‘ଆବାଜ ଶୁଣିକି ଭାବିଲି ମରିଯିବି’ ବିସ୍ଫୋରଣରେ ଉଡ଼ିଲା ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାର ଛାତ, ନିଜର ଛାତିଥରା ଅନୁଭୂତି କହିଲେ ଏହି ମହିଳା, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛି । ଆପଣ ମାନେ ସମସ୍ତେ ଏହି ସବୁ ଘ-ଟ-ଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ଏକ ବଡ ଖବର ଆସିଛି । ବି-ସ୍ଫୋ-ର-ଣ-ରେ ଉ-ଡ଼ି-ଲା ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାର ଛାତ ।

ମି-ଡି-ଆ ରିପୋର୍ଟସ ଅନୁସାରେ ବଳଙ୍ଗା ଥାନା ଦ୍ୱାରା ଯୋଉଁ ସବୁ ବି-ସ୍ଫୋ-ର-କ ଜ-ବ-ତ କରି ମାଲଖାନାରେ ରଖାଯାଇଥିଲା ତାହା କୌଣସି କାରଣ ବସତଃ ବି-ସ୍ଫୋ-ର-ଣ ହୋଇଥିଲା । ବଳଙ୍ଗା ଥାନା ବି-ସ୍ଫୋ-ର-ଣ କୁ ନେଇ ସ୍ଥାନୀୟ ବାସିନ୍ଧା ଯୁବତୀ ଜଣକ ନିଜର ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯୁବତୀଙ୍କ ମତରେ-‘ଗତକାଲି ମୁ ଶୋଇଥିବା ବେଳେ ଏହି ଘ-ଟ-ଣା ଘ-ଟି-ଥି-ଲା । ରାତି ପାଖା ପାଖି ୧୨ଟା ହୋଇ ଯାଇଥିଲା । ଯେତେବେଳେ ବି-ସ୍ପ-ର-ଣ ହେଲା ସେତେବେଳେ ମୁ ଉଠି ଗଲି ମୋ ଦେହ କ-ମ୍ପୁ ଥିଲା’ । ଆଗକୁ ମହିଳା କହିଛନ୍ତି-‘ଏତେ ଜୋ-ର-ରେ ଆ-ବା-ଜ ହେଲା ମୁ ଭାବିଲି ମ-ରି-ଯି-ବି । ସେ ଆବାଜ ଶୁଣି ମୋର ଅବସ୍ତା ଖରାପ ହୋଇ ଯାଇଥିଲା । ମୋ ଦେହ ବହୁତ ଖ-ରା-ପ ଲାଗୁଛି ମୋ ମୁ-ଣ୍ଡ ବୁଲାଉଛି ମୁ କଣ କହିବି କିଛି ବୁଝି ପାରୁନି’ ।

ମୋ ସ୍ଵାମୀ ତାଙ୍କ ସାଙ୍ଗ ପାଖକୁ ଯାନ୍ତି ମୁ ଏକା ରୁହେ ଘରେ । ରାତି ୧୨ଟା ୧୫ରେ ଘ-ଟ-ଣା ଘ-ଟି-ଥି-ଲା । ବି-ସ୍ପ-ର-ଣ ହେବା ପରେ ମୁ ବାହାରକୁ ଯାଇ ଦେଖିଥିଲି ସେତେବେଳେ ବାହାରୁ ବହୁତ ଧୂ-ଆଁ ବାହାରୁ ଥିଲା । ସେତେବେଳେ ମୁ ପୁରା ଡ-ରି ଯାଇଥିଲି ଏବେ ମୋ ଦେହ ବହୁତ ଖରାପ ହୋଇଯାଇଛି’ । ତା ହେଲେ ବନ୍ଧୁଗଣ ଏହି ପରିକା ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ହୋଇଛି । ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *