ହେ ପ୍ରଭୁ ! ଏତେ ଅନ୍ୟାୟ କଣ ପାଇଁ ? ଯେଉଁଠି ସାମ୍ବାଦିକଙ୍କ ପରିବାରକୁ ମିଳିଲା ଲକ୍ଷାଧିକ ଟଙ୍କାର ସହାୟତା, ସେଠି ଏହି ସାହାସୀ ଜବାନ ଙ୍କ ପାଇଁ କିଛି ନାହିଁ !

ନମସ୍କାର ବନ୍ଧୁଗଣ ମୁଣ୍ଡୁଳି ପାଖରେ ହାତୀ ଉଦ୍ଧାର ବେଳେ ବୋଟ ବୁ-ଡି ଯାଇ ସାମ୍ବାଦିକ ଙ୍କ ଜୀଵନ ଯିବା କଥା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି କିନ୍ତୁ ଏହା ଭିତରେ ସମସ୍ତେ ଭୁଲି ଯାଇଛନ୍ତି ଓଡ୍ରାଫ ଟିମ ର ଜଣେ ଯବାନ ସୀତାରାମ ମୁର୍ମୁ । ଯିଏ ନିଜ ଜୀଵନ କୁ ପାଣି ଛଡାଇ ନଦୀ ଭିତରେ ହାତୀ କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ମି-ଡି-ଆ-ରେ ହାଇଲାଇଟ ହେଲେ ଟିଆରପି ପାଇଁ ଯାଇଥିବା ସାମ୍ବାଦିକ ଅରିନ୍ଦମ ଙ୍କ ପରିବାର କୁ ମିଳିଲା ପ୍ରଚୁର ଟଙ୍କା ।

ହେଲେ ସରକାର ଭୁଲିଗଲେ ହାତୀ କୁ ବଂଚାଇବା ପାଇଁ ଯାଇଥିବା ଓଡ୍ରାଫ ଯବାନ ସୀତାରାମ ଙ୍କୁ ଲୋକମାନେ ମଧ୍ୟ ତାଙ୍କୁ ଭୁଲିଗଲେ । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁ-ଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ ।

ତେବେ ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରିପୋର୍ଟିଂ କରୁଥିଲେ ଏବଂ ହାତୀ ଉଦ୍ଧାର ର ଭି-ଡି-ଓ ଦେଖାଉଥିଲେ ତେବେ ସେହି ସମୟରେ ହଠାତ ପାଣି ର ସୁ-ଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ ସେହି ହସ୍ପିଟାଲରେ ହିଁ ଅରିନ୍ଦମ ନିଜର ଶେଷ ନି-ଶ୍ୱା-ସ ତ୍ୟାଗ କରିଥିଲେ । ତେବେ ଏହା ସହ ଓଡ୍ରାଫ ଟିମ ର ଜଣେ ସଦସ୍ୟ ସୀତାରାମ ସେ ମଧ୍ୟ ସେହି ପାଣି ର ସୁଅ ରେ ନି-ଖୋ-ଜ ହୋଇ ଯାଇଥିଲେ । ତେବେ ୨୪ ଘଂଟା ପରେ ତାଙ୍କ ଶ-ବ କୁ ଖୋଜି ମ-ହା-କା-ଳ-ପଡ଼ା ଗୁମିସ୍ ସାହି ନିକଟରୁ ଉଦ୍ଧାର କରାଯାଇଛି । ଏହି ଖବର ଶୁଣିବା ପରେ ତାଙ୍କ ପରିବାର ଲୋକ ଏକ ଦମ ଭା-ଙ୍ଗି ପଡି ଛନ୍ତି ଏବଂ ଶୋକାକୁଳ ର ପରିବେଶ ମଧ୍ୟ ଖେଳି ଯାଇଛି ।

ତେବେ ସୀତାରାମ ଙ୍କ ପତ୍ନୀଙ୍କ କହିବା କଥା ଥିଲା କି ସେ ଶୀଘ୍ର ଫେ-ରି ଆସିବେ ବୋଲି କହି ଯାଇଥିଲେ ଏବଂ ଆସିଲେ ତାଙ୍କ ଝିଅ ର କାଶ ଏବଂ ଦେହ ଖରାପ ରହୁଥିବାରୁ ଡାକ୍ତର ଙ୍କ ପାଖକୁ ନେଇ ଯାଇଥାନ୍ତେ । ସୀତାରାମ ଙ୍କ ଭାଇ ଙ୍କ କହିବାର ଥିଲା କି ତାଙ୍କ ଭାଇ ତାଙ୍କ ଡାହାଣ ହାତ ଥିଲେ ତାଙ୍କ ବଳ ଥିଲେ ଆଜି ସେ ନାହିଁ ମୁଁ ଭାଇ ବିହୀନ ହୋଇଗଲି ମୁଁ ଦୁର୍ବଳ ହୋଇଗଲି ।

ତେବେ ସୀତାରାମ ୫୦୦ ଲୋକ ଙ୍କୁ ଉଦ୍ଧାର କରିବାର ରେକର୍ଡ ତାଙ୍କ ନାମ ରେ ରହିଛି କିନ୍ତୁ ଆଜି ସେହି ଯବାନ ନିଜେ ଦୁ-ର୍ଘ-ଟ-ଣା ର ଶି-କା-ର ହୋଇ ଆଖି ବୁଜି ଦେଲେ । ତେବେ ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଏବଂ ଦୁଇଜଣ ପୁଅ ଝିଅ ଅଛନ୍ତି । ତେବେ ତାଙ୍କର ଅ-କା-ଳ ବି-ୟୋ-ଗ ସାରା ଓଡ଼ିଶାରେ ଶୋ-କ-ର ଛାୟା ଖେଳାଇ ଦେଇଛି ।

Leave a Reply

Your email address will not be published. Required fields are marked *