ସରକାରଙ୍କ ବଡ ଘୋଷଣା ! ପ୍ରତ୍ୟକ ମହିଳାଙ୍କୁ ପ୍ରତି ମାସରେ ମିଳିବ 1000 ଟଙ୍କା…

ବନ୍ଧୁଗଣ ଗତ କିଛି ସମୟ ହେବ ମହିଳା ମାନଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ବଡ ଖବରଟି ବିଷୟରେ ମହିଳା ମାନେ ଜାଣିଲେ ବେସ ଅଧିକ ଖୁସି ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ମିଡିଆ ରିପୋର୍ଟସ ଅନୁସାରେ ଏଣିକି ମହିଳା ମାନଙ୍କୁ ମିଳିବ ହଜାର ଟଙ୍କା ।

ପ୍ରତ୍ୟକ ମହିଳାଙ୍କୁ ମାସକୁ ଏହି ଟଙ୍କା ଦେବେ ସରକାର । ନିର୍ବାଚନ ଜିତିବା ପରେ ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ପଞ୍ଜାବ ସରକାର । ପଞ୍ଜାବର ଆମ ଆଦାମି ପାର୍ଟି ସରକାର ପ୍ରତି ମହିଳାଙ୍କୁ ମାସକୁ ଦେବାକୁ ଯାଉଛନ୍ତି ଏକ ହଜାର ଟଙ୍କା । ନିର୍ବାଚନ ସମୟରେ ଆଆପ ସରକାର ମହିଳା ମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିବାକୁ ଯାଉଛନ୍ତି ।

କ୍ୟାଭିନେଟ ମନ୍ତ୍ରୀ ବଲଜିତ କୌର କହିଛନ୍ତି, ଆଗାମୀ ଏକ ମାସରୁ ଦୁଇ ମାସ ମଧ୍ୟରେ 18 ବର୍ଷ ବୟସରୁ ଉର୍ଦ୍ଧ ମହିଳା ମାନଙ୍କୁ ଏକ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ପୂରଣ କରିବେ । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆଆପ ମୁଖ୍ୟ ଅରବିନ୍ଦ କେଜ୍ରିବାଲ ପ୍ରତିଶ୍ରୁତି ଦେଇଥିଲେ କି, ମହିଳା ଶଶକ୍ତି କରଣ ପାଇଁ ଯଦି ତାଙ୍କ ସରକାର ପଞ୍ଜାବରେ କ୍ଷମତାକୁ ଆସନ୍ତି ତା ହେଲେ ପ୍ରତ୍ୟକ ମହିଳାଙ୍କୁ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇବା ଅଭିଯାନ ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ମହିଳା ମାନଙ୍କ ନାମ ପଞ୍ଜୀକରଣ କରେଇବା ସହ ସେମାନଙ୍କୁ ସ୍ଲିପ ପ୍ରଦାନ କରିଥିଲେ । କେଜ୍ରିବାଲଙ୍କ ଏହି ଘୋଷଣାରେ ବିରୋଧୀ ଅନେକ ହଙ୍ଗାମା କରିଥିଲେ । ଯେଉଁଠି ଭଣ୍ଡାର ଖାଲି ଅଛି ଟଙ୍କା କେମିତି ଆସିବ ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । ବିରୋଧୀଙ୍କ ପ୍ରଶ୍ନର ଜବାବ ରଖି କେଜ୍ରିବାଲ ଭିଡିଓ କରି କହିଥିଲେ, ମହିଳାଙ୍କୁ ହଜାର ଟଙ୍କା ଦେଇଦେଲେ ପଞ୍ଜାବର ଭଣ୍ଡାର ଖାଲି ହୋଇଯିବ ନାହିଁ ।

ପଞ୍ଜାବ ନିର୍ବାଚନରେ ଆଆପ ଲୋକ ମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା । ମହିଳାଙ୍କୁ ହଜାର ଟଙ୍କା ଦେବା ସହିତ ମାଗଣା ଚିକିତ୍ସା ଦେବାକୁ ମଧ୍ୟ କହିଥିଲା । ରାଜ୍ୟ ସରକାରଙ୍କ ତରଫରୁ ସେଠାରେ ଥିବା ହସ୍ପିଟାଲ ଗୁଡିକୁ ବିଳାସ ପୂର୍ଣ୍ଣ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *