Tarot card reading; – ମହାଦେବଙ୍କ ସନ୍ଦେଶ ଆପଣଙ୍କ ପାଇଁ କ’ଣ ରହିବାକୁ ଯାଉଛି…Universe guidance.

ଆପଣଙ୍କ ଜୀବନରେ ଯାହା ବି କିଛି ଘଟୁଛି । ବା ଆପଣ ଯାହାବି କିଛି କରିବା ପାଇଁ ଭାବୁଛନ୍ତି । ଆପଣଙ୍କ ପାଇଁ ଇଶ୍ଵରଙ୍କର କଣ ସନ୍ଦେଶ ରହୁଛି ? ତେବେ ଏହା ଜାଣିବା ପାଇଁ ଆପଣଙ୍କୁ 1, 2, 3, 4 ଓ 5 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ଭଗବାନଙ୍କୁ ସ୍ମରଣ କରି ନିଜ ପାଇଁ ବାଛିଦିଅନ୍ତୁ । ଯାହା ଦ୍ଵାରା ଉପରବାଲାର ସୂଚନା ଆପଣଙ୍କ ପାଇଁ କଣ ଆଗାମୀ ସମୟରେ ରହିବାକୁ ଯାଉଛି ତାହା ଜାଣିପାରିବେ ।

1- ଆପଣ ଜଣେ ଷ୍ଟୁଡେଣ୍ଟ ହୋଇପାରନ୍ତି । ବା ଆପଣ ନିଜର କ୍ଯାରିଅର ପାଇଁ ଚିନ୍ତା କରୁଛନ୍ତି । ତେବେ ଯାହା ବି ଆପଣଙ୍କୁ କରିବାର ଅଛି । ସେଥିପାଇଁ ଆପଣଙ୍କୁ ନିଜର ବେଷ୍ଟ ଦେବା ପାଇଁ ପଡିବ । କାରଣ ଭଗବାନ ଆପଣଙ୍କ ସାଥିରେ ଅଛନ୍ତି । ଆପଣଙ୍କର ଛୋଟ ଛୋଟ ଭୁଲକୁ ସେ କ୍ଷମା କରି ଆପଣଙ୍କୁ ଆଗକୁ ବଢିବାର ରାସ୍ତା ଦେଖାଇବା । ହେଲେ ନିଜର କାମ ପୂରଣ ପାଇଁ ପରିଶ୍ରମ ତ ନିହାତି ଭାବେ କରିବାକୁ ପଡିବ ।

2- ଆପଣ ଜଣେ ବହୁତ ଭଲ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କ ପରିଶ୍ରମ ଓ ଭଗବାନଙ୍କ କୃପାରୁ ଯଦି ଜୀବନରେ ଆପଣ କିଛି ବି ଉନ୍ନତି କରନ୍ତି । ତେବେ ସେଥିରେ କେବେବି ଘମଣ୍ଡ କରିବେ ନାହିଁ । ଯଦି ଆପଣଙ୍କ ସ୍ଵଭାବ ଧୀରେ ଧୀରେ କୌଣସି କାରଣ ପାଇଁ ଉଗ୍ର ହେଉଛି ତେବେ ତାହାକୁ ସୁଧାରୀ ଭଲ ସ୍ଵଭାବ କରିବାକୁ ଚେଷ୍ଟା କରନ୍ତୁ ।

3- ଆପଣଙ୍କ ମନରେ ଯାହା ବି ଇଛା ରହିଛି । ତାହା ବହୁତ ଶୀଘ୍ର ଭଗବାନଙ୍କ ଆଶ୍ରୀବାଦରୁ ପୁରା ହେବାକୁ ଯାଉଛି । ଆପଣଙ୍କ ଭଲ କର୍ମର ଫଳ ସ୍ୱରୂପ ଆପଣଙ୍କ ସହ ଭଲ ହେବାକୁ ଯାଉଛି । ତେଣୁ ଆପଣଙ୍କ ଖୁସି ଆପଣଙ୍କ ଠାରୁ କେହି ବି ଛଡାଇ ନେଇପାରିବେ ନାହିଁ ।

4- ଜୀବନରେ ସୁଖ ଓ ଦୁଖ ଉଭୟ ଆସିଥାଏ । ଯଦି ଆପଣଙ୍କ ଜୀବନରେ ସେହିପରି କିଛି ପରିସ୍ଥିତି ଆସିଯାଇଛି । ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇ ଦେଇଛି । ତେବେ ଭଗବାନଙ୍କୁ ସ୍ମରଣ କରି କୌଣସି ଏକ ଭଲ ନିଷ୍ପତ୍ତି ନେବାକୁ ଚେଷ୍ଟା କରନ୍ତୁ । ହେଲେ ଜୀବନରେ କିଛି ବାଧା ଆସିଯିବା କାରଣରୁ ସେହି ଜାଗାରେ ଅଟକି ନରହି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।

5- ଆପଣ ବର୍ତ୍ତମାନ କଣ କରିବେ କଣ କରିବେ ନାହିଁ ? ତାହାକୁ ସଠିକ ଭାବେ ବିଚାର କରିପାରୁନହିଁ । ଯେପରି ଆପଣଙ୍କ ମୁଣ୍ଡ କାମ କରିବା ହିଁ ବନ୍ଦ କରିଦେଇଛି ସେମିତି ଆପଣଙ୍କୁ ଲାଗୁଛି । ହେଲେ ଆପଣଙ୍କୁ ଚୁପ ହୋଇ ବସିବାର ନାହିଁ । ଜୀବନରେ ସଫଳତା ପାଇବାକୁ ହେଲେ ନିଜ କର୍ମ ଓ ଭଗବାନଙ୍କ ଉପରେ ଭରଷା ରଖି ଆଗକୁ ବଢିବା ପଡିବ ।

 

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *