‘ପରମ ସୁନ୍ଦରୀ’ ଗୀତରେ ନାଚିଲେ Archita, ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଏହି Video ମଜା ଆସିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆସିବା ଦିନରୁ ଅର୍ଚ୍ଚିତା ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ଅର୍ଚ୍ଚିତା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଛନ୍ତି ।

ଗତ କିଛି ମାସ ତଳେ ଏହି ଦୁଇଜଣ ରାଜସ୍ଥାନରେ ବିବାହ କରିଥିଲେ । ବିବାହ ପରଠାରୁ ଅର୍ଚ୍ଚିତା ସୋ-ସି-ଆ-ଲ ମି-ଡି-ଆରେ ନିଜର ନୂଆ ନୂଆ ଭିଡିଓ ଓ ଫଟୋସ ଅପଲୋଡ କରୁଛନ୍ତି । ତାଙ୍କର ସମସ୍ତ ଭିଡିଓ ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ଅର୍ଚ୍ଚିତା ନିଜର ଏକ ନୂଆ ଭିଡିଓ ପାଇଁ ବହୁତ ଚର୍ଚାରେ ଅଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅର୍ଚ୍ଚିତାଙ୍କ ଏହି ଭିଡିଓ ବିଷୟରେ ।

ଅର୍ଚ୍ଚିତା ନିଜର ଏହି ନୂଆ ଭିଡିଓରେ ଲୋକପ୍ରିୟ ଗୀତ ‘ପରମ ସୁନ୍ଦରୀ’ରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଗୀତଟି ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଓ ଅଧିକାଂଶ ସେଲିବ୍ରେଟି ଏହି ଗୀତର ରି-ଲ୍ସ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରୁଛନ୍ତି । ଅର୍ଚ୍ଚିତା ମଧ୍ୟ ଏହି ଗୀତର ଭିଡିଓ କରି ଗତ କିଛି ସମୟ ତଳେ ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ କରିଛନ୍ତି ।

ଏହି ଭିଡିଓରେ ଅର୍ଚ୍ଚିତା ଏକ ହଳଦିଆ ରଙ୍ଗର ଲହଙ୍ଗାରେ ନଜର ଆସୁଛନ୍ତି ଓ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଅର୍ଚ୍ଚିତାଙ୍କ ଏହି ଭିଡିଓକୁ ଲୋକମାନେ ବେସ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତାଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *