ଦେଖନ୍ତୁ ଏହି ମହିଳା ଜଣକ କଣ କହୁଛନ୍ତି ହସି ହସି ପେଟ ଦରଜ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହାଦ୍ୱାରା ଲୋକମାନେ ନିଜ ଟ୍ୟାଲେଣ୍ଟ ଦେଖାଇ ବା ଲୋକ ମାନଙ୍କ ମନୋରଞ୍ଜନ କରି ଅତି ସହଜରେ ଫେମସ ହୋଇପାରିବେ । ଠିକ ସେହି ପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା ଏପରି କିଛି କଥା କହୁଛନ୍ତି ଯାହା ଦେଖିଲେ ଆପଣ ମାନେ ହସି ହସି ଗଡିବେ ।

ମହିଳା ଜଣକ ଯେଉଁ ଭଳି ଭାବରେ ଏହି ଭିଡିଓରେ ଅଭିନୟ କରୁଛନ୍ତି ତାହା କୌଣସି କଳାକାର ଠାରୁ କମ ନୁହେଁ । ଭାଇରାଲ ହେଉଥିବା ଭିଡିଓରେ ମହିଳା ଜଣକ ନିଜ ସାଙ୍ଗଙ୍କୁ ଫୋନ କରି ନିଜ ସ୍ଵାମୀ ବିଷୟରେ ଏପରି କିଛି କଥା କହୁଛନ୍ତି ଯାହା ଜାଣିଲେ ଆପଣ ମାନେ ବହୁତ ହସିବେ । ବନ୍ଧୁଗଣ ମହିଳା ଏହି ଭିଡିଓରେ ନିଜ ସାଙ୍ଗକୁ ଫୋନ କରି କହୁଛନ୍ତି-‘ମିନୁ ମୁ କଣ ଶୁଣିଲି ତୁ ତୋ ସ୍ଵାମୀକୁ ଛାଡପତ୍ର ଦେଉଛୁ’ ।

ଆଗଜକୁ ମହିଳା କହିଛନ୍ତି-‘ଆରେ ଏତେ ଛୋଟ କଥା ପାଇଁ କାହିଁକି ରାଗୁଛୁ ମୁ ତ ଯେମିତି ଅଛି ତୁ ମୋ ଠାରୁ ଭଲରେ ଅଛୁ । ମୋ ସ୍ଵାମୀ ପହଡଦିନ ମୋ ସାଙ୍ଗରେ ଲାଗିଲା ମାଡ ଏମିତି ହେଲା ମୋ ହାତରେ ପଟେ ଚୁଡି ରହିଲା ନାହିଁ । ଆଜି ସକାଳେ ବି ସେମିତି ଲାଗିଲା ଯେ, ମୋ ହାତରେ ବେଲଣା ପେଢି ଟା ଥିଲା ସେଥିରେ ଏମିତି ମାରିଲି ମୋ ହାତରେ ବିଣ୍ଡି ପଡିଯାଇଛି’ ।

ଆଗକୁ ମହିଳା ଜଣକ କହିଛନ୍ତି-‘ହେଲେ ତାକୁ କାଟିଲା କି ନାହିଁ ମୁ ଜାଣି ନାହିଁ । କିନ୍ତୁ ମୁ ଏସବୁ ସମ୍ଭାଳି କି ରହିଛି ନା ନାହିଁ ସାତ ଜନ୍ମକୁ ସାଥି କଲେ ଦରକାର ପଡିଲେ ଏମିତି ଚାରି ପାଞ୍ଚ ଖୁନ୍ଦା ଦେବା ହେଲେ କଣ ଛାଡିକି ପଳେଇବା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହିଳାଙ୍କ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ’ ।

Leave a Reply

Your email address will not be published. Required fields are marked *