ମହାନଦୀକୁ କାହିଁକି ଡେଇଁ ପଡିଲେ ସାର ? ଆତ୍ମହତ୍ୟା ନା ଆଉ କଣ ରହିଛି ରହସ୍ୟ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମହାନଦୀ କୁ ଡେ-ଇଁ ପ-ଡ଼ି-ଲେ ଲ୍ୟାବ ଆସିଷ୍ଟାଣ୍ଟ । ଡ୍ରାଇଭର କହିଲେ ସାର୍ ଡେ-ଇଁ ପଡ଼ିଲେ । ଉଛୁଳା ନଦୀ କୁ କାହିଁକି ଡେ-ଇଁ ପଡ଼ିଲେ ସାର୍ ? ଏହା ମା-ନ-ସି-କ ଚାପ ଅଥବା ପାରିବାରିକ ଅ-ଶା-ନ୍ତି ? ଖୋଜି ଖୋଜି ନୟାନ୍ତ । କିନ୍ତୁ ମିଳୁ ନାହିଁ ପତ୍ତା । ଆଜି ମହାନଦୀ ରେ ପୁଣି ଏକ ଅ-ଘ-ଟ-ଣ ଘ-ଟି-ଛି । ପ୍ରତିଷ୍ଠିତ ଏକ ସରକାରୀ କଲେଜ ରେ କାର୍ଯ୍ୟରତ ଥିବା ଲ୍ୟାବ ଆସିଷ୍ଟାଣ୍ଟ ଦେବାଶିଷ ଦାସ ନାମକ ଜଣେ ବ୍ୟକ୍ତି ମହାନଦୀ କୁ ଡେ-ଇଁ ପ-ଡ଼ି-ଲେ ।

କଟକ ର ଚାଉଁଳିଆଗଞ୍ଜ ଅଞ୍ଚଳ ରେ ଦେବାଶିଷ ଙ୍କ ଘର । ଟାଙ୍ଗି ଯିବା ସମୟରେ ବ୍ରିଜ ମଝିରେ ଗାଡ଼ି ରଖି ମହାନଦୀ କୁ ଲ-ମ୍ଫ ମା-ରି-ଥି-ବା ଦେବାଶିଷ ଙ୍କ ଡ୍ରାଇଭର କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେବାଶିଷ ନି-ଖୋ-ଜ ଥିବା ସୂଚନା ରହିଛି । ସାଙ୍ଗ ରେ ଥିବା ଡ୍ରାଇଭର କହିଛନ୍ତି ରାସ୍ତା ରେ ଯିବା ସମୟ ରେ ସାର୍ ଗାଡ଼ି ରଖିବାକୁ କହିଥିଲେ । ଗାଡ଼ି ରଖିବା ପରେ ନଦୀ କୁ ସାର୍ ଡେ-ଇଁ ପ-ଡ଼ି-ଥି-ଲେ । ତେବେ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ଜଣା ପଡ଼ିନାହିଁ ।

ନି-ଖୋ-ଜ ଦେବାଶିଷ ଙ୍କ ଭାଇ କହିଛନ୍ତି ଯେ, ଡ୍ରାଇଭର କୁ ଗାଡ଼ି ଅଟକାଇବା ନିମନ୍ତେ ବାଧ୍ୟ କରିଥିଲେ ଦେବାଶିଷ । ଗାଡ଼ି ଅଟକିବା ପରେ ସେ ଯାଇ ମହାନଦୀ କୁ ଡେ-ଇଁ ପଡ଼ିଲେ । ଗାଡ଼ି ରୁ ଓଲ୍ହାଇ ଡ୍ରାଇଭର ଯେତେବେଳେ ଦେଖିଲେ ସେତେବେଳେ ସେ ମହାନଦୀ ରେ ଭାସୁଥିଲେ । ଏହାପରେ ଅନ୍ୟ ବାଟରେ ଯାଇ ଦେଖିଲା ବେଳକୁ ସେ ନିଖୋଜ ହୋଇ ଯାଇଥିଲେ । ଏଭଳି ଅ-ଭା-ବ-ନୀ-ୟ ଘ-ଟ-ଣା ଘ-ଟି-ଛି ମହାନଦୀ ରେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚ-କି-ତ କରିଛି ।

ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଯେ, ଦେବାଶିଷ ଡେ-ଇଁ ପ-ଡ଼ି-ଛ-ନ୍ତି ଅଥବା ତା’ ଭିତରେ ଅନ୍ୟ କିଛି ଘ-ଟ-ଣା ରହିଛି ? ଯାହାକୁ ନେଇ ଖୋ-ଳ-ତା-ଳ କରୁଛି ପୋଲିସ । ସରକାରୀ ଚାକିରୀ କରୁଥିବା ଜଣେ କର୍ମଚାରୀ ମହାନଦୀ କୁ ଡେ-ଇଁ-ବା ପଛରେ କାରଣ କଣ ହୋଇପାରେ ? ମା-ନ-ସି-କ ଚା-ପ ଅଥବା ପାରିବାରିକ ଅଶାନ୍ତି । ଏହି ସବୁ ଭିତରେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ । ପୋଲିସ ତାଙ୍କୁ ଖୋ-ଜି-ବା-ର ନିଜର ସମସ୍ତ ପ୍ରଚେଷ୍ଟା ଜାରି ରଖିଛି ।

Leave a Reply

Your email address will not be published. Required fields are marked *