ବିଲୁଅମାରି ମୁହାଣ ନିକଟ ସମୁଦ୍ରରେ ଲାଗିଛି ବିରାଟ ଟ୍ୟାଙ୍କର, ଯାହାକୁ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ, କଣ ଅଛି ଏହି ଟ୍ୟାଙ୍କର ରେ ?

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ଆପଣ ଅନେକ ଥର ଦେଖିଥିବେ କି ସମୁଦ୍ରରେ କିଛି ବଡ଼ ବଡ଼ ଜନ୍ତୁ ସମୁଦ୍ରରେ ଆସି ଲାଗି ଯାଆନ୍ତି ।

ଯେପରି ଥରେ ଦେଖା ଯାଇଥିଲା କି ଏକ ବଡ଼ ତିମି ମାଛ ଆସି ସମୁଦ୍ର କୂଳରେ ଆସି ଲାଗି ରହିଥିଲା ଯାହାକୁ ଦେଖି ଲୋକମାନେ ଭୟବିତ ହୋଇ ଯାଇଥିଲେ । ତେବେ ଏହି ଭଳି ଘଟଣା ପ୍ରାୟତଃ ଦେଖିବାକୁ ମିଳିଥାଏ । ତେବେ ସେହି ଭଳି ବର୍ତ୍ତମାନ ଏକ ଦୃଶ୍ୟ ଦେଖିବାକୁ ମିଳୁଛି ।

ତେବେ ପୁରୀ କୃଷ୍ଣପ୍ରସାଦ ସମୁଦ୍ର କୂଳରେ ଲାଗିଛି ବିରାଟକାୟ ଟ୍ୟାଙ୍କର୍ । ଗବକୁଣ୍ଡ ଓ ସାନପାଟଣା ମଝିରେ ଥିବା ବିଲୁଆମାରୀ ମୁହାଣରେ ୨ ଦିନ ହେବ ଟ୍ୟାଙ୍କରଟି ଲାଗିଛି । ଫଳରେ ସ୍ଥାନୀୟ ଲୋକେ ଏହାକୁ ଦେଖି ଭୟବିତ ଅବସ୍ଥାରେ ଅଛନ୍ତି । ପୂର୍ବରୁ ଖିରିସାହି ନିକଟରେ ଲାଗିଥିଲା ଭାଲେସାଆ ଜହାଜ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *