିଗଲେ 3 kg, କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧:- କେଉଁ ଜୀବ ଜୀବନରେ କେବେ ଶୁଏ ନାହିଁ ?

ଉତ୍ତର – ପିମ୍ପୁଡ଼ି ।

୨:- ଏମିତି କେଉଁ ମସଲା ଯେଉଁଥିରେ ଗୋଟିଏ ସହରର ନାମ ଆସିଥାଏ ?

ଉତ୍ତର – କାଶ୍ମୀର ଚିଲି ।

୩:- ଡିସେମ୍ବର ମାସରେ ଉତ୍ତର ମେରୁରେ କେଉଁ ଋତୁ ଆସିଥାଏ ?

ଉତ୍ତର – ଶୀତଋତୁ ।

୪:- କେଉଁ ଲାଇଟ ଜଳେ ନାହିଁ ?

ଉତ୍ତର – ସନ ଲାଇଟ ।

୫:- ଜନ୍ମ ହେବାର କେତେଦିନ ପରେ ଗୋଟେ ଶିଶୁ ହସିଥାଏ ?

ଉତ୍ତର – ୧ ମାସ ପରେ ।

୬:- କେଉଁ ଜିନିଷ ଶୁଖିଲେ ୨KG ଆଉ ଓଦା ହେଲେ ୧KG ଏବଂ ଜଳିଗଲେ ୩KG ହୋଇଥାଏ ?

ଉତ୍ତର – ସଲଫର ।

୭:- ବାରବାଟୀ ଦୂର୍ଗ କିଏ ତିଆରି କରିଥିଲେ ?

ଉତ୍ତର – ଅନଙ୍ଗ ଭୀମଦେବ ।

୮:- କେବେ କଟକ ପ୍ରତିଷ୍ଠିତ ହୋଇଥିଲା ?

ଉତ୍ତର – ୯୮୯ ଖ୍ରୀ. ଅ.

୯:- ଓଡ଼ିଶାରେ କିଏ ଶାଲ ପ୍ରଚଳନ କରିଥିଲେ ?

ଉତ୍ତର – ଯଯାତି କେଶରୀ ।

୧୦:- ଓଡ଼ିଶାର ଦ୍ଵିତୀୟ ଖାରବେଳ କିଏ ?

ଉତ୍ତର – କପିଳେନ୍ଦ୍ରଦେବ ।

୧୧:- ଅଶୋକଙ୍କ ଶିଳାଲିପି କେଉଁଠି ଦେଖାଯାଏ ?

ଉତ୍ତର – ଧଉଳି, ଜଉଗଡ ।

୧୨:- ସୋମବଂଶର ରାଜାମାନେ କେଉଁ ବଂଶର ନାମିତ ?

ଉତ୍ତର – କେଶରୀ ବଂଶ ।

୧୩:- ଓଡ଼ିଶାରେ କେଉଁ ରାଜବଂଶର ଶାସନ କାଳ ସୁବର୍ଣ୍ଣ ଯୁଗ ବୋଲି ଅଭିହିତ ?

ଉତ୍ତର – ଗଙ୍ଗବଂଶର ରାଜତ୍ଵକାଳ ।

୧୪:- ଯୋବ୍ରା ଆନିକଟ କେବେ ନିର୍ମିତ ?

ଉତ୍ତର – ୧୮୭୪

୧୫:- ହୀରାକୁଦ ବନ୍ଦର ଶୁଭାରମ୍ଭ କେବେ ?

ଉତ୍ତର – ୧୯୪୮

୧୬:- ମହାତ୍ମାଗାନ୍ଧୀ କେବେ ଓଡ଼ିଶା ଆସିଥିଲେ ?

ଉତ୍ତର – ୧୯୨୧

୧୭:- ରଭେନ୍ସା କଲେଜ କେବେ ସ୍ଥାପିତ ?

ଉତ୍ତର – ୧୮୭୬

୧୮:- ଖାରବେଳଙ୍କ ରାଜଧାନୀର ନାମ କଣ ଥିଲା ?

ଉତ୍ତର – କଳିଙ୍ଗ ନଗର ।

୧୯:- ଓଡ଼ିଶା ପ୍ରାଚୀନ ବନ୍ଦର କେଉଁଠି ଥିଲା ?

ଉତ୍ତର – ତାମ୍ରଲିପ୍ତ ।

୨୦:- ବାରବାଟୀ ଦୂର୍ଗ କେବେ ନିର୍ମିତ ହୋଇଥିଲା ?

ଉତ୍ତର – ୧୦ ମ ଶତାବ୍ଦୀ ।

୨୧:- ବକ୍ସି ଜଗବନ୍ଧୁ ବିଦ୍ୟାଧର କିଏ ?

ଉତ୍ତର – ପାଇକ ବିଦ୍ରୋହର ନେତା ।

୨୨:- ସବୁଜ ହେଲେ ପତର ନୁହେଁ ନକଲ କଲେ ମାଙ୍କଡ ନୁହେଁ ଯାହା ଶିଖିବ ତାହା କହିବ, କିଏ ସେ ସିଏ ?

ଉତ୍ତର – ଆଇନା / ଦର୍ପଣ ।

Leave a Reply

Your email address will not be published. Required fields are marked *